ନୂତନ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ସମର୍ଦ୍ଧନା ସଭା ଆୟୋଜିତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ (ପୂର୍ବ ) ପକ୍ଷରୁ ନବନିଯୁକ୍ତ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଙ୍କ ବାରିପଦା ସ୍ଥିତ ସହିଦ ସୃତି ଭବନ ରେ ମହାଆଡ଼ମ୍ବରରେ ପାଳିତ ହୋଇଛି ସମ୍ବର୍ଦ୍ଧନା ସଭା. ଜିଲ୍ଲା ସଭାପତି ଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତ ବ୍ଲକ ରୁ ଜିଲ୍ଲା ସଦର ସଦର ମହକୁମା ବାରିପଦା କୁ ଉତ୍ସାହିତ ହୋଇ ଛୁଟି ଆସିଥିଲେ କଂଗ୍ରେସ କର୍ମୀ ଓ ପ୍ରେମୀ. ପ୍ରଥମେ ମଧୁବନ ପଡିଆ ଠାରୁ ବିଶାଳ ବାଇକ ରାଲି ରେ ମାନ୍ୟବର […]
Read More Text.