Winter

ଓଡ଼ିଶାରୁ ଫେରିଯିବ ମୌସୁମୀ, ୧୫ ତାରିଖରୁ ପଡ଼ିବ ଶୀତ !

ଭୁବନେଶ୍ୱର : ଓଡ଼ିଶାରୁ ଫେରିଯିବ ମୌସୁମୀ ।  ଓଡ଼ିଶାରୁ ଦୁଇ ତିନି ଦିନ ଭିତରେ ମୌସୁମୀ ଲେଉଟିବା ଆରମ୍ଭ ହେବ । ମୌସୁମୀ ଲେଉଟାଣି ପାଇଁ ପାଗ ଅନୁକୁଳ ରହିଛି । ୪ ମାସ ୧୩ ଦିନର ରହଣି ପରେ ଏବେ ଓଡ଼ିଶାକୁ ଛାଡିବାକୁ ପ୍ରସ୍ତୁତ ହେଉଛି ମୌସୁମୀ ବାୟୁ । ଅନ୍ୟପଟେ ଦକ୍ଷିଣ ବାଂଲାଦେଶ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନ ଠାରୁ ୩.୧ କିଲୋମିଟର ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । […]

Read More Text.
Baliguda

ନଦୀରେ ଭାସିଗଲେ ଛାତ୍ର

ବାଲିଗୁଡା : ନଦୀରେ ଭାସିଗଲେ ସ୍କୁଲ ଛାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ବାଦୁବାଡ଼ି ନିକଟରେ କାଳିପେନୁ ନଦୀରେ ଜଣେ ଛାତ୍ର ଭାସିଯାଇଛନ୍ତି ।  ଭୋଜି କରିବାକୁ ଆସି ନଦୀରୁ ପାଣି ଆଣିବାକୁ ଯାଇଥିବା ସମୟରେ ଅଘଟଣ ଘଟିଛି ।  ନିଖୋଜ ଜଣକ ହେଲେ ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର । ରାଇକିଆ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶ ଜଣ ଛାତ୍ର ଆଜି ଭୋଜି କରିବାକୁ ବାଦୁବାଡି କାଳିପେନୁ ନଦୀ ନିକଟକୁ […]

Read More Text.
Sankha bhawan

ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଟିମ୍

ଭୁବନେଶ୍ୱର : ପ୍ରାର୍ଥୀ ଚୟନ ପାଇଁ ନୂଆପଡ଼ା ଗଲା ବିଜେଡିର ଏକ ବଡ ଟିମ୍ । ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଗ୍ରାଉଣ୍ଡରେ ସ୍ଥିତି ପରଖିବେ ବିଜେଡିର ବରିଷ୍ଠ ନେତା । ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଟୁକୁନି ସାହୁ ପ୍ରମୁଖ ନୂଆପଡ଼ା ଗସ୍ତରେ ଯାଉଛନ୍ତି ।  ବିଜେଡିର ସ୍ଥାନୀୟ ନେତାଙ୍କ ସହ କରିବେ ଆଲୋଚନା ।  ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ […]

Read More Text.
Bjp 1

ବିଜେପି କୋର କମିଟି ବୈଠକ, ପ୍ରସ୍ତୁତ ହେଲା ନୂଆପଡ଼ା ଉପନିର୍ବାଚନ ପାଇଁ ରଣନୀତି

ଭୁବନେଶ୍ୱର : ବିଜେପି କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି । ଦଳ ଯାହାକୁ ବି ପର୍ଥି କରିବ ସେ କେମିତି ଜିତିବେ ତାହା ହେବ ପ୍ରଥମିକତା । ପୂର୍ବତନ ସଭାପତି, ମହମନ୍ତ୍ରି, ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଟାସ୍କ ଦିଆଯାଇଛି। ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ ଏବଂ ସେ କେମିତି ଜିଟିବେ ସେଥିପାଇଁ ସମସ୍ତେ କର୍ଯ୍ୟକରିବେ ।  ପ୍ରାର୍ଥୀ କିଏ ହେବ ତାହା ସଂସଦୀୟ ବୋର୍ଡ ସ୍ଥିର କରିବ । 13 ତାରିଖରେ […]

Read More Text.
Mobile tower

ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ, ଆଇଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ

ରାଉରକେଲା : ମୋବାଇଲ ଟାୱାର ଉଡ଼ାଇଲେ ମାଓବାଦୀ ।  ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜରେଇକେଲା ଥାନା କୋଲଭଙ୍ଗା ଅଞ୍ଚଳରେ ଆଜି ମାଓବାଦୀମାନେ ଏକ ମୋବାଇଲ ଟାୱାର ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି ।  ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଚଳାଇଛନ୍ତି ।  ସରଣ୍ଡା ଜଙ୍ଗଲର ଆଇଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଥିଲେ ।  ଏହି ଘଟଣା ଘଟିବାର ଦୁଇ ଦିନ ମଧ୍ୟରେ […]

Read More Text.
Shovana mohanty

ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜ୍ୟ ମହିଳା କମିଶନ । ଦୁର୍ଗାପୁର ଯିବ ରାଜ୍ୟ ମହିଳା କମିଶନଙ୍କ ଟିମ୍ । ପଶ୍ଚିମବଙ୍ଗ ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ ଯୋଗାଯୋଗ କରୁଛୁ । ଘଟଣାର ୩୬ ଘଣ୍ଟା ପରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ  ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ୩ ଜଣଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । […]

Read More Text.
1

ଟେଲର ଦୋକାନୀଙ୍କୁ ହତ୍ୟା

ବରଗଡ଼: ମା’ କାନ୍ଦି କାନ୍ଦି ନୟାନ୍ତ ହେଲାଣି ସ୍ତ୍ରୀ’ର ହଂସା ଉଡିଯାଉଛି । ମା’ କହୁଛି ମୋତେ ମା’ ବୋଲି ଆଉ କିଏ ଡାକିବ ? ସ୍ତ୍ରୀ ପଚାରୁଛି ମୋ ଛୁଆଙ୍କ ମୁହଁରେ କିଏ ଆହାର ଦେବ । ହଁ ଦର୍ଶକବନ୍ଧୁ, ଏ ମା’ ଆଉ ସ୍ତ୍ରୀର ଟିକେ ବିକଳ ଚିତ୍କାର ଭଲସେ ଶୁଣନ୍ତୁ । କିପରି ଛାତି ବାଡେଇ କାନ୍ଦୁଛନ୍ତି । ମା’ ର ଏକୋଇର ବଳା ବିଷିକେଶନକୁ କିଏ ମାରିକି ରାସ୍ତାରେ ଗଡାଇଦେଇଛି । ଝାଟିମାଟି […]

Read More Text.
Img 20251011 wa0148

ହାତୀ – ମଣିଷ ଲଢେଇ; ଦନ୍ତା ନେଲା ବୃଦ୍ଧ ଙ୍କ ପ୍ରାଣ

ବାରିପଦା  :  ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ କୁସୁମି ବ୍ଳକର  ବାଦାମପାହାଡ଼ ବନାଞ୍ଚଳର ବାସିଲା ଗ୍ରାମରେ ଆଜି ସକାଳେ ଦନ୍ତା ଆକ୍ରମଣରେ ଜନୈକ ଆଦିବାସୀ ବୁଢ଼ା ଲୋକର ଜୀବନହାନୀ ଘଟିଅଛି l   ସୂଚନାଯୋଗ୍ଯ ଵାସିଲା ଗ୍ରାମର ୮୦ ବର୍ଷୀୟ ବୃଦ୍ଧ ରାମତିୟା କଳା ଆଜି ଶନିବାର ଦିନ ନିଜ ଆଶା ବାଡି ସାହାଯ୍ୟରେ ଶୌଚ ପାଇଁ ନିକଟସ୍ଥ ନଦୀ ଆଡ଼କୁ ଯାଉଥିବାବେଳେ ୬ ଟିକିଆ ହାତୀପଲ ସମ୍ମୁଖରେ ପଡ଼ି ଯାଇଥିଲେ ।ତନ୍ମଧ୍ୟରୁ ଏକ ଦନ୍ତା ହାତୀ […]

Read More Text.
Img 20251011 wa0143

ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲରେ ଆତ୍ମ ନିର୍ଭରତା ମିଶନ ଯୋଜନାର ଶୁଭାରମ୍ଭ

ବାରିପଦା- ଆଜି ଜାତୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଦେଶରେ ଦୁଇଟି ନୂତନ ଯୋଜନାର ଶୁଭାରମ୍ଭ ହୋଇଛି। ଏହି କ୍ରମରେ ବାରିପଦା ଠାରେ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଶମାଖୁଣ୍ଟାଙ୍କ ମିଳିତ ସହଯୋଗରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ […]

Read More Text.
Crocodile 1

ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର

ମହାକାଳପଡ଼ା : ଗାଁ ପୋଖରୀରେ କୁମ୍ଭୀର, ଲୋକେ ଭୟଭୀତ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଦତ୍ତପୁର ଗାଁରେ ଏକ ପୋଖରୀରୁ ୧୦ ଫୁଟିଆ ବଉଳା କୁମ୍ଭୀର ଉଦ୍ଧାର କଲା ବନ ବିଭାଗ। ଗାଁ ପୋଖରୀରେ କୁମ୍ଭୀର ଭାସୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଟିମ ଗାଁରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲାର।  ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।  ଉଦ୍ଧାର ହେବା ପରେ କୁମ୍ଭୀରକୁ ବନ ବିଭାଗ ଗଳିଆ […]

Read More Text.