କୋମାରେ ସର୍ବବୃହତ ଟେଲି ସଂସ୍ଥା ବିଏସ୍ଏନ୍ଏଲ୍, ଦାଇତ୍ୱ ନିର୍ବାହ କରୁଛନ୍ତି ଜଣେ ଦିନ ମଜୁରିଆ
ଆଗରପଡ଼ା :ଯୋଗାଯୋଗ କ୍ଷେତ୍ରରେ ଏକଦା ମହାଗୁରୁ ପାଲଟିଥିବା ବିଏସ୍ଏନ୍ଏଲ୍ ଆଗି କୋମାରେ । ବନ୍ତ ବ୍ଳକ ଆଗରପଡ଼ା ବିଏସ୍ଏନ୍ଏଲ୍ କାର୍ଯ୍ୟାଳୟ ଏହାର ଏକ ଉଦାହରଣ । ଏହି ଏକ୍ସଚେଞ୍ଜ କାର୍ଯ୍ୟକାରୀ ହେବା ପରେ ଲ୍ୟାଣ୍ଡଲାଇନ ଜରିଆରେ ହିତାଧିକାରୀଙ୍କୁ ସଂଯୋଗ ଦିଆଯାଇଥିଲା । ପର୍ଯ୍ୟାୟକ୍ରମେ ଗ୍ରାହକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥିଲା । ପରେ ମୋବାଇଲ ଫୋନର ଯୁଗ ଆରମ୍ଭ ହେବା ପରେ ଲ୍ୟାଣ୍ଡଲାଇନ ପ୍ରତି ଲୋକଙ୍କ ଆଗ୍ରହ କମିବାରେ ଲାଗିଲା । ମୋବାଇଲ ସେବା ଉପଲବ୍ଧ ହେବାପରେ […]
Read More Text.