ଓଡ଼ିଶାର ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତିର ଆକାର ଗତ ଆର୍ଥିକ ବର୍ଷ ଠାରୁ ୯.୫ ପ୍ରତିଶତ ବୃଦ୍ଧି ପାଇ ୯.୯ଲକ୍ଷ କୋଟି ହେବ ବୋଲି ଆଜି ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ୨୦୨୫-୨୬ରେ ବାସ୍ତବ ଆର୍ଥିକ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରହିବା ନେଇ ଆକଳନ କରାଯାଇଥିବା ବେଳେ ଏହା ଗତବର୍ଷ ଠାରୁ ୭.୨ ପ୍ରତିଶତ ଅଧିକ ବୋଲି କୁହାଯାଇଛି। ରାଜ୍ୟରେ ସରକାରୀ ଓ ବେସରକାରୀ […]

Read More Text.

୩୧ ନୂଆ ଜିଲ୍ଲା ପାଇଁ ପ୍ରସ୍ତାବ

ଭୁବନେଶ୍ବର : ରାଜ୍ୟରେ ଆଉ ୩୧ଟି ନୂଆ ଜିଲ୍ଲା ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି। ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବିଧାନସଭାରେ ବିଧାୟକ ବିଜୟ ଦଳବେହେରାଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏପର୍ଯ୍ୟନ୍ତ ୩୧ଟି ନୂତନ ଜିଲ୍ଲା ଗଠନ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭାଗକୁ ପ୍ରାପ୍ତ ହୋଇଛି। ତେବେ ଏଥିନେଇ […]

Read More Text.

ପ୍ରେସ୍‌ କଲୋନୀରେ ଯୁବକଙ୍କୁ ଗୁଳିମାଡ ଘଟଣା: ମଧୁପାଟଣା ଥାନାରେ ଉତ୍ତେଜନା

କଟକ : କଟକ ପ୍ରେସ୍‌ କଲୋନୀରେ ଯୁବକକୁ ଗୁଳିକାଣ୍ଡ ଘଟଣାରେ ଆଜି ମଧୁପାଟଣା ଥାନାରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକ ଏବଂ ପରିବାର ଥାନାରେ ଥାନା ଅଧିକାରୀ ଙ୍କୁ ଜବାବ ତଲବ କରିବା ସହ ଅପରାଧୀ କୁ କାହିଁକି ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସେପଟେ ଗୁଳିକାଣ୍ଡ କୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ଯେଉଁମାନଙ୍କୁ ପୁଲିସ୍‌ ସନ୍ଦେହରେ ଅଟକ ରଖିଛି, ସେମାନଙ୍କୁ କାହିଁକି କୋର୍ଟ ଚାଲାଣ କରାଯାଇନାହିଁ ବୋଲି […]

Read More Text.

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ବାରିପଦା :  ଓଡ଼ିଶା ସିମାନ୍ତ ଯାମଦା ବ୍ଳକ ଅନ୍ତର୍ଗତ  ଜଟାପାଣି ଗ୍ରାମର ଜନୈକ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଜଟାପାଣି ଗ୍ରାମର ପ୍ରଭାସ ବରାଳ(୩୫) ଆଜି ସକାଳ ୫.୩୦ ଟା ପାଖାପାଖି ରେ ଶୌଚ ପାଇଁ ଗାଁ ମୁଣ୍ଡକୁ ଯାଇଥିଲେ । ଶୌଚ ସମୟରେ  ପାହାଡ଼ପାଖରୁ ହଠାତ୍ ଏକ ଭାଲୁ ଆସି ଆକ୍ରମଣ କରିଥିଲା । ପ୍ରଭାସ ଭୟ ନ କରି ସାହାସ୍ ସହିତ ନିଜ ଜୀବନକୁ ରକ୍ଷା କରିବା ପାଇଁ […]

Read More Text.

ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ ନିମନ୍ତେ “ଭଞ୍ଜସେନା ଠିକାଦାର ଶାଖା” ଗଠିତ

ବାରିପଦା (୧୮/୦୧) :  ମୟୁରଭଞ୍ଜ ଜିଲ୍ଲାର ସମସ୍ତ ବର୍ଗର ଠିକାଦାର ମାନଙ୍କୁ ସମାନ ଅଧିକାର ପ୍ରଦାନ ସହିତ ଠିକାଦାରି କାର୍ଯ୍ୟରେ ଜମିଦାରୀ ପ୍ରଥାକୁ ସଂମ୍ପୂର୍ଣ୍ଣ ଉଚ୍ଛେଦ ନିମନ୍ତେ ଭଞ୍ଜସେନା ର ଆହ୍ଵାନ କ୍ରମେ ଜିଲ୍ଲାରେ ଥିବା ଚାରିଗୋଟି ଉପଖଣ୍ଡର ସବୁ ବର୍ଗର ଠିକାଦାର ମାନଙ୍କୁ ନେଇ “ଭଞ୍ଜସେନା ଠିକାଦାର ଶାଖା” ଗଠନ ହୋଇଅଛି । ଏହି ଅବସରରେ ଆଜି  ବାରିପଦା ଷ୍ଟେସନ ବଜାର ସ୍ଥିତ ବିବାହ ମଣ୍ଡପ ଠାରେ ସଂଗଠନ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଙ୍କର […]

Read More Text.
BJPs Manmohan Samal Slams BJD Congress for ‘Disrupting Odisha Assembly

ଆମ ଦଳର ପ୍ରାର୍ଥୀ କିଏ ହେବେ ? ସଂସଦୀୟ ବୋର୍ଡ ନେବ ନିଷ୍ପତି

ଭୁବନେଶ୍ବର ୧୮।୨: ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କରିଛନ୍ତି ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ତେବେ ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଆମ ଦଳର ପ୍ରାର୍ଥୀ ନେଇ ସଂସଦୀୟ ବୋର୍ଡ ନିଷ୍ପତି ନେବ । ସମ୍ଭାବ୍ୟ ପ୍ରାର୍ଥୀ ବାବଦରେ […]

Read More Text.

କଟକରେ ଗୁଳିମାଡ଼ : ଯୁବକ ମୃତ

କଟକ  : ରାଜ୍ୟର ବାଣିଜ୍ୟ ନଗରୀ କଟକରେ ଏକ ଭୟାବହ ଗୁଳିକାଣ୍ଡ ଘଟଣା ଘଟିଛି। ଏହି ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ଜଣାପଡ଼ିଛି। ଘଟଣାଟି ସହରର ନୂଆପଡ଼ା ପ୍ରେସ କଲୋନୀ ଅଞ୍ଚଳରେ ଘଟିଥିବା ଜଣାଯାଇଛି। ଏହି ଘଟଣା ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।  ଗୁଳିମାଡ଼ରେ ପ୍ରାଣ ହରାଇଥିବା ଯୁବକଙ୍କ ନାଁ ସୌମ୍ୟ ରଞ୍ଜନ ଜେନା, ଓରଫ ରିଙ୍କୁ  । ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ତୁରନ୍ତ ଶ୍ରୀରାମ ଚନ୍ଦ୍ର […]

Read More Text.

ଗୋଟିଏ ରାତ୍ରୀରେ ପାଞ୍ଚ ଜଣଙ୍କ ଘରୁ ଚୋରି ଅଭିଯୋଗ : ତାଲା ଭାଙ୍ଗି ଲୁଟିନେଲେ ଟଙ୍କା ଓ ସୁନା ଗହଣା

ବାରିପଦା :  ଗୋଟିଏ ରାତ୍ରୀରେ ପାଞ୍ଚ ଜଣଙ୍କ ଘରୁ ଲୁଟ ହୋଇଛି ଟଙ୍କା ଓ ସୁନା ଗହଣା । ଏହିଭଳି ଘଟଣା ଘଟିଅଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ମୂଷାମାରୀ ଓ ରାମଚନ୍ଦ୍ରପୁର ଗ୍ରାମରେ । ତେବେ ଏହି ଘଟଣା ଘଟିଅଛି ଥାନା ଠାରୁ ପାଖା ପାଖି ଦେଢ଼ କିଲୋମିଟର ଦୂରରେ । ମୂଷାମାରୀ ଗ୍ରାମର ଖଗେନ୍ଦ୍ର ତରେଇ ଙ୍କ ଘରୁ ଦୁଇ ଲକ୍ଷ ଟଙ୍କାର ସୁନା ଗହଣା ସମେତ ନଅ  ହଜାର ଟଙ୍କା, ଶମ୍ଭୁନାଥ […]

Read More Text.

ଜାତୀୟସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ 

ବାରିପଦା  :  ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନର ୧ମ ମ୍ୟାଚରେ ମହାକାଳ ଦଳ ୫୦ ରନରେ ଦାନୀ ଏକାଦଶ କୁ ପରାସ୍ତ କରିଛି । ମହାକାଳ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭ ଉଇକେଟ ହରାଇ ୧୯୫ ରନ ସଂଗ୍ରହ କରିଥିବା ବେଳେ ଦାନୀ ଏକାଦଶ ୧୨ ଓଭରରେ ୭ […]

Read More Text.

ପାତତାଳେଶ୍ୱର ମନ୍ଦିରରେ ଜାଗର ଉତ୍ସବ ପାଳନ 

ବାରିପଦା  :  ସ୍ଥାନୀୟ ତକତପୁର ସ୍ଥିତ ପାତାଳେଶ୍ୱର ମହାଦେବ ପରିସରରେ ୩୯ ତମ ମହାଶିବରାତ୍ରି ଅବସରରେ ଜାଗର ଉତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ଅଂଚଳ ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ସହସ୍ରାଧିକ ଭକ୍ତ ଜାଗର ଦୀପ ଜାଳି ନିଜ ପରିବାର ପାଇଁ ଶୁଭ ମନାସି ଥିଲେ । ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଦିନବେଳେ ବାବାଙ୍କ ନିକଟରେ ପୂଜା ଅର୍ଚ୍ଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଗଣିତ କଷା, […]

Read More Text.