ଲୋକାଲ ଟ୍ରେନରେ ଅଗ୍ନିକାଣ୍ଡ, ରେଳ ସେବା ପ୍ରଭାବିତ
ମହାରାଷ୍ଟ୍ର : ମୁମ୍ବାଇର ଗୋଟିଏ ଲୋକାଲ ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାଟି ଗତକାଲି ରାତି ପ୍ରାୟ ୮.୩୦ଟା ସମୟରେ କୁର୍ଲା ଏବଂ ବିଦ୍ୟାବିହାର ଷ୍ଟେସନରେ ଘଟିଥିବା ଜଣାପଡିଛି । କିନ୍ତୁ ସୌଭାଗ୍ୟବସତଃ ଏହି ଅଗ୍ନିକାଣ୍ଡରେ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ହୋଇନାହିଁ । ସୂଚନାନୁଯାୟୀ, କୁର୍ଲା ଏବଂ ବିଦ୍ୟାବିହାର ରେଳ ଷ୍ଟେସନ ମଧ୍ୟରେ ଅଳିଆ ବୋଝେଇ ଏକ ଲୋକାଲ୍ ଟ୍ରେନର ଦ୍ୱିତୀୟ କୋଚରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ପରେ କେନ୍ଦ୍ରୀୟ […]
Read More Text.