Droupadi murmu

VB G RAM G ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଇତିହାସ ପାଲଟିଲା ମନରେଗା ।  VB G RAM G ବିଲକୁ ମିଳିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ ।  ରାଷ୍ଟ୍ରପତିଙ୍କ ଅନୁମୋଦନ ସହ ଆଇନରେ ପରିଣତ ହୋଇଛି VB G RAM G ।  ନୂଆ ଆଇନରେ ଗ୍ରାମୀଣ ପରିବାରକୁ ପ୍ରତିବର୍ଷ ୧୨୫ଦିନ ଶ୍ରମ ଦିବସ ଗ୍ୟାରେଣ୍ଟି ମିଳିବ । ତେବେ ଏଥିରେ କେନ୍ଦ୍ର ଓ ରାଜ୍ୟର ସହଭାଗିତା ୬୦:୪୦ ଅନୁପାତ ରହିବ । ଯଦି ଧାର୍ଯ୍ୟ ବଜେଟ୍ ରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ, […]

Read More Text.

ଗଗନାୟନ ମିଶନ ପାଇଁ ସଫଳ ହେଲା ଇସ୍ରୋର ଡ୍ରୋଗ ପାରାସୁଟ୍ ପରୀକ୍ଷଣ

ନୂଆଦିଲ୍ଲୀ: ମାନବ ମିଶନ ଆଡ଼କୁ ଆଉ ପାଦେ ଅଗ୍ରସର ଭାରତ ।  ସଫଳତାର ସହ ଡ୍ରୋଗ ପାରସୁଟ୍ ଡିପ୍ଳଏମେଣ୍ଟ କ୍ବାଲିଫିକେସନ ଟେଷ୍ଟ କଲା ଇସ୍ରୋ ।  ଗଗନାୟନ କ୍ରିୟୁ ମଡ୍ୟୁଲ ପାଇଁ ଏହି ପରୀକ୍ଷା ।  ସଫଳତାର ସହ ଚଣ୍ଡିଗଡ଼ RTRS କେନ୍ଦ୍ରରେ ପରୀକ୍ଷା କରିଛି ଇସ୍ରୋ । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ ।  ୪ ପ୍ରକାରର ୧୦ଟି ପାରସୁଟ ଏହି ଟେଷ୍ଟରେ ସାମିଲ ହୋଇଥିଲା […]

Read More Text.
Agra

ଭୁଶୁଡିଲା ନିର୍ମାଣାଧୀନ ବେସମେଣ୍ଟ, ଚାପି ହୋଇଛନ୍ତି ଅନେକ ଶ୍ରମିକ !

ଆଗ୍ରା : ତାଜ ନଗରୀ ଆଗ୍ରାର ନମକ ମଣ୍ଡି ଅଞ୍ଚଳରେ ବଡ଼ ଅଘଟଣ । ବେସମେଣ୍ଟ ନିର୍ମାଣ ସମୟରେ କାନ୍ଥ ଧସିଯିବାରୁ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଘଟଣାରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ଏସଡିଏମ ସମେତ ପୋଲିସ ମଧ୍ୟ ପହଞ୍ଚିଛି ।

Read More Text.
Train story

ମହଙ୍ଗା ହେଲା ଟ୍ରେନ୍ ଭଡ଼ା

ନୂଆଦିଲ୍ଲୀ:  ରେଳ ଯାତ୍ରୀଙ୍କ ପକେଟକୁ ଝଟକା । ଦୂର ଯାତ୍ରା ପାଇଁ ମହଙ୍ଗା ହେଲା ରେଳ ଭଡ଼ା ।  ୫୦୦ କିଲୋମିଟିର ପାଇଁ ୧୦ ଟଙ୍କା ବଢ଼ିଲା ଏସି ଟିକେଟ । ଏସି କୋଚ୍ ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।  ସାଧାରଣ କ୍ଲାସରେ ୨୧୫ କିମିରୁ ଅଧିକ କିଲୋମିଟର ପିଛା ୧ ପଇସା ବୃଦ୍ଧି । ସେହିପରି ମେଲ୍/ଏକ୍ସପ୍ରେସ୍ (ନନ୍-ଏସି)ରେ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି ।  ଭଡ଼ା […]

Read More Text.
Noida

ନୋଏଡ଼ାରେ ଘନ କୁହୁଡ଼ି ଓ ବାୟୁ ପ୍ରଦୂଷଣ, ମାସ୍କ ପିନ୍ଧିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର ନୋଏଡ଼ାରେ ଧୀରେ ଧୀରେ ଶୀତ ପ୍ରଭାବ ବୃଦ୍ଧି ପାଉଛି  । ଥଣ୍ଡା ବଢିବା ସହ କୁହୁଡ଼ି ମଧ୍ୟ ବଢିବାରେ ଲାଗିଛି । ବାୟୁ ଗୁଣବତ୍ତାରେ ପରିବର୍ତ୍ତନ ହେବାରୁ ଲୋକଙ୍କ ସମସ୍ୟାର କାରଣ ପାଲଟିଛି । ସକାଳେ ଏବଂ ସନ୍ଧ୍ୟାରେ କୁହୁଡ଼ିର ମାତ୍ରା ଏତେ ପରିମାଣରେ ବଢିଯାଉଛି ଯାହାଫଳରେ ରାସ୍ତା ଦୃଶ୍ୟମାନ ହେବା କଷ୍ଟକର ହୋଇପଡୁଛି । ଘନ କୁହୁଡ଼ି ଯୋଗୁଁ  ଗୌତମ ବୁଦ୍ଧ ନଗର ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । […]

Read More Text.
South africa

ଦକ୍ଷିଣ ଆଫ୍ରିକାରେ ଆଖିବୁଜା ଗୁଳିମାଡ଼, ୧୦ ମୃତ, ୧୦ ଆହତ

ଦକ୍ଷିଣ ଆଫ୍ରିକା : ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ । ଏହି ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାନୁଯାୟୀ, ଦକ୍ଷିଣ ଆଫ୍ରିକାର ବେକର୍ସଡାଲର ଏକ ବାର୍ ନିକଟରେ ଗୁଳିଚାଳନା ହୋଇଥିଲା । ଯାହାର ଆକ୍ରମଣ ନାଗରିକଙ୍କ ଉପରେ ହୋଇଥିଲା । ଏହି ଗୁଳି ଆକ୍ରମଣରେ ୧୦ଜଣଙ୍କର ଜୀବନ ଯାଇଥିଲା । କିନ୍ତୁ ମୃତାହତଙ୍କ ବିଷୟରେ କୌଣସି ସୂଚନା ମିଳିନାହିଁ । […]

Read More Text.
Trump 3

ଘନେଇଲା ଯୁଦ୍ଧ ବାଦଲ, ଆହୁରି କଡ଼ାକଡ଼ି କଟକଣା ଲାଗୁ କଲେ ଟ୍ରମ୍ପ

ଆମେରିକା : ଘନେଇଲା ଯୁଦ୍ଧ ବାଦଲ । ଭେନେଜୁଏଲା ଉପରେ ଆମେରିକାର କଡ଼ା କାର୍ଯ୍ୟାନୁଷ୍ଠାନ । ଆମେରିକା କବଜାରେ ଦୁଇଟି ବଡ଼ ତେଲ ଟାଙ୍କର । ଆମେରିକା ସରକାର ଭେନେଜୁଏଲା ଉପରେ ଲଗାଯାଇଥିବା କଟକଣାକୁ ଆହୁରି କଡ଼ାକଡ଼ି କଲେ । ଯେଉଁଥିରେ ଭେନେଜୁଏଲାରୁ ଅଶୋଧିତ ତେଲ ଚୋରା ଚାଲାଣ ହେଉଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ “ସମ୍ପୂର୍ଣ୍ଣ ଅବରୋଧ” ଘୋଷଣା ପରେ ଏହି ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି । ଏହାରି ମଧ୍ୟରେ ଏମ୍.ଟି ସେଞ୍ଚୁରୀଜ୍’ ଜାହାଜ ଜବତ […]

Read More Text.
Maoist camp 2 e1766330069901 300x249

ଦଇଡ଼ାପାନି ଜଙ୍ଗଲରେ ମାଓ ଶିବିର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ। ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥିବା ନେଇ ସୁରକ୍ଷା ବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସେହି ଆଧାରରେ ସୁରକ୍ଷା ବଳଙ୍କ ପକ୍ଷରୁ ଜଙ୍ଗଲରେ ସର୍ଚ୍ଚ ଅପରେସନ କରାଯାଇଥିଲା। ରବିବାର ଜଙ୍ଗଲ ଭିତରୁ ମାଓବାଦୀ ଶିବିର ଠାବ ହୋଇଥିବାବେଳେ ସେଠାରୁ ବହୁ […]

Read More Text.
Crime

ବୀମା ଟଙ୍କା ପାଇଁ ବାପର ଜୀବନ ନେଇଗଲେ ୨ ପୁଅ

ତାମିଲନାଡୁ: ବୀମା ଟଙ୍କା ପାଇଁ ଷଡ଼ଯନ୍ତ୍ର । ବାପକୁ ଶେଷ କରିଦେଲେ ଦୁଇ ପୁଅ । ୩ କୋଟି ଟଙ୍କା ହାତେଇବା ପାଇଁ ପ୍ଲାନ୍ ଥିଲା । ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ବୀମା ଟଙ୍କା ଲୋଭରେ ରକ୍ତ ସମ୍ପର୍କ ଭୁଲିଗଲେ ପୁଅ । ଯେଉଁ ବାପ କୋଳେଇ କାଖେଇ ବଡ଼ କରିଥିଲା ସେଇ ବାପାକୁ ମାରିଦେଲେ । ହତ୍ୟାକାଣ୍ଡକୁ ଦୁର୍ଘଟଣାର ରୂପ ଦେବା ପାଇଁ ସାପକୁ ନେଇ ବାପ ପାଖରେ ଛାଡ଼ିଥିଲେ । ଏମିତିକି […]

Read More Text.
Chennithala cong

ବିଏମସି ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ, ଖୁବଶୀଘ୍ର ଜାରି ହେବ ଘୋଷଣାପତ୍ର

ମୁମ୍ବଇ: ବ୍ରିହନମୁମ୍ବଇ ମହାନଗର ନିଗମ(ବିଏମସି) ନିର୍ବାଚନରେ ଏକୁଟିଆ ଲଢ଼ିବ କଂଗ୍ରେସ। ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ରମୋ ଚେନ୍ନିଥଲା ଶନିବାର ଏହା ସ୍ପଷ୍ଟ କରିଛନ୍ତି। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବ। ଦଳ ଖୁବଶୀଘ୍ର ନିଜର ଘୋଷଣାପତ୍ର ଜାରି କରିବ। ଚେନ୍ନିଥଲା କହିଛନ୍ତି ଯେ, ବିଏମସିରେ ହୋଇଥିବା ଭ୍ରଷ୍ଟାଚାରକୁ ନେଇ ଏକ ଚାର୍ଜଶିଟ୍‌ ଜନତାଙ୍କ ସମ୍ମୁଖରେ ରଖାଯିବ। ମୁମ୍ବଇର ବିକାଶ ଯେପରି ହେବା ଆବଶ୍ୟକ ସେପରି ହୋଇନାହିଁ। ଏଥିପାଇଁ କିଏ ଦାୟୀ ତାହା ଜନତା ଭଲ […]

Read More Text.