Flight 3

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଥର ଫ୍ଲାଇଟ ଟିକେଟ କ୍ୟାନସେଲ କଲେ କଟିବନି ଟଙ୍କା । କୌଣସି ଯାତ୍ରୀ ୪୮ ଘଣ୍ଟା ମଧ୍ୟରେ ଟିକେଟ କ୍ୟାନସେଲ କଲେ କିମ୍ବା ଯାତ୍ରା ତାରିଖ ବଦଳାଇଲେ ଲାଗିବନି କୌଣସି ଅତିରିକ୍ତ ଶୁଳ୍କ । ଏନେଇ ନୂଆ ପ୍ରସ୍ତାବ ଦେଇଛି DGCA । ନୂଆ ଗାଇଡଲାଇନ ଆଧାରରେ ରିଫଣ୍ଡ ଟଙ୍କା ଜଲଦି ପୈଠ କରିବାକୁ ମଧ୍ୟ କୁହାଯାଇଛି । ପୂର୍ବରୁ ଟିକେଟ ବୁକିଂ ପରେ ଟ୍ରାଭେଲ ପ୍ଲାନ ବଦଳିଲେ […]

Read More Text.
Barabanki

ବାରବାଙ୍କୀରେ ଟ୍ରକ-କାର ଧକ୍କା, ୬ ମୃତ

ବାରବାଙ୍କୀ : ଉତ୍ତରପ୍ରଦେଶ ବାରବାଙ୍କୀ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଟ୍ରକ ଦ୍ରୁତଗତିରେ ଆସି ଏକ କାରକୁ ଧକ୍କା ଦେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାରେ ୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଖବର ମୁତାବକ, ବାରବାଙ୍କୀର ଦେବା ଥାନା ଅଞ୍ଚଳରେ କୁତଲପୁର କଲ୍ୟାଣୀ ନଦୀ ପୋଲ ନିକଟରେ ହୋଇଛି । ଏଠାରେ ଏକ ଟ୍ରକଦ୍ରୁତଗତିରେ ଆସି ଏକ କାରକୁ ଧକ୍କା ଦେଇଥିଲା । […]

Read More Text.
Anil ambani 1 1068x601

ଅନିଲ ଅମ୍ବାନୀଙ୍କ ବାସଭବନ, କାର୍ଯ୍ୟାଳୟରେ ଚଢଉ, ୩୦୦୦ କୋଟିର ସମ୍ପତ୍ତି ଜବତ

ମୁମ୍ବଇ: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ମାଲିକ ଅନିଲ ଅମ୍ବାନୀଙ୍କ ବାସଭବନ ଏବଂ ବିଭିନ୍ନ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇ ପ୍ରାୟ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ମୁମ୍ବଇର ପାଲିହିଲସ୍ଥିତ ଅନିଲଙ୍କ ବାସଭବନ ସମେତ ଦିଲ୍ଲୀ, ନୋଏଡା, ଗାଜିଆବାଦ, ପୁଣେ, ଥାଣେ, ହାଇଦରାବାଦ, ଚେନ୍ନଇ ଏବଂ ଆନ୍ଧ୍ରର ଇଷ୍ଟ ଗୋଦାବରୀ ଜିଲାରେ ଥିବା କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି। ସୂଚନାଯୋଗ୍ୟ ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ଏବଂ […]

Read More Text.
Cruenck1dchuwhzb740z

ପିଲାଙ୍କ ଦ୍ବାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (PIL)କୁ ସୁପ୍ରିମକୋର୍ଟ (Supreme Court) ଖାରଜ କରିଦେଇଛନ୍ତି। ସୋମବାର ଦିନ ଆବେଦନର ଶୁଣାଣି କରି କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏପରି ନିଷ୍ପତ୍ତି ନୀତିଗତ ମାମଲା, ଯାହା ସରକାରଙ୍କ ଅଧିକାର କ୍ଷେତ୍ର ମଧ୍ୟରେ, ନ୍ୟାୟପାଳିକାର ନୁହେଁ। ଶୁଣାଣି ସମୟରେ, ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ ଆବେଦନକାରୀଙ୍କୁ ପଚାରିଥିଲେ, […]

Read More Text.
Images (1)

ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ: ଟ୍ରମ୍ପ

ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଏଭଳି ଖୁଲାସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। CBS ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଟ୍ରମ୍ପ ଏହି ଦାବି କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ପାକିସ୍ତାନ ପରମାଣୁ ପରୀକ୍ଷଣ କରୁଛି। ଉତ୍ତର କୋରିଆ ଓ ରୁଷ ମଧ୍ୟ ପରମାଣୁ ପରୀକ୍ଷଣ କରୁଛି। ଅନ୍ୟ ଦେଶମାନେ ପରମାଣୁ ପରୀକ୍ଷା କରିବା ପରେ ଆମେରିକା ମଧ୍ୟ ପରୀକ୍ଷଣ ଆରମ୍ଭ କରିଛି। ଟ୍ରମ୍ପ ଏହି ସାକ୍ଷାତକାରରେ କହିଥିଲେ ଯେ ବିଶ୍ୱର ଅନେକ ଦେଶ […]

Read More Text.
Images

ବିରୋଧୀ ମହାମେଣ୍ଟ ୩ଟି ମାଙ୍କଡର ଯୋଡି: ଯୋଗୀ

ପଟନା: ବିହାରର ଦରଭଙ୍ଗାରେ ନିର୍ବାଚନୀ ପ୍ରଚାର କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯୋଗୀ ବିରୋଧୀ ମହାମେଣ୍ଟକୁ ୩ଟି ମାଙ୍କଡର ଯୋଡି ଭାବେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଯଦି NDA ଜିତିବ, ତେବେ ବିହାର ବିଜୟୀ ହେବ। ସେ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳକୁ ପ୍ରଭୁ ଶ୍ରୀରାମଙ୍କ ପ୍ରତି ବିଶ୍ୱାସଘାତକ ବୋଲି କହିଛନ୍ତି। ଯେ ଯେଉଁମାନେ ମାତା ଜାନକୀଙ୍କୁ ବିରୋଧ କରନ୍ତି, ସେମାନେ ମଧ୍ୟ ଆମ ବିରୋଧୀ। […]

Read More Text.
19 090

ମଦ ପାଇଁ ବାପାକୁ ଗୁଳି କରି ନିଜ ଜୀବନ ହାରିଲା ପୁଅ

ବୃନ୍ଦାବନ: ନିଶା କେବଳ ମଣିଷର ଜୀବନ ନିଏନାହିଁ । ନିମିଷକ ମଧ୍ୟରେ ଗୋଟିଏ ପରିବାରକୁ ବରବାଦ କରିଦିଏ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବୃନ୍ଦାବନରେ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାକୁ ହତ୍ୟା କରିଛି। ଅଭିଯୁକ୍ତ ଜଣକ ନରେଶ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ, ନରେଶ ନିଜ ଘରେ ମଦ୍ୟପାନ କରୁଥିଲେ। ଏହା ଦେଖି ତାଙ୍କ ବାପା ଏହାକୁ ବିରୋଧ […]

Read More Text.
Jaipur accident

ବସ ଉପରେ ମାଡ଼ିଗଲା ଡମ୍ପର, ଚାଲିଗଲା ୧୯ ଯାତ୍ରୀଙ୍କ ଜୀବନ

ଜୟପୁର: ରାଜସ୍ଥାନର ଜୟପୁରର ଲୋହାମଣ୍ଡି ରାସ୍ତାରେ ସୋମବାର ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣା ଛାତିକୁ ଥରାଇ ଦେଉଛି। ଏକ ଡମ୍ପର ନିୟନ୍ତ୍ରଣ ହରାଇ ଅନେକ ଗାଡ଼ିକୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲା। ଦୁଃଖର ବିଷୟ ଏହି ଦୁର୍ଘଟଣାରେ ୧୯ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସୂଚନା ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ‘ରାସ୍ତାରେ ଦ୍ରୁତଗତିରେ ଯାଉଥିବା ଡମ୍ପରଟିର ହଠାତ ବ୍ରେକ୍ ଫେଲ୍ ହୋଇଯାଇଥିଲା। […]

Read More Text.
Afghanistan

ଆଫଗାନିସ୍ତାନରେ ଭୂକମ୍ପ, ୨୦ରୁ ଅଧିକ ମୃତ, ୧୫୦ ଆହତ

ଆଫଗାନିସ୍ତାନ : ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୬.୩ ରହିଥିଲା । ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଖୁଲମରୁ ୨୨ କିଲୋମିଟର ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୨୮ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା । ସ୍ବାସ୍ଥ୍ୟ ବିଭାଗର ପ୍ରବକ୍ତା ସମୀମ ଜୋୟନ୍ଦା କହିଛନ୍ତି, ଆଜି ସକାଳ ସମୟରେ ୨୦ ଜଣଙ୍କ ମୃତ୍ୟୁ ଖବର ମିଳିଥିଲା […]

Read More Text.
Icai

ICAI CA ପରୀକ୍ଷା ଫଳ ପ୍ରକାଶିତ, ମୁକୁନ୍ଦ ଅଗ୍ରିୱାଲ ଟପ୍ପର

ନୂଆଦିଲ୍ଲୀ : ଇନିଷ୍ଟିଟ୍ୟୁଟ ଅଫ ଚାର୍ଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆ (ICAI) ତରଫରୁ ପରୀକ୍ଷାଫଳ ଘୋଷଣା ହୋଇଛି । ୩ ନଭେମ୍ବର ସିଏ ସେପ୍ଟେମ୍ବର ୨୦୨୫ ଫାଉଣ୍ଡେସନ, ଇଣ୍ଟିରମିଡିଏଟ ଓ ଫାଇନାଲ ପରୀକ୍ଷା ଫଳାଫଳ ଘୋଷଣା କରିଛି । ଏହି ପରୀକ୍ଷା ଫଳାଫଳ ନିର୍ଦ୍ଧାରିତ ସମୟ ପୂର୍ବରୁ ଘୋଷଣା ହୋଇଛି । ଏମିତି କରନ୍ତୁ ଚେକ୍ : ପରୀକ୍ଷାର୍ଥୀ ଅଧିକାରୀକ ୱେବସାଇଟରେ ସେମାନଙ୍କ ସ୍କୋର କାର୍ଡ ଦେଖି ପାରିବେ । ପରୀକ୍ଷା ଫଳ ଦେଖିବା ପାଇଁ ପରୀକ୍ଷାର୍ଥୀ ତାଙ୍କ […]

Read More Text.