ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି !

ଭୁବେନଶ୍ବର: ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବେ । ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି । କେଉଁ ଦିନ ସେ ସମ୍ବୋଧନ […]

Read More Text.

ଜାତୀୟ ଫସଲ ଯୋଜନାରେ ଉତ୍ପାଦନ ବୃଦ୍ଧି କରି ଚାଷୀଙ୍କୁ ଆତ୍ମନିର୍ଭର କରିବା ସରକାରଙ୍କ ଲକ୍ଷ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

କଟକ: ଜାତୀୟ ଫସଲ ଯୋଜନାରେ କୃଷିଭିତ୍ତିକ ଉତ୍ପାଦନ ବୃଦ୍ଧି କରି ଚାଷୀମାନଙ୍କୁ ଆତ୍ମନିର୍ଭର କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ। ସୋମବାର କଟକ ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ କୃଷି ଓ କୃଷକ ବିକାଶ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ଶିବରାଜ ଚାଷୀଙ୍କୁ ସ୍ଵାବଲମ୍ବୀ ଏବଂ ଜାତୀୟ କୃଷି ମିଶନ ଉପରେ ଗୁରୁତ୍ଵାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଉପରେ […]

Read More Text.
Unnamed

ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବୀ କଲା ବିଜେଡି

ଭୁବନେଶ୍ବର: ଆସନ୍ତାକାଲି ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ସରିଛି । କିନ୍ତୁ ଏହାରି ଭିତରେ ନିର୍ବାଚନ ଅଧଇକାରୀଙ୍କ ନିକଟକୁ ଅଭିଯୋଗ ଆଣିଛି ବିରୋଧି ବିଜୁ ଜନତା ଦଳ । ସମ୍ବେଦନଶୀଳ ବୁଥ୍‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ ଦାବୀ କରିବା ସହ ଜିଲାପାଳ ଓ ଆରକ୍ଷୀଙ୍କ ବହିଷ୍କାର ଦାବି କରିଛି ଦଳ । ନୂଆପଡ଼ାର ୩୨ଟି ଅତି ସମ୍ୱେଦନଶୀଳ ବୁଥ୍‌ରେ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାରେ ହିଂସାକାଣ୍ଡ ହେବା ଆଶଙ୍କାରେ ସୁରକ୍ଷା ଯାଞ୍ଚ […]

Read More Text.

ଜଙ୍ଗଲରେ ଶିଶୁ କନ୍ୟାକୁ ଛାଡ଼ିଲା ମା’

ଝାରସୁଗୁଡ଼ା : ମା’ ମୁଁ ଝିଅ ବୋଲି କଣ ମୋତେ ବାପା ମା’ର ସ୍ନେହ ମିଳିବନି ? କଣ ମୋର ଏ ଦୁନିଆକୁ ଆସିବା ଭୁଲ ହୋଇଗଲା ? ମୁଁ କାହିଁକି ତମ ପାଇଁ ଅଲୋଡ଼ା ହୋଇଗଲି ? ମୋତେ ୧୦ ମାସ ଗର୍ଭରେ ରଖି ଏତେ କଷ୍ଟ ପାଇବା ପରେ ମୁହଁ ଫେରାଇ ନେଲ କେମିତି ? ମୋର ଭୁଲ ବା କଣ ? ହୁଏତ ଏ ଶିଶୁଟି ପାଟି ଖୋଲି କଥା କହିପାରୁଥିଲେ ଏମିତି କିଛି […]

Read More Text.
Naveen patnaik 1762366154163

ସାଇଲେନ୍ସ ପିରିୟଡର ଉଲ୍ଲଂଘନ ଅଭିଯୋଗ, ଇସିଆଇଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନରେ ଇସିଆଇଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ ।  କହିଲେ ନୂଆପଡାରେ ସାଇଲେନସ ପିରିୟଡର ଉଲ୍ଲଂଘନ ହେଉଛି ।  ନୂଆପଡ଼ା ବାହାରୁ ଭାରତୀୟ ଜନତା ପାର୍ଟିର ନେତା ଏବଂ କର୍ମୀମାନେ ଅବାଧରେ ବୁଲୁଛନ୍ତି। ଅନୁଚିତ ଉପାୟରେ ଭୋଟରମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ନବୀନ ପଟ୍ଟନାୟକ। ତେଣୁ ଭାରତୀୟ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡିଲେ ବିରୋଧୀ ଦଳ ନେତା। ବିଶେଷ କରି ୪୮ ଘଣ୍ଟିଆ ସାଇଲେନ୍ସ ପିରିୟଡକୁ କଡ଼ାକଡ଼ି ଲାଗୁ କରିବା, […]

Read More Text.

ଟ୍ରଲରକୁ ଧକ୍କା ଦେଲା ବସ୍, ଜଣେ ମୃତ ଓ ୧୦ ଆହତ

ରେଢାଖୋଲ: କଟକ ୫୫ନଂ ଜାତୀୟ ରାଜପଥର ରେଢାଖୋଲ ଲୁହାପଙ୍କ ଛକ ନିକଟରେ ଦୁର୍ଘଟଣା । ଟ୍ରଲରକୁ ଧକ୍କା ଦେଲା ଘୋରଇ ବସ୍ । ଜଣେ ମୃତ ହୋଇଥିବା ବେଳେ ବସରେ ବସିଥିବା ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଲୁହାପଙ୍କ ଛକରେ ବିଳମ୍ବିତ ରାତିରେ ଟ୍ରଲର ପଛକୁ ଧକ୍କା ଦେଲା ଘୋରଇ ବସ୍  । ବସର କଣ୍ଡକ୍ଟର ମୃତ,୧୦ଜଣ ଆହତ । ଖବର ପାଇ ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ରେଢାଖୋଲ […]

Read More Text.
Sp 1

ହାଇକୋର୍ଟରେ ହାଜର ହେଲେ ବ୍ରହ୍ମପୁର ଏସପି, ଆସନ୍ତାକାଲି ଶୁଣାଣୀ

ବ୍ରହ୍ମପୁର : ହାଇକୋର୍ଟ ଗଲେ ବ୍ରହ୍ମପୁର ଏସପି । ବ୍ୟକ୍ତିଗତ ଭାବେ ହାଜର ହେବେ ସର୍ବଣା ବିବେକ ଏମ । ୭ ତାରିଖରେ ଦେଇଥିବା ଉତ୍ତରରେ ସନ୍ତୁଷ୍ଟ ନ ହୋଇ ଆଜି ସୁଦ୍ଧା ବ୍ୟକ୍ତିଗତ ଭାବେ ହାଜର ହୋଇ ଆଫିଡେଭିଟ ମାଧ୍ୟମରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏନେଇ ଆଜି ସତ୍ୟପାଠ ଜରିଆରେ ଜବାବ ଦାଖଲ କରିବେ ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ […]

Read More Text.
Img 20251109 wa0172

ବୋନମେରୋ ରୋଗୀ ଙ୍କ ପାଇଁ ନିଜର ପ୍ଲେଟଲେଟ ଦାନ କଲେ ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ

ବାରିପଦା- ବୋନମେରୋ ଚିକିତ୍ସିତ ରୋଗୀ ଙ୍କ ପାଇଁ ବାରିପଦା ର ନିୟମିତ ରକ୍ତଦାତା ଡଃ ନିରୋଜ କୁମାର ପୋଥାଳ କଟକ ର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ କୁ ଯାଇ ନିଜର ପ୍ଲେଟଲେଟ ପ୍ରଦାନ କରିଛନ୍ତି । ଏହି ପ୍ଲେଟଲେଟ ଦାନ ସମୟ ରେ ବିଶିଷ୍ଟ ସମାଜସେବୀ ଅଭିମନ୍ୟୁ ଦାସ ଓ ସମାଜ ସେବିକା ମମତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ ଓ ଉତ୍ସାହିତ କରିଥିଲେ । ଏସ,ସି,ବି ମେଡିକାଲ ବ୍ଲଡ଼ ବ୍ୟାଙ୍କ ର […]

Read More Text.
Img 20251109 wa0178

“ସଫଳତା ଜୀବନର ଶେଷ ଲକ୍ଷ୍ୟ ନୁହେଁ “- ସ୍ବାମୀ ସଦାନନ୍ଦ ସଚ୍ଚିଦାନନ୍ଦ 

ବାରିପଦା: ସ୍ଥାନୀୟ ମୁର୍ଗାବାଡ଼ି ସ୍ଥିତ ସଚ୍ଚିଦାନନ୍ଦ ଗୁରୁକୁଳରେ ପ୍ରତି ରବିବାର ହେଉଥିବା ବାଲ ବିହାର କ୍ଲାସରେ ଆଜି ଚିନ୍ମୟ ମିଶନ ଓଡ଼ିଶାର ମୁଖ୍ୟ ଆଚାର୍ଯ୍ୟ ସ୍ଵାମୀ ସଦାନନ୍ଦ ସରସ୍ବତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଫଳତା ଜୀବନର ଶେଷ ଲକ୍ଷ୍ୟ ନୁହେଁ , କେବଳ ଏହା ଏକ  ଆତ୍ମବିଶ୍ଵାସ ପାହାଚ। ଚାକିରୀ କରିବା ପାଇଁ  କେବଳ ପାଠପଢା ନ କରାଯାଉ ଏବଂ  ଚାକିରୀ କଲେ ଜୀବନ ସୁଖମୟ  ହୋଇଯିବ ବୋଲି ଭାବିବା ଉଚିତ୍ ନୁହେଁ ବୋଲି […]

Read More Text.
Img 20251109 wa0174

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୭ମ ସନ୍ଧ୍ୟା, ଅସୀମା ପଣ୍ଡାଙ୍କ ଗୀତରେ ଝୁମିଲେ ଦର୍ଶକ 

ବାରିପଦା: ସ୍ଥାନୀୟ ଭଂଜପୁର ଠାରେ  ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳା ର ୭ମ ସନ୍ଧ୍ୟାରେ ପ୍ରଥମେ ଜାତୀୟ ସ୍ତରୀୟ ପ୍ରତିଯୋଗୀ ପ୍ରକାଶ ବେହେରା ଓ ଦେବାଶିଷ ବାରିକ ଚମତ୍କାର ଯୋଗାସନ ପରିବେଷଣ କରିଥିଲେ I ପରେ ପରେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟର କଳାକାର ମାନେ ଓଡ଼ିଶୀ, ନୃତ୍ୟ ପରିବେଷଣ କରିଥିଲେ I ବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶ୍ରେୟାଂଶି ପାତ୍ର, ମହାବିଦ୍ୟାଳୟ ସ୍ତରରେ ତନୀଷା ଗିରି, ସଂଗୀତ ସବ ଜୁନିୟରରେ […]

Read More Text.