କର୍ଣ୍ଣାଟକରେ ମୁସଲିମ୍ କନ୍ଟ୍ରାକ୍ଟରଙ୍କୁ ୪% ସଂରକ୍ଷଣ, ବିଜେପି କହିଲା- ରାହୁଲ ଗାନ୍ଧୀଙ୍କ ମାନସିକତାର ପ୍ରତିଫଳନ
ନୂଆଦିଲ୍ଲୀ: କର୍ଣ୍ଣାଟକ ଟ୍ରାନ୍ସପରେନ୍ସି ଇନ୍ ପବ୍ଲିକ୍ ପ୍ରକ୍ୟୁରମେଣ୍ଟ (KTPP) ଆକ୍ଟରେ ସଂଶୋଧନକୁ କର୍ଣ୍ଣାଟକ କ୍ୟାବିନେଟ୍ ମଞ୍ଜୁରି ଦେଇଛି । ଏହି ସଂଶୋଧନ ପରେ ଠିକା କାମରେ ମୁସଲ୍ମାନ ଠିକାଦାରଙ୍କୁ ଚାରି ପ୍ରତିଶତ ସଂରକ୍ଷଣ ଦିଆଯିବ । କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଚଳିତ ବିଧାନସଭା ଅଧିବେଶନ ସଂଶୋଧିତ ବିଧେୟକ ଆଗତ କରାଯାଇପାରେ । ଏହା ପୂର୍ବରୁ ମାର୍ଚ୍ଚରେ ସିଦ୍ଦରମୈୟା କହିଥିଲେ ଯେ ସରକାରୀ କାର୍ଯ୍ୟରେ ୪ ପ୍ରତିଶତ ଠିକା ମୁସଲମାନଙ୍କ ପାଇଁ ସଂରକ୍ଷିତ ରଖାଯିବ । ମୁସଲିମ […]
Read More Text.