ପାକିସ୍ତାନ ପାଇଁ ଜାସୁସି ଅଭିଯୋଗରେ ୨ ଯୁବକ ଗିରଫ
ହରିୟାଣା : ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଅଲଗା ଅଲଗା ମାମଲାରେ ହରିୟାଣାର ପୋଲିସ ଗିରଫ କରିଛି । ପୋଲିସ ଉଭୟ ମାମଲାର ତଦନ୍ତ କରିବା ସହ ମୋବାଇଲରୁ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି । ସୂଚନାନୁଯାୟୀ, ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ଅମ୍ବାଲା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସେହି ଅଞ୍ଚଳର ବାହୁସେନା ଷ୍ଟେସନ ବିଷୟରେ ସୂଚନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । DSP […]
Read More Text.