ଇଡ଼ି ରେଡ୍: ଟ୍ରାଭେଲ ଏଜେଣ୍ଟଠାରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା, ୬ କେଜି ସୁନା ଜବତ
ନୂଆଦିଲ୍ଲୀ : ଇଡିକୁ ବଡ଼ ସଫଳତା । ଦିଲ୍ଲୀର ଟ୍ରାଭେଲ ଏଜେଣ୍ଟ ଠାରୁ ଜବତ ହେଲା ନଗଦ ୪ କୋଟି ୬୨ ଲକ୍ଷ ଟଙ୍କା । ଡଙ୍କି ରୁଟ୍ ଦ୍ବାରା ବେଆଇନ ଟଙ୍କା ଓ ସୁନା ତସ୍କରୀର ଯାଞ୍ଚ ବେଳେ ଇଡିକୁ ଏହି ସଫଳତା ମିଳିଛି । ନଗଦ ଟଙ୍କା ସହ ୩୧୩ କେଜି ରୂପା ଓ ୬ କେଜି ସୁନା ଜବତ କରାଯାଇଛି । ଏଥିସହ ବେଆଇନ କାରବାର ସଂପର୍କରେ ବହୁ ତଥ୍ୟ ବି ଇଡିର ହସ୍ତଗତ […]
Read More Text.