Air india express

ଶୌଚାଳୟ ଖୋଜି ଖୋଜି ପାଇଲଟ କକପିଟ୍ ଖୋଲିଦେଲେ ଯାତ୍ରୀ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 1086 ରେ ଜଣେ ଯାତ୍ରୀ କକପିଟ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିବା ନେଇ ସମସ୍ତ ଯାତ୍ରୀ ଏବଂ କ୍ରୁ ମେମ୍ବର ଭୟଭୀତ ହୋଇଯାଇଥିଲେ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ଯାତ୍ରୀ ଜଣକ ଠିକ୍ ପାସକୋଡ ମଧ୍ୟ ଦେଇଥିଲେ, ଯାହାଫଳରେ ପାଇଲଟଙ୍କ ପାଖକୁ ସହଜରେ ଯାଇହୋଇପାରିଥାନ୍ତା, କିନ୍ତୁ ହାଇଜ୍ୟାକ ଭୟରେ କକ୍ ପିଟ୍ ଦ୍ବାର ଖୋଲିନଥିଲେ ପାଇଲଟ । ଖବର ମୁତାବକ, ଯାତ୍ରୀଙ୍କ ନିଜ […]

Read More Text.
Pakistan airstike

ନିଜ ଦେଶବାସୀଙ୍କ ଉପରେ ଏୟାରଷ୍ଟ୍ରାଇକ କଲା ପାକିସ୍ତାନ, ୩୦ ମୃତ

ପାକିସ୍ତାନ : ନିଜ ଦେଶରେ ଏୟାରଷ୍ଟ୍ରାଇକ୍ କଲା ପାକିସ୍ତାନ ବାୟୁସେନା । ପାକିସ୍ତାନୀ ସେନା ନିଜ ନାଗରିକଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିବାରୁ ଶିଶୁ ଏବଂ ମହିଳା ସମେତ ୩୦ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ପାକିସ୍ତାନୀ ବାୟୁସେନା ଭୋର ପ୍ରାୟ ୨ଟା ସମୟରେ ଖୈବର ପଖତୁନଖ୍ୱା ପ୍ରଦେଶର ତିରାହ ଉପତ୍ୟକାର ମତ୍ରେ ଦାରା ଗାଁରେ ଜେଏଫ୍-୧୭ ଲଢ଼ୁଆ ବିମାନରୁ ଅତି କମରେ ୮ଟି ଏଲଏସ-୬ ବୋମା ପକାଇଥିଲା । ଯେଉଁଥିରେ ୩୦ରୁ ଅଧିକ ନିରୀହ […]

Read More Text.
Pm in arunachal praesh

ଇଟାନଗରରେ ୫୧୨୫ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କଲେ ମୋଦି

ଅରୁଣାଚଳ ପ୍ରଦେଶ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ସିଓମ ଉପ-ବେସିନରେ ବିକଶିତ ହେବାକୁ ଥିବା ହିଓ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ଟାଟୋ-୧ ଜଳବିଦ୍ୟୁତ ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି । ପ୍ରଧାନମନ୍ତ୍ରୀ ମୋଦି ତାୱାଙ୍ଗଠାରେ ୧୨୯୦କୋଟି ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ଏବଂ […]

Read More Text.
Ship fire

ପୋରବନ୍ଦରରେ ସମୁଦ୍ର ଭିତରେ ଜଳିଗଲା ଜାହାଜ

ଗୁଜରାଟ : ସମୁଦ୍ର ମଝିରେ ଭୟଙ୍କର ନିଆଁ । ସମୁଦ୍ର ମଝିରେ ଥିବା ଜାହାଜ ହୁତୁହୁତୁ ହୋଇ ଜଳୁଛି । ଗୁଜରାଟ ପୋରବନ୍ଦରରେ ସମୁଦ୍ର ଭିତରେ ଜାହାଜରେ ଲାଗିଲା ନିଆଁ । ସୁଭାଷନଗର ଜେଟିରେ କାର୍ଗୋ ସିପରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତିନୋଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା । ଜାମନଗର ସ୍ଥିତ HRM & Sons ର ଏହି ଡଙ୍ଗାରେ ଚାଉଳ ଏବଂ ଚିନି ବୋଝେଇ କରାଯାଇଥିଲା, ଯେଉଁଥିରେ ନିଆଁ […]

Read More Text.
Accident 1

ଖାଇବା ଆଣିବାକୁ ଯାଉଥିଲାବେଳେ ଦୁର୍ଘଟଣାରେ ଚାଲିଗଲା ୩ ଛାତ୍ରଙ୍କ ଜୀବନ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଗ୍ରେଟର ନୋଏଡା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଘଟଣ ପାଣି ଟ୍ୟାଙ୍କର ଏବଂ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଘଟିଛି । ସୂଚନାନୁଯାୟୀ, ରବିବାର ରାତି ସମୟରେ ବିଟା-୨ ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେର ଚୁହରପୁର ଅଣ୍ଡରପାସ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ୩ ଜଣ ଛାତ୍ର ଖାଦ୍ୟ ଆଣିବା ପାଇଁ […]

Read More Text.
Rajnath singh 1

ପିଓକେ ଉପରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ; ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଇ ଦିନିଆ ମରକ୍କୋ ଗସ୍ତରେ ଅଛନ୍ତି । ଏହି ଗସ୍ତକୁ ଭାରତ ଏବଂ ମରକ୍କୋ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ତାଙ୍କ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବେ ଏବଂ ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗ ସହିତ ଜଡିତ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ଏହା ପୂର୍ବରୁ ରାଜନାଥ ସିଂହ ଭାରତୀୟ […]

Read More Text.
Palestine

ପାଲେଷ୍ଟାଇନକୁ ମିଳିଲା ସ୍ବାଧୀନ ରାଷ୍ଟ୍ରର ମାନ୍ୟତା, ଘୋଷଣାପତ୍ର ଜାରି କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ପାଲେଷ୍ଟାଇନକୁ  ମିଳିଲା ସ୍ବାଧୀନ ରାଷ୍ଟ୍ରର ମାନ୍ୟତା । ଅଷ୍ଟେଲିଆ, ବ୍ରିଟେନ୍ ଓ  କାନାଡା ମିଳିତ ଭାବେ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରିଛନ୍ତି । ଏନେଇ ଏକ ଘୋଷଣାପତ୍ର ଜାରି  କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିସ୍ । ସୂଚନାନୁଯାୟୀ, ଗତ କାଲିଠାରୁ ଅର୍ଥାତ ରବିବାରରୁ ପାଲେଷ୍ଟାଇନକୁ ସ୍ବାଧୀନ ରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରାଯାଇଛି ।  ଆମେରିକା ଏବଂ ଇସ୍ରାଏଲର କଡ଼ା ବିରୋଧ ସତ୍ତ୍ୱେ ଏହି ପଦକ୍ଷେପ ନିଆଯାଇଛି ।  ପାଲେଷ୍ଟାଇନ  ଲୋକଙ୍କ […]

Read More Text.
Pm modi 5

ଆସନ୍ତାକାଲିଠୁ ଦେଶରେ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ

ନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ ଦିଗରେ ଏକ ପଦକ୍ଷେପ । ମୋଦି କହିଛନ୍ତି, “ଆସନ୍ତାକାଲିରୁ ଶକ୍ତି ଉପାସନାର ପର୍ବ ନବରାତ୍ରୀ ଆରମ୍ଭ ହେଉଛି । ଏହି ଅବସରରେ ଦେଶବାସୀଙ୍କୁ ଶୁଭକାମନା । ନବରାତ୍ରୀର ପ୍ରଥମ ଦିନରେ, ଦେଶ ଏକ ଆତ୍ମନିର୍ଭରଶୀଳ […]

Read More Text.
Images

ଭୂମିକମ୍ପ ଝଟକାରେ ଦୋହଲିଲା ବାଂଲାଦେଶ

ବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୦ ରହିଛି । ତେବେ ମିଆଁମାରରେ ୭.୭ ତୀବ୍ରତା ଭୂମିକମ୍ପ ଆସିବା ପରେ ଢାକା ଏବଂ ଚଟଗାଁ ସହିତ ବାଂଲାଦେଶର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଛି । ତେବେ ଏଯାଏଁ କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ । ଆଜି ଅପରାହ୍ନ ୧୨.୨୫ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର କେନ୍ଦ୍ର ବାଂଲାଦେଶ ସୀମା ପାଖରେ ମିଆଁମାର ମାଣ୍ଡଲେରେ […]

Read More Text.
Trump 7

ପୁଣି ଆଫଗାନିସ୍ତାରେ ପଶିବ ଆମେରିକା ସେନା, ଏୟାରବେସ୍ ଫେରାଇବାକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା : ଆଫଗାନିସ୍ତାରେ ପୁଣି ପଶିବ ଆମେରିକା ସେନା । ଆଫାଗାନିସ୍ତାନକୁ ବଗରାମ ଏୟାରବେସ୍ ମାଗିଲା ଆମେରିକା । ଟ୍ରମ୍ପ କହିଛନ୍ତି ଯେ, ବଗରାମ ଏୟାର ବେସ୍ ପୁଣି ଥରେ ଫେରି ପାଇବାକୁ ଚାହୁଁଛି ୱାସିଂଟନ୍ । ଖୁବ ଶୀଘ୍ର ଆମେରିକାକୁ ଏହା ମିଳିବା ଆବଶ୍ୟକ । ଯଦି ସେମାନେ ତୁରନ୍ତ ନଦିଅନ୍ତି, ତେବେ ପରିଣାମ ଭୋଗିବାକୁ ହେବ । ପରିଣାମ ଖରାପ ହେବ ବୋଲି ଚେତାବନୀ ଶୁଣାଇଛନ୍ତି ଟ୍ରମ୍ପ । ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରୁ ୬୪ […]

Read More Text.