ବିଶିଷ୍ଟ ତବଲା ବାଦକ ହେମନ୍ତ କୁମାର ତ୍ରିପାଠୀଙ୍କ ଦେହାନ୍ତ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଭାରିଗୋଳ (ମନମଧୁପୁର) ଗ୍ରାମର ବିଶିଷ୍ଟ ତବଲା ବାଦକ ହେମନ୍ତ କୁମାର ତ୍ରିପାଠୀଙ୍କ ଦେହାନ୍ତ ହୋଇଯାଇଛି | ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା | ଶାରୀରିକ ଅସୁସ୍ଥତା ହେତୁ ସେ ଚିକିତ୍ସାଧୀନ ଥିଲେ | ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ତାଙ୍କର ସ୍ବର୍ଗବାସ ହୋଇଥିଲା | ସ୍ବର୍ଗତ ତ୍ରିପାଠୀ ନିଜର ତବଲା ବାଦନ ପାଇଁ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ବେଶ ପ୍ରସିଦ୍ଧି […]
Read More Text.