ନିୟମ ବଦଳାଇଲା ଡିଜିସିଏ, ସ୍ବାଭାବିକ ହେବ ଇଣ୍ଡିଗୋ ବିମାନ ଚଳାଚଳ !
ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ ଛୁଟି ନିର୍ଦ୍ଦେଶ ପ୍ରତ୍ୟାହାର କରିନେଇଛି । ଏହି ନିର୍ଦ୍ଦେଶ ପରେ ପରିସ୍ଥିତି ଶୀଘ୍ର ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ଇଣ୍ଡିଗୋ ମାମଲାରେ ରାମ ମୋହନ ନାୟଡୁ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସୂଚନା ଦେଇଥିଲେ । ଏହାପରେ ନିୟମକୁ ଫେରାଇ ନିଆଯାଇଛି । ପାଇଲଟ୍ ଅଭାବ ଏବଂ […]
Read More Text.