ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସ୍କୁଲରେ ପୁଣି ଥରେ ବୋମା ଧମକ । ଯାହାକୁ ନେଇ ଏବେ ସାଧରଣରେ ହଇଚଇ ସୃଷ୍ଟି ହୋଇଛି । ଲକ୍ଷ୍ମୀ ନଗର, ମୟୂର ବିହାର, ରୋହିଣୀର ସ୍କୁଲଗୁଡ଼ିକୁ ଏହି କଲ୍ ଆସିଥିଲା । କୁହାଯାଉଛି ଯେ ସକାଳେ ବୋମା ଧମକ କଲ୍ ପାଇବା ପରେ ଏହି ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ବିଶୃଙ୍ଖଳା ଦେଖାଦେଇଥିଲା। ତୁରନ୍ତ ଏହି ସୂଚନା ପୋଲିସକୁ ଦିଆଯାଇଥିଲା । ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକର ତଦନ୍ତ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ […]
Read More Text.