Zzxxxx

ଲୋକେ ଏବେ ରାସ୍ତାରେ ପହଁରୁଛନ୍ତି.. ବିଜେପି-ଆପ୍‌ ଟ୍ୱିଟ୍‌ ଯୁଦ୍ଧ

ନୂଆଦିଲ୍ଲୀ : ଦିଲ୍ଲୀରେ ଖୁବ୍‌ ଜୋର୍‌ରେ ବର୍ଷା ହେବା ପରେ ଭିନ୍ନ ଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ଅନେକ ଅଞ୍ଚଳରେ ପାଣି ଭର୍ତ୍ତି ହୋଇ ରହିଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମାତ୍ର ଚଳିତ ଥର ମିଣ୍ଟୋ ବ୍ରିଜ୍‌ ଅଞ୍ଚଳରେ ବର୍ଷା ପାଣି ଜମି ନାହିଁ । ଏହାକୁ ନେଇ ବିଜେପି ଦିଲ୍ଲୀରେ ରେଖାଙ୍କ ସରକାରକୁ ପ୍ରଶଂସା କରିଛି । ବିଜେପି ଆଇଟି ସେଲ୍‌ ପ୍ରମୁଖ ଅମିତ ମାଲବୀୟ ମିଣ୍ଟୋ […]

Read More Text.
Zzww

ବିହାର ବିଧାନସଭାରେ ହଙ୍ଗାମା…ଶାସକ ଓ ବିରୋଧୀ ଦଳର ବିଧାୟକଙ୍କ ଉପରେ ରାଗିଗଲେ ବାଚସ୍ପତି

ନୂଆଦିଲ୍ଲୀ ୨୩/୦୭: ବିହାର ବିଧାନସଭାରେ ହଙ୍ଗାମା । ‘ବାପା’ ଶବ୍ଦକୁ ନେଇ ଜୋରଦାର ହଟ୍ଟଗୋଳ । ସ୍ଥିତି ଏମିତି ହେଲା ଯେ, ରାଗିଯାଇଥିଲେ ବାଚସ୍ପତି ନନ୍ଦ କିଶୋର ଯାଦବ । ଏମିତିକି ଶାସକ ଓ ବିରୋଧୀଙ୍କ ଭଡକିଥିଲେ । ଛାଡି ଚାଲିଯାଇଥିଲେ ଗୃହ । କହିବାକୁ ଗଲେ ଗୃହରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ କଥା କଟାକଟି ଚାଲିଥିଲା । ଉଭୟ ପରସ୍ପରକୁ ପ୍ରଶ୍ନ କରିବାରେ ଲାଗିଥିଲେ । […]

Read More Text.
India's richest and poorest states (1) (1)

ଗୋଆ ଦେଶର ସବୁଠୁ ଧନୀ ରାଜ୍ୟ, ବିହାର ସବୁଠୁ ଗରିବ

ନୂଆଦିଲ୍ଲୀ ୨୩।୭: ଭାରତର ଅର୍ଥ ବ୍ୟବସ୍ଥା ଲଗାତାର ଆଗକୁ ବଢିବାରେ ଲାଗିଛି, ହେଲେ ସବୁ ରାଜ୍ୟଙ୍କ ବିକାଶ ହାର ଏକା ଭଳି ନୁହେଁ। କେନ୍ଦ୍ର ଅର୍ଥମନ୍ତ୍ରାଳୟ ଲୋକସଭାରେ ଯେଉଁ ତାଜା ରିପୋର୍ଟ ଉପସ୍ଥାପନ କରିଛି ସେଥିରେ ଗୋଆକୁ ଦେଶର ସବୁଠୁ ଧନୀ ରାଜ୍ୟ ବୋଲି ଦର୍ଶାଯାଇଛି, ଏହି ରିପୋର୍ଟ ଅନୁସାରେ ବିହାର ସବୁଠୁ ଗରିବ ରାଜ୍ୟ ବୋଲି ଜଣାପଡିଛି। ଏହି ତଥ୍ୟ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଦ୍ୱାରା ଜାରି ୨୦୨୩-୨୪ ଜିଡିପି ଅନୁମାନ ଉପରେ ଆଧାରିତ। ରିପୋର୍ଟ […]

Read More Text.
2 171 1753276394947

ସଂସଦରେ ଉପସ୍ଥାପିତ ହେଲା ନ୍ୟାସନାଲ ସ୍ପୋର୍ଟସ୍ ଗଭର୍ଣ୍ଣାନ୍ସ ବିଲ୍, ଆଇନ ପରିସରଭୁକ୍ତ ହେବ BCCI

ନୂଆଦିଲ୍ଲୀ ୨୩।୭: କେନ୍ଦ୍ର କ୍ରିଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ବୁଧବାର ଲୋକସଭାରେ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନ୍ସ ବିଲ୍-୨୦୨୫ ଉପସ୍ଥାପନ କରିଛନ୍ତି। ଏହି ବିଧେୟକ ଭାରତୀୟ କ୍ରିଡାରେ ପାରଦର୍ଶିତା, ଉତ୍ତରଦାୟୀ ଓ ଉନ୍ନତ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହି ବିଧେୟକ ଅନୁସାରେ ଏକ ଜାତୀୟ ଖେଳ ବୋର୍ଡ (ଏନଏସବି) ଗଠିତ ହେବ, ଯାହା ପାଖରେ ରାଷ୍ଟ୍ରୀୟ ଖେଳ ମହାସଂଘ(ଏନଏସଏଫଏସ) ରହିବ ଯେଉଁଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ରହିଛି,ଯାହା ଲାଗି ନିୟମ କରିବା […]

Read More Text.

ଘରୋଇ ହିଂସା ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ମାମଲା ରୁଜୁ ହେବାର ୨ ମାସ ଯାଏଁ ହେବନି ଗିରଫଦାରୀ

ନୂଆଦିଲ୍ଲୀ: ଘରୋଇ ହିଂସା ସହ ଜଡ଼ିତ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏହା ସହ ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇ ବର୍ଷ ପୁରୁଣା ମାର୍ଗଦର୍ଶିକାକୁ ବଜାୟ ରଖି କହିଛନ୍ତି, ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮(ଏ) ଅଧିନରେ ରୁଜୁ ମାମଲାରେ ପୋଲିସ ଅଭିଯୁକ୍ତକୁ ଦୁଇ ମାସ ଯାଏଁ ଗିରଫ କରିବ ନାହିଁ । ସର୍ବୋଚ୍ଚ ଅଦାଲତ ଏହା ବି କହିଛନ୍ତି ଯେ ଯେତେବେଳେ କୌଣସି ମହିଳା ନିଜ ଶଶୁର ଘର ଲୋକଙ୍କ ବିରୋଧରେ ୪୯୮(ଏ) […]

Read More Text.
Images

ଏବେ ତୁମେ ଛୋଟ ପିଲା, କିଛି ଜାଣିନ; ତେଜସ୍ବୀଙ୍କ ଉପରେ ବର୍ଷିଲେ ନୀତିଶ

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲେ। ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। […]

Read More Text.
Hsfgdsahj 2025 07 23 07 33 39

ଯଥାଶୀଘ୍ର ହେବ ଉପରାଷ୍ଟ୍ରପତି ନିର୍ବାଚନ: ଜାଣନ୍ତୁ ସାମ୍ବିଧାନିକ ପ୍ରକ୍ରିୟା

ନୂଆଦିଲ୍ଲୀ: ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ତାଙ୍କ ଉତ୍ତରାଧିକାରୀ ଚୟନ ପାଇଁ ଯଥାଶୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ। ଭାରତୀୟ ସମ୍ବିଧାନର ଧାରା ୬୮(୨) ଅନୁଯାୟୀ, ଯଦି ଉପରାଷ୍ଟ୍ରପତିଙ୍କର ମୃତ୍ୟୁ, ଇସ୍ତଫା, ପଦଚ୍ୟୁତି କିମ୍ବା ଅନ୍ୟ କୌଣସି କାରଣରୁ ପଦବୀ ଖାଲି ହୁଏ, ତେବେ ଏହି ପଦ ପୂରଣ ପାଇଁ ଶୀଘ୍ର ନିର୍ବାଚନ କରାଯିବା ଆବଶ୍ୟକ। ଏହି ପଦ ପାଇଁ ନିର୍ବାଚିତ ହୋଇଥିବା ବ୍ୟକ୍ତି ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପୂରା ପାଞ୍ଚ ବର୍ଷ ପାଇଁ […]

Read More Text.
Dha

ବାଂଲାଦେଶକୁ ଚିକିତ୍ସା ସହାୟତା ପଠାଇବ ଭାରତ: ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଦଳ ଢାକା ଯିବେ

ଢାକା: ଢାକା ବିମାନ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ଭାରତର ବିଶେଷଜ୍ଞ ଡାକ୍ତର ଏବଂ ନର୍ସଙ୍କ ଏକ ଦଳ ବାଂଲାଦେଶ ଯିବେ। ଏହି ବର୍ଣ୍ଣ ବିଶେଷଜ୍ଞ ଦଳ ଦୁର୍ଘଟଣାରେ ଜଳିପୋଡ଼ି ଆହତ ହୋଇଥିବା ପୀଡିତଙ୍କ ଚିକିତ୍ସା କରିବେ। ଡାକ୍ତରଙ୍କ ଦଳ ରୋଗୀଙ୍କ ଅବସ୍ଥା ମୂଲ୍ୟାଙ୍କନ କରିବେ ଏବଂ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ପରାମର୍ଶ ଦେବେ। ଆବଶ୍ୟକ ହେଲେ, ସେମାନଙ୍କୁ ଭାରତ ଅଣାଯାଇ ଚିକିତ୍ସା କରାଯିବ। ଚିକିତ୍ସା ଏବଂ ପ୍ରାରମ୍ଭିକ ମୂଲ୍ୟାଙ୍କନ ପରେ, ଅତିରିକ୍ତ ଡାକ୍ତରୀ ଦଳ […]

Read More Text.
Prime minister of india narendra modi and president of china xi jinping before the beginning of the 2017 brics leaders meeting

ଆସନ୍ତାକାଲିଠୁ ଚୀନ୍ ପାଇଁ ଭାରତ ଆରମ୍ଭ କରିବ ପର୍ଯ୍ୟଟନ ଭିସା

ନୂଆଦିଲ୍ଲୀ: ଏବେ ଭାରତ ଭ୍ରମଣରେ ଆସିପାରିବେ ଚୀନ୍ ନାଗରିକ। ଦୀର୍ଘ ପାଞ୍ଚ ବର୍ଷ ପରେ ଭାରତ ସରକାର, ଚୀନ୍ ନାଗରିକଙ୍କୁ ପର୍ଯ୍ୟଟନ ଭିସା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ପ୍ରକ୍ରିୟା ୨୪ ଜୁଲାଇ, ୨୦୨୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ପୁନଃ ଆରମ୍ଭ ହେବ। ବେଜିଂରେ ଥିବା ଭାରତୀୟ ଦୂତାବାସ ବୁଧବାର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୦୨୦ରେ କୋଭିଡ୍ -୧୯ ମହାମାରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଭାରତ ସମସ୍ତ ପର୍ଯ୍ୟଟନ […]

Read More Text.
Lok

ବିରୋଧୀଙ୍କ ହଟ୍ଟଗୋଳ, ଦ୍ୱିତୀୟ ଦିନ ପାଇଁ ଲୋକସଭା ମୁଲତବୀ

ବିରୋଧୀ ଦଳଗୁଡିକ ଦ୍ୱାରା ଲଗାତାର ବାଧା ସୃଷ୍ଟି ହେବା ପରେ ଆଜି ଲୋକସଭାରେ କୌଣସି କାର୍ଯ୍ୟ ସମ୍ଭବ ହୋଇ ପାରିନାହିଁ। ଫଳରେ ଆଜି ଦ୍ୱିତୀୟ ଦିନ ପାଇଁ ଲୋକସଭାକୁ ମୁଲତବୀ ରଖାଯାଇଛି। ମଙ୍ଗଳବାର ଅପରାହ୍ନ ୨ଟାରେ ଗୃହ ପୁନର୍ବାର ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ଗୃହରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆନ୍ଦୋଳନରତ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯିବା ଏବଂ ଗୃହକୁ କାର୍ଯ୍ୟ କରିବାକୁ ଦେବାକୁ […]

Read More Text.