55

ଲଗାଣ ବର୍ଷାରେ ଭୁଶୁଡ଼ିଲା ରେତ ଡ୍ୟାମ କେନାଲ ହୁଡ଼ା

ଭବାନୀପାଟଣା : କଳାହାଣ୍ଡିରେ ଗତ ୨ ଦିନର ଲଗାଣ ବର୍ଷାରେ ଅନେକ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ସଦର ବ୍ଲକ୍ ଦେପୁର ନିକଟରେ ରେତ ଡ୍ୟାମର ମୁଖ୍ୟ କେନାଲ ତ ପ୍ରାୟ ୨୦ ଫୁଟ ହୁଡ଼ା ଭାଙ୍ଗି ଯାଇଛି। ଫଳରେ ପ୍ରାୟ ୬୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ଜଳମଗ୍ନ ହେଇ ବିଲରେ ଥିବା ଫସଲ ନଷ୍ଟ ହେଇଛି। ଆଜି ସକାଳୁ କେନାଲ ଭାଙ୍ଗିଥିବା ଦେଖି ଚାଷୀମାନେ ସୂଚନା ଦେଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ […]

Read More Text.
Student

ଟ୍ରକ୍ ଧକ୍କାରେ ଚାଲିଗଲା ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଜୀବନ

ରାୟଗଡା :ଟ୍ରକ୍ ତଳେ ଚାପି ହୋଇ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ମୃତ୍ଯୁବରଣ କରିଛନ୍ତି ।  ମୃତକ ହେଲେ କାଶୀପୁର ବ୍ଳକ ସିନ୍ଦୁରଘାଟି ପଞ୍ଚଯାତ ଡେରାକଣା ଗ୍ରାମର ରାହୁଳ ନାଏକ ।  ରାହୁଲ ରାୟଗଡା ବ୍ଲକ ପେନିକଣା ଆଶ୍ରମ ବିଦ୍ଯାଳୟରେ ରହି ପଡୁଥିବା ବେଳେ ଆଜି ଦଶହରା ପାଇଁ ଛୁଟି ହୋଇଥିଲା । ସେ ତାଙ୍କ ସଂପର୍କିୟ ଭାଇ ଲୋଚନ ନାଏକଙ୍କ ସହ ସ୍କୁଲରୁ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଚାନ୍ଦିଲି ଥାନା […]

Read More Text.
Murder 2

ହାଣ୍ଡିଆ ପିଇ ଦେବାରୁ ସ୍ତ୍ରୀକୁ କାଠ ଫାଳିଆରେ ପିଟି ମାରିଦେଲା ସ୍ୱାମୀ

ଉଦଳା : ସ୍ୱାମୀ ସାଜିଲା ସୈତାନ ।  ସାମାନ୍ୟ ହାଣ୍ଡିଆ ସବୁ ସ୍ତ୍ରୀ ପିଇ ଦେବାରୁ କାଠ ଫାଳିଆରେ ବାଡ଼େଇ ବାଡ଼େଇ ମାରିଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗାଁରୁ ଆସିଛି ଅଭିଯୋଗ । ମୃତକ ହେଲେ ଗୁରୁ ପ୍ରସାଦ ସିଂଙ୍କ ସ୍ତ୍ରୀ ସୀତା ସିଂ । ଗୁରୁପ୍ରସାଦ କାମକୁ ଯାଇ ଘରକୁ ଫେରିଥିବା ବେଳେ ଘରେ ପହଞ୍ଚି ହାଣ୍ଡିଆ ପିଇଵାକୁ ଖୋଜିଥିଲେ। ହେଲେ ସ୍ତ୍ରୀ ସୀତା ସବୁ ହାଣ୍ଡିଆ ପିଇ ନିଶା ହୋଇଯାଇଥିବା ଦେଖିବାକୁ […]

Read More Text.
Loot 1

ଗର୍ଭବତୀଙ୍କୁ ବାନ୍ଧି ଲୁଟି ନେଲେ ଟଙ୍କା ଓ ଅଳଙ୍କାର

ସୋରୋ: ଗର୍ଭବତୀଙ୍କ ହାତ ଗୋଡ଼ ବାନ୍ଧି ଲୁଟିନେଲେ ଟଙ୍କା ଓ ଅଳଙ୍କାର । ଗର୍ଭବତୀ ମହିଳାଙ୍କୁ ବି ଛାଡିଲେନି ଲୁଟେରା । ଟଙ୍କା, ଗହଣା ତ ନେଲେ ନେଲେ ତା’ପରେ ପୁଣି ଗର୍ଭବତୀଙ୍କୁ ମାଡ଼ ମାରିଲେ । ସୋରୋରେ ମାତିଲେ ଚୋର । ସୁନା ଶଙ୍ଖା ଭାଙ୍ଗି ସୁନା ନେଇଗଲେ । କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ହାତଗୋଡ ବନ୍ଧା ଲୁଟେରାଙ୍କ ଦୌରାତ୍ମ୍ୟ । ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ସୋର ଥାନା ଟେଣ୍ଟେଇ […]

Read More Text.
Capture 20

ଝାରସୁଗୁଡ଼ାରେ ମୋଦି: ୬୦,୦୦୦ କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ କାର୍ଯ୍ୟର କଲେ ଉଦ୍‌ଘାଟନ

ଝାରସୁଗୁଡା:  ଝାରସୁଗୁଡାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ବିେଜେପି ବରିଷ୍ଠ ନେତୃବୃନ୍ଦ ଝାରସୁଗୁଡା ବିମାନ ବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ବିମାନବନ୍ଦରରୁ ଜେଲ ଛକ ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ’ରେ ସାମିଲ ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇଁ ଜନସମୁଦ୍ର ପାଲଟିଛି ଝାରସୁଗୁଡା ଅମଲିପାଲି ପଡ଼ିଆ । ଯୁବ ସମାବେଶରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ମଞ୍ଚରେ ଉପସ୍ଥିତ ଅଛନ୍ତି ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ବିରଷ୍ଠ ନେତା । […]

Read More Text.
Screenshot 2025 09 27 121354 e1758958378869

ଓଡ଼ିଶାରେ ଗଡ଼ିଲା ପ୍ରଥମ ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୋଦି…

ଝାରସୁଗୁଡା: ରେଳ ସଂଯୋଗୀକରଣକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଓଡ଼ିଶାର ବ୍ରହ୍ମପୁର ସହ ଗୁଜରାଟର ସୁରତ ଜିଲ୍ଲାର ଉଧନାକୁ ସଂଯୋଗ କରୁଛି। ପଶ୍ଚିମ ଓଡ଼ିଶା ସହରକୁ ଗସ୍ତ ସମୟରେ ଝାରସୁଗୁଡାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି ଭର୍ଚୁଆଲ୍ ମୋଡ୍ ମାଧ୍ୟମରେ ନୂତନ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

Read More Text.
Mad cow disease 750x430

ପାର୍ବଣରେ ଦୁର୍ଘଟଣା ରୋକିବାକୁ ବିଏମସିର ପ୍ରୟାସ; ୨୦୦ଗୋରୁ ସ୍ଥାନାନ୍ତର

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଦଶହରା ପର୍ବ । ଏହି ସମୟରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଜମିବ । ପର୍ବ ସମୟରେ ଲୋକମାନେ ଯେପରି ରାସ୍ତାରେ ବୁଲୁଥିବା ଗୋରୁଙ୍କ ଦ୍ୱାରା ଆଉ ଅସୁବିଧାରେ ପଡ଼ିବେ ନାହିଁ ଏବଂ ଟ୍ରାଫିକ ସମସ୍ୟା ହେବ ନାହିଁ ସେନେଇ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ପକ୍ଷରୁ ବୁଲା ଗୋରୁଙ୍କୁ ସ୍ଥାନାନ୍ତରଣ କରାଯାଉଛି । ଆଜି ସହର ଉପକଣ୍ଠରେ ଥିବା ଏକ ଗୋଶାଳାକୁ […]

Read More Text.
Bsnl 750x430

ଓଡିଶା ମାଟିରୁ ସାରା ଦେଶରେ ପ୍ରଧାନମନ୍ତ୍ରୀ ଆରମ୍ଭ କଲେ BSNL 4G ସେବା

ଝାରସୁଗୁଡା: ପ୍ରଧାନମନ୍ତ୍ରୀ ମୋଦି BSNL ର 4G ସେବା ଆରମ୍ଭ କରି ଦେଶକୁ ଏକ ବଡ଼ ଉପହାର ଦେଇଛନ୍ତି। ଭାରତ ସଞ୍ଚାର ନିଗମ ଲିମିଟେଡର 4G ସେବା ଏବେ ଦେଶର ପ୍ରତ୍ୟେକ ରାଜ୍ୟରେ ପହଞ୍ଚିସାରିଛି। ପୂର୍ବରୁ, BSNL ର 4G ସେବା ଦେଶର ବିଭିନ୍ନ ଟେଲିକମ୍ ସର୍କଲରେ ଆରମ୍ଭ କରାଯାଇଥିଲା। BSNLର 4G ନେଟୱାର୍କ ଏକକାଳୀନ ୯୮,୦୦୦ ସାଇଟରେ ଆରମ୍ଭ ହୋଇଛି। BSNLର 4G ସେବାର ଆନୁଷ୍ଠାନିକ ଶୁଭାରମ୍ଭ ସହିତ, ସମସ୍ତ ଟେଲିକମ୍ କମ୍ପାନୀ ଏବେ 4G […]

Read More Text.
Image 25

ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ଅନୁମୋଦନ, ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ପାଠ୍ୟପୁସ୍ତକ

ଭୁବନେଶ୍ୱର: ଏଣିକି ଓଡିଶାରେ ଚାଲିବ ଗୋଟିଏ ବୋର୍ଡ। ବିଏସ୍‌ଇ ଓ ସିଏଚ୍‌ଏସ୍‌ଇ ମିଶ୍ରଣକୁ ମିଳିଲାଅନୁମୋଦନ। ସ୍କୁଲ ଶିକ୍ଷାକୁ ସୁଦୃଢ଼ ଓ ଉନ୍ନତ କରିବା ପାଇଁ ରାଜ୍ୟରେ ଗୋଟିଏ ବୋର୍ଡ ରଖାଯିବ। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦକୁ ମିଶାଇ ଗୋଟିଏ ବୋର୍ଡ ଗଠନ କରାଯିବ। ଅନ୍ୟପଟେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଆସନ୍ତା ୩ ବର୍ଷରେ ୪୪ ହଜାର ୪୩୩ଟି ପ୍ରାଥମିକ ଶିକ୍ଷକ ପଦବୀରେ ନିଯୁକ୍ତି […]

Read More Text.
Img 20250926 wa0195

ଦ୍ୱାରଶୁଣୀ ଘାଟୀ ରେ ଲୋକମାନଙ୍କର ଯାତାୟତ ର ସୁରକ୍ଷା କୁ ନେଇ ଭଞ୍ଜସେନା ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ

ବାରିପଦା- ମୟୂରଭଞ୍ଜ ଜିଲ୍ଲା ର ଚାରି ଗୋଟି ଉପଖଣ୍ଡ ମଧ୍ୟରେ ଯୋଗାଯୋଗ ସ୍ଥାପନ କରୁଥିବା ମୁଖ୍ୟତଃ  ଦ୍ୱାରଶୁଣୀ ଘାଟୀ  ମଧ୍ୟରେ ଲୋକମାନଙ୍କର ଯାତାୟତ କରିବା ବିପଦପୁନ୍ନ ହୋଇପଡିଛି । ପ୍ରତ୍ୟେକ ଦିନ ହଜାର ହଜାର ଖଣିଜ ପଦାର୍ଥ ବୋଝେଇ ଟ୍ରକ୍/ଟ୍ରଲର ଯିବା ଆସିବା ଯୋଗୁଁ ସାଧାରଣ ଜନତା  ବହୁ ସମସ୍ୟାରେ ପଡୁଛନ୍ତି l ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ, ଆମ୍ବୁଲାନ୍ସ ସେବା ସମେତ ଛାତ୍ରଛାତ୍ରୀ, ବୃଦ୍ଧ/ବୃଦ୍ଧା ଏପରିକି ସେହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଯିବା […]

Read More Text.