ଟାର୍ଗେଟ କିଲିଂ ବନ୍ଦ କରିବାକୁ ISISକୁ ଚେତାବନୀ ଦେଲେ ଟ୍ରମ୍ପ
ଆମେରିକା : ଆଇଏସଆଇଏସ ଆତଙ୍କବାଦୀ ଆଡା ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ନାଇଜେରିଆରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ଅତି ଘାତକ ଆକ୍ରମଣ ବୋଲି ଟ୍ରମ୍ପ କହିଛନ୍ତି । ନିରୀହ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଥିବାରୁ ଆମେରିକା ଏହି ଆକ୍ରମଣ କରିଛି । ଟ୍ରମ୍ପ କହିଛନ୍ତି ପୂର୍ବରୁ ଆତଙ୍କବାଦୀଙ୍କୁ ସେ ଚେତାବନୀ ଦେଇଥିଲେ । ଟାର୍ଗେଟ କିଲିଂ ବନ୍ଦ ନକଲେ ଆକ୍ରମଣ ହେବ […]
Read More Text.