Recent photo 1753770624

ପୁଣି ଶ୍ରୀମନ୍ଦିରରେ ହିଡେନ୍ କ୍ୟାମେରା, ପଶ୍ଚିମଦ୍ଵାରର ନିକଟରୁ ଧରାପଡ଼ିଲେ ବଙ୍ଗୀୟ ଯୁବକ

ପୁରୀ: ପୁଣି ହିଡେନ କ୍ୟାମେରା। ଶ୍ରୀମନ୍ଦିରର ପଶ୍ଚିମଦ୍ଵାର ପଟେ ହିଡେନ କ୍ୟାମେରା ଯୁକ୍ତ ଚଷମା ପିନ୍ଧି ଜଣେ ଯୁବକ ପ୍ରବେଶ କରୁଥିବା ବେଳେ ପୁଲିସ ଅଟକାଇଥିଲେ। ପଶ୍ଚିମବଙ୍ଗର ଜଣେ ଯୁବକ ପଶ୍ଚିମ ଦ୍ଵାର ପଟେ ହିଡେନ କ୍ୟାମେରା ନେଇ ପ୍ରବେଶ କରୁଥିବା ବେଳେ ପଶ୍ଚିମବଙ୍ଗର ଯୁବକ ପ୍ରତିଶ ପାଲ ଥାନାରେ ଅଟକ ଅଛନ୍ତି। ତାଙ୍କ ଘର ପଶ୍ଚିମ ବର୍ଦ୍ଧମାନରେ ବୋଲି ଜଣାଯାଇଛି । ପ୍ରତିଶ ପାଲଙ୍କୁ ଥାନାରେ ଅଟକ ରଖାଯାଇ ମୋବାଇଲକୁ ଯାଞ୍ଚ କରାଯାଉଛି। ଚଷମା ଜବତ […]

Read More Text.
Whatsapp image 2025 08 05 at 13.11.03 1068x480

ଜଳସେଚନ ପ୍ରକଳ୍ପରେ ତାଲା, ବର୍ଷିଲେ ପୂର୍ବତନ ମନ୍ତ୍ରୀ

ଟିଟିଲାଗଡ଼ : ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ନେଇ ଚାଷୀଙ୍କ ଧାନ ଦରମରା ହେଲାଣି । ବିହୁଡା, ରୁଆ ବେଉଷଣ କାର୍ଯ୍ୟ ଠପ ହୋଇରହିଛି । ଏଭଳିକ୍ଷେତ୍ରରେ ପୂର୍ବ ସରକାରଙ୍କ ଦ୍ୱାରା ନିର୍ମିତ୍ତ ନିର୍ବାଚନ ମଣ୍ଡଳୀର ୭ ଗୋଟି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା ପଡ଼ିଥିବା ନେଇ ଚାଷୀ ହାହାକାର ହୋଇପଡିଥିବା ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ଆଜି ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି […]

Read More Text.
Cuttack

କଟକ ନୂଆବଜାରରେ ଫୁଟିଲା ଗୁଳି, ପୂର୍ବଶତ୍ରୁତାରୁ ଯୁବକଙ୍କୁ ଗୁଳିମାରିଲେ ଦୁର୍ବୃତ୍ତ

କଟକ ୦୫।୦୮ : ପାର୍ବଣ ପୂର୍ବରୁ କଟକରେ ଗୁଳିକାଣ୍ଡ । କଟକ ନୂଆବଜାର ପୋଲ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଯେଉଁଥିରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ସଞ୍ଜୟ କୁମାର ତରାଇ ବିଳମ୍ବିତ ରାତିରେ ନୂଆବଜାର ପ୍ଲାଏ ଓଭରବ୍ରିଜ୍ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । […]

Read More Text.
Suresh pujari 750x430

ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ଜିଲ୍ଲପାଳମାନଙ୍କୁ ଚିଠି

ଭୁବନେଶ୍ବର: ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ବାୟମେଟ୍ରିକ ଉପସ୍ଥାନ ଲାଗୁ ହେବ। ଏହାଫଳରେ ସମସ୍ତ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚିବେ ବୋଲି ଆଶା କରାଯାଉଥିବା ଏହି ଚିଠିରେ କୁହାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ […]

Read More Text.
Img 20250804 wa0199

ରାଇରଙ୍ଗପୁର ନୂତନ ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ରଙ୍କ ଯୋଗଦାନ

ବାରିପଦା : ମୟୁରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଭାବେ ସୁବ୍ରତ ପାତ୍ର ପ୍ରାକ୍ତନ ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି ।ସୁବ୍ରତ ପାତ୍ର ରେଢାଖୋଲ ଡିଭିଜନର ଡିଏଫଓ ଭାବେ ଦାୟିତ୍ବରେ ଥିଲେ ।ଶିବ ପ୍ରସାଦ ରଥ ଙ୍କ ରାଇରଙ୍ଗପୁର ରୁ ବୌଦ୍ଧ ଜିଲ୍ଲାର ବନଖଣ୍ଡ କେନ୍ଦୁଲିଫ୍ କୁ ବଦଳି ହୋଇଛି । ଦାୟିତ୍ଵ ଗ୍ରହଣ ସମୟରେ ସମସ୍ତ ବନ ବିଭାଗ କର୍ମଚାରୀ ନୂତନ ବନଖଣ୍ଡ ଅଧିକାରୀଙ୍କୁ […]

Read More Text.
Img 20250804 wa0198

ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମରେ ୮୬ ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଓ ପୁସ୍ତକ ବଣ୍ଟନ

ବାରିପଦା : ଅଖୀଳ ଭାରତ ସେବା ସଂସ୍ଥାନ ତଥା ସମଗ୍ର ଶିକ୍ଷା,ମୟୂରଭଂଜ ମିଳିତ ଆନୁକୁଲ୍ୟରେ ମୟୂରଭଂଜ ଜିଲ୍ଲାର କୁସୁମି ଗୋଷ୍ଠୀ ଶିକ୍ଷା ଅଧିକାରୀ ସମ୍ମିଳନୀ କକ୍ଷରେ କୁସୁମି ବ୍ଳକ ସ୍ତରୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁସୁମି ସିଡିପିଓ ସାକରା ହାଁସଦାଃଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଶିବିରରେ ବ୍ଳକ ସୁପରଭାଇଜର ରୁମାଲ ମହାନ୍ତ,ପଡିଆ ସ୍କୁଲର ପ୍ରଧାନଶିକ୍ଷକ ବୀରେନ୍ଦ୍ର ବାରିକ ଏବଂ ଗୋଷ୍ଠୀ ସମ୍ବଳ ଅଧିକାରୀ କୃଷ୍ଣଚନ୍ଦ୍ର ସେନାପତି ପିଲାମାନଙ୍କୁ ଚକ୍ଷୁର ଯତ୍ନ ଏବଂ ଚଷମାର […]

Read More Text.
Img 20250804 wa0189

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

ବାରିପଦା : ଆଜି ଝାଡ଼ଖଣ୍ଡ ରାଜ୍ୟର ମହାନ ଜନନାୟକ ତଥା ତିନି ତିନିଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା,ତଥା ପ୍ରାକ୍ତନ କେନ୍ଦ୍ରର କୋଇଲା ମନ୍ତ୍ରୀ,ତଥା ବର୍ତମାନର ରାଜ୍ୟସଭା ସାଂସଦ ଶିବୁ ସୋରେନ(୮୧) ଙ୍କ ର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ସେ ଜଣେ କ୍ରାନ୍ତିକାରୀ ମହାନ ଆଦିବାସୀ ନେତା ଥିଲେ ।ତାଙ୍କରି ଦୁର୍ବାର ଆନ୍ଦୋଳନ ଯୋଗୁଁ ବିହାର ରାଜ୍ୟରୁ ମୁକ୍ତ ହୋଇ ନୂତନ ଝାଡ଼ଖଣ୍ଡ ରାଜ୍ୟର ଗଠନ ହୋଇଥିଲା ।ଓଡ଼ିଶା,ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ଆଦିବାସୀମାନଙ୍କର ଲୋକପ୍ରିୟ […]

Read More Text.
Img 20250804 wa0187

ଆଠ ବର୍ଷ ହେଲାଣି ବିଧଵା ଦୁଵୁଜ ସୋରେନ ଭତ୍ତା ପାଇଁ କରୁଛନ୍ତି ଗୁହାରୀ, ଶୁଣ ସରକାର ଶୁଣ

ବାରିପଦା : କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଛନ୍ତି lବିଶେଷତଃ ବିଧବା,ଦିବ୍ଯାଙ୍ଗ,ବୟସ୍କମାନଙ୍କ ସାମାଜିକ ସୁରକ୍ଷା ପାଇଁ ବହୁ ଯୋଜନା କରିଛନ୍ତି । କିନ୍ତୁ ତଳ ସ୍ତରର ବିଭାଗୀୟ ଅଧିକାରୀଙ୍କ ଅବହେଳା ହେଉ କିମ୍ବା ସଚେତନତା ଅଭାବରୁ ଠିକ ସମୟରେ ଯୋଜନାର ସଫଳତା ଉପଯୁକ୍ତ ଲୋକଙ୍କ ପାଖରେ ପହଂଚି ପାରୁନାହିଁ l ଫଳରେ ଅନେକ ସମୟରେ ସରକାରୀ ଯୋଜନାରୁ ସେମାନେ ବଞ୍ଚିତ ହେଉଛନ୍ତି l ଏହିପରି ଏକ ଘଟଣା […]

Read More Text.
Img 20250804 wa0182

ବାରିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ, ମୋଟ ୨୬୧ଟି ଅଭିଯୋଗର ହେଲା ଶୁଣାଣି

ବାରିପଦା: ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ପୂର୍ବାହ୍ନ ୧୦ଘଟିକା ସମୟରେ ମୟୂରଭଞ୍ଜ ଜ଼ିଲ୍ଲା ସଦରମହକୁମା ବାରିପଦା ଠାରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନଶୁଣାଣୀ ଶିବିର ଆରମ୍ଭ ହୋଇଥିଲା . ଉକ୍ତ ଜନଶୁଣାଣୀ ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ, ଜ଼ିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଆଧୀକାରୀ ଶ୍ରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ […]

Read More Text.
Ewr

ଭୁଜାଲି ଆକ୍ରମଣରେ ଯୁବକ ଆହତ

ଆଗରପଡ଼ା :ଆଗରପଡ଼ାସ୍ଥିତ କାଣ୍ଡବା ଗ୍ରାମର ବସନ୍ତ ଜେନାଙ୍କ ପୁଅ ସାନ୍ତନୁଙ୍କୁ ସେହି ଗ୍ରାମର ପୂର୍ଣଚନ୍ଦ୍ର ମାଝୀଙ୍କ ପୁଅ ବଳରାମ ଭୁଜାଲି ଓ କାଚ ବୋତଲ ସାହାଯ୍ୟରେ ଆକ୍ରମଣ କରିଥିବାର ସାନ୍ତନୁଙ୍କ ମା ସୁମତୀ ଥାନାରେ ଅଭିଯୋଗ କରିଛନ୍ତି ।ଏ ସଂପର୍କରେ ଥାନା କେସନଂ ୧୨୬/୨୫ରେ ଏକ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ଦେବରାଜ ଜେନା ଅଭିଯୁକ୍ତ ବଳରାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି । ଅଭିଯୋଗରୁ ଜଣାପଡ଼େ;ଘଟଣା ରାତିରେ ବଳରାମ ହାତରେ ଭୁଜାଲି,କାଚ […]

Read More Text.