Maxresdefault 750x430

ଚୀନ ଠାରୁ ଜେ-୩୫ ଯୁଦ୍ଧବିମାନ କିଣିବନି ପାକିସ୍ତାନ

ଇସଲାମାବାଦ : ଚୀନ ଠାରୁ ପାକିସ୍ତାନ ଜେ-୩୫ ଯୁଦ୍ଧବିମାନ କିଣିବା ନେଇ ହେଉଥିବା ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ୍ ଖଣ୍ଡନ କରିଛନ୍ତି। ଚୀନ ଏହାର ୫ମ ଜେନେରେସନ ଯୁଦ୍ଧବିମାନ ଜେ-୩୫କୁ କମ୍ ଦାମରେ ପାକିସ୍ତାନକୁ ବିକ୍ରି କରିବା ପୂର୍ବକ ଇସଲାମାବାଦର ବାୟୁସେନାକୁ ମଜଭୁତ୍ କରିବ ​‌େ​‌ବାଲି କହିଛି। ଚୀନର ଏପରି ଘୋଷଣା ପରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ଚାଲିଛି। ମାତ୍ର ଏପରି ଚର୍ଚ୍ଚାକୁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଆସିଫ୍ ଖଣ୍ଡନ କରିଛନ୍ତି। ଆସିଫ୍ କହିଛନ୍ତି […]

Read More Text.
Vvvv 750x430

ଦିଲ୍ଲୀ ବିଶ୍ବର ୯ମ ବ୍ୟସ୍ତ ବହୁଳ ବିମାନ ବନ୍ଦର

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ବିଶ୍ବର ୯ମ ବ୍ୟସ୍ତବହୁଳ ବିମାନ ବନ୍ଦରଭାବେ ମାନ୍ୟତାଲାଭ କରିଛି। ଏୟାରପୋର୍ଟ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ବିଶ୍ବର ୨୦ଟି ବିମାନ ବନ୍ଦରକୁ ସର୍ଭେରେ ସାମିଲ କରାଯାଇଥିଲା। ଗତବର୍ଷ ୭,୭୮,୨୦,୮୩୪ ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦର ଦେଇ ଯାତାୟାତ କରିଛନ୍ତି। ୨୦୨୪ରେ ଏହି ବିମାନ ବନ୍ଦରରେ ୪,୭୭,୫୦୯ ଥର ବିମାନର ଉଡାଣ ଓ ଅବତରଣ ହୋଇଥିଲା। ୨୦୨୩ରେ ଦିଲ୍ଲୀ ତାଲିକାର ୧୦ମ ସ୍ଥାନରେ ଥିବାବେଳେ ୨୦୨୪ରେ ଏହା […]

Read More Text.
Guj

ନଦୀ ଉପରେ ୨ ଫାଳ ହେଲା ପୋଲ, ୯ ମୃତ

ଗୁଜରାଟ : ଗୁଜରାଟରେ ବୁଧବାର ଏକ ବଡ ଅଘଟଣ ଘଟିଛି । ବଦୋଦରାରେ ଏକ ପୋଲ ହଠାତ୍‌ ଦୁଇ ଫାଳ ହୋଇ ଏକାଧିକ ଗାଡି ନଦୀକୁ ଖସି ପଡିବାରୁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ବଦୋଦରା ଓ ଆନନ୍ଦକୁ ଯୋଡୁଥିବା ମହୀସାଗରନଦୀରେ ତିଆରି ହୋଇଥିବା ପୋଲ ଖସି ପଡିଛି । ଖବର ପାଇବା ମାତ୍ରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସହ ଉଦ୍ଧାରକାର୍ଯ୍ୟ ଜାରି ରହିଛି […]

Read More Text.
Dog save life

ମାଡି ଆସିଲା ବନ୍ୟା ପାଣି ; କୁକୁର ପାଇଁ ବଞ୍ଚିଲା ୬୭ ଜୀବନ

ନୂଆଦିଲ୍ଲୀ :କୁକୁର ପାଇଁ ବଞ୍ଚିଲା ୬୭ ଜଣଙ୍କ ଜୀବନ। ହିମାଚଳ ପ୍ରଦେଶ ମଣ୍ଡି ଅଂଚଳରେ ଜାରି ରହିଛି ବର୍ଷାର ତାଣ୍ଡବ । ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଲୋକଙ୍କ ପାଇଁ ପାଲଟିଛି ମୁଖ୍ୟ ସମସ୍ୟା । ଗତ ୧୫ ଦିନରେ ଏକାଧିକ ଥର ବାଦଲ ଫଟା ବର୍ଷା, ବନ୍ୟା ଓ ପାହାଡ଼ରୁ ମାଟି ଅତଡ଼ା ଧସିବା ଦ୍ବାରା ଏହି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ମଧ୍ୟରେ କୁକୁର ପାଇଁ ବଞ୍ଚି ଯାଇଛି ଅନେକ […]

Read More Text.
Kapil mishra 1740031586262 1740031586601

କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ବନ୍ଦ୍‌ ହେବ ମାଂସ ଦୋକାନ

ନୂଆଦିଲ୍ଳୀ: କାଉଡ଼ିଆ ଯାତ୍ରାକୁ ନେଇ ନୂଆ ନିୟମ ଲାଗୁ କଲା ଦିଲ୍ଲୀ ପ୍ରଶାସନ। ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ରା କହିଛନ୍ତି। ତେବେ ସେ ଏହା ସ୍ପଷ୍ଟ କରିନାହାନ୍ତି ‌ଯେ ଏହି ନିଷେଧ କେବଳ ତୀର୍ଥ ଯାତ୍ରା ବାଟରେ ପଡୁଥିବା ମାଂସ ଦୋକାନଗୁଡ଼ିକ ପାଇଁ ପ୍ରଯୁଜ୍ୟ କି […]

Read More Text.
New project 2025 07 08 13 42 27

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉଲାଲ ବୈଷ୍ଣବ ମଙ୍ଗଳବାର (ଜୁଲାଇ ୦୮, ୨୦୨୫) ସକାଳେ ଏମ୍ସ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ତାଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଯୋଧପୁର ଏମ୍ସ ଆଜି ଏକ ମେଡିକାଲ ବୁଲେଟିନ୍ ଜାରି କରି କହିଛି ଯେ ସେ ସକାଳ ୧୧:୫୨ […]

Read More Text.
Thequint 2022 07 f3c6b406 6709 4f13 9d58 ef60da0fadbe img 2482

ପଞ୍ଜାବ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ପାଇବେ ସୁବିଧା

ନୂଆଦିଲ୍ଲୀ : ପଞ୍ଜାବବାସୀଙ୍କ ପାଇଁ ଏକ ବଡ ଖୁସି ଖବର । ପଞ୍ଜାବର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବାର୍ଷିକ କ୍ୟାସ୍‌ଲେସ୍‌ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ । ଏହାସହ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ ପ୍ରତ୍ୟେକ ପରିବାରକୁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ମିଳିବ । ଏହି ଯୋଜନାର ଘୋଷଣା ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ଓ ଆପ୍‌ ସଂଯୋଜକ ଅରବିନ୍ଦ କେଜ୍ରିୱାଲ୍‌ କରିଛନ୍ତି । ଏହି ଯୋଜନା ଅନୁଯାୟୀ […]

Read More Text.
Hq720

୯ ଜୁଲାଇରେ ଧର୍ମଘଟ କରିବେ ୨୫ କୋଟି କର୍ମଚାରୀ

ନୂଆଦିଲ୍ଲୀ,୮।୭: ବୁଧବାର ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ ମଞ୍ଚ ଏହାକୁ ‘ଭାରତ ବନ୍ଦ’ ନାମ ଦେଇଛି। ୟୁନିଅନଗୁଡ଼ିକ କହିଛନ୍ତି ଯେ ସରକାର ଶ୍ରମିକଙ୍କ ଦାବିକୁ ଅଣଦେଖା କରିଛନ୍ତି ଏବଂ କର୍ପୋରେଟ ସ୍ବାର୍ଥକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଧର୍ମଘଟର ପ୍ରସ୍ତୁତି ମାସ ମାସ ଧରି […]

Read More Text.
Nitish 300x169

ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା ମହିଳାମାନଙ୍କ ପାଇଁ ରାଜ୍ୟ ସରକାରୀ ଚାକିରିର ସମସ୍ତ ଶ୍ରେଣୀ, ସ୍ତର ଓ ପ୍ରକାରର ପଦବୀରେ ୩୫ ପ୍ରତିଶତ ସଂରକ୍ଷଣ କରାଯିବ। ନୀତୀଶ କୁମାର କହିଛନ୍ତି, “ବିହାରର ମୂଳ ବାସିନ୍ଦା ଥିବା ମହିଳା ପ୍ରାର୍ଥୀମାନଙ୍କ ପାଇଁ […]

Read More Text.
Air india 750x430

ବୋଇଂ 787-8 ଡ୍ରିମଲାଇନର ସବୁଠାରୁ ସୁରକ୍ଷିତ ବିମାନ ମଧ୍ୟରୁ ଗୋଟିଏ – ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୮।୭: ଅହମ୍ମଦାବାଦ ବିମାନ ଦୁର୍ଘଟଣା ସମ୍ପର୍କରେ ସଂସଦର ପବ୍ଲିକ ଆକାଉଣ୍ଟ୍ସ କମିଟି (PAC) ନିକଟରେ ଏୟାର ଇଣ୍ଡିଆ ତାର ଉତ୍ତର ଦାଖଲ କରିଛି। କମ୍ପାନୀ ବୋଇଂ 787-8 ଡ୍ରିମଲାଇନରକୁ ସମର୍ଥନ କରି କହିଛି ଯେ ଏହା ସବୁଠାରୁ ସୁରକ୍ଷିତ ବିମାନ ମଧ୍ୟରୁ ଗୋଟିଏ। ଏକ ସଂସଦୀୟ କମିଟି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ବିମାନ କମ୍ପାନୀ ଏବଂ ବିମାନବନ୍ଦର ଅଧିକାରୀଙ୍କ ସହିତ ଆଲୋଚନା କରିଥିଲା। ଏହି ସମୟରେ ଅନେକ ଏମପି ଏୟାର ଇଣ୍ଡିଆ ବିମାନ […]

Read More Text.