ସଶସ୍ତ୍ର ଡକାୟତି: ମାଡ ମାରି ଲୁଟି ନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି
ବଣାଇ : ସୁନ୍ଦରଗଡ ଜିଲ୍ଲା ବଣାଇ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି । ଚାରିଜଣ ମୁଖା ଧାରି ସଶସ୍ତ୍ର ଡକାୟତ ମାଡ ମାରି ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି । ବଣାଇ ଥାନା ରୁ 500 ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ବ୍ୟବସାୟୀଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କୁରୁଥିବା ପିଲା ଶୋଇଥିଲେ । ରାତ୍ରୀ 12 ଘଟିକା ସମୟରେ ତିନି ଜଣ ଡକାୟତ ପହଞ୍ଚି ତଳେ ଶୋଇଥିବା […]
Read More Text.