ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପରିଷଦ ଗୁଡିକୁ ସୁଦୃଢ଼ କରିବ ନୀତି ଆୟୋଗ ରୋଡମ୍ୟାପ୍
ନୀତି ଆୟୋଗ ଆଜି ନୂଆଦିଲ୍ଲୀରେ ରାଜ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦକୁ ସୁଦୃଢ଼ କରିବା ପାଇଁ ଏକ ରୋଡମ୍ୟାପ୍ ଆରମ୍ଭ କରିଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ, ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ଏବଂ ନୀତି ଆୟୋଗ ସଦସ୍ୟ ଡକ୍ଟର ଭି କେ ସାରସ୍ୱତଙ୍କ ସହିତ ଏହାକୁ ଆରମ୍ଭ କରିଛନ୍ତି। ଆୟୋଗ ଅନୁଯାୟୀ, ଏହି ରୋଡମ୍ୟାପ୍ ସାରା ଭାରତରେ ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ପରିଷଦର ଭୂମିକା ଏବଂ କାର୍ଯ୍ୟକାରିତାକୁ ସୁଦୃଢ଼ […]
Read More Text.