ବିଶ୍ବବିଦ୍ୟାଳୟରେ ରାଗିଂ, ଡ୍ରଗ୍ସ ନ ନେବାରୁ ଛାତ୍ରଙ୍କୁ ମାଡ଼ !
ପିପିଲି : ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଡ୍ରଗ୍ସ ନେବାକୁ ବାଧ୍ୟ କରିବା ସହ ପାଇଖାନା ଚଟାଣ ଚଟାଇ ମାଡ଼ ମାରିଲେ । ଭୁବନେଶ୍ବର ଉପକଣ୍ଠ ପିପିଲି ବ୍ଲକ ଅଞ୍ଚଳରେ ଥିିବା ବିଶ୍ବବିଦ୍ୟାଳୟରୁ ଅଭିଯୋଗ ହୋଇଛି । ଛାତ୍ରଙ୍କୁ ମାଡ଼ ମାରିବା ସହ ଦୁଇଲକ୍ଷ ଟଙ୍କା ଦେବାକୁ ଧମକ ଦିଆଯାଇଛି । ଏନେଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଛାତ୍ରଙ୍କ ଅଭିଭାବକ । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ଜଣେ ଛାତ୍ର ବିଶ୍ବବିଦ୍ୟାଳୟରେ ପାଠ ପଢନ୍ତି […]
Read More Text.