Pulsur

ଜିଏସଟି ପ୍ରଭାବ ; ଏହି ଲୋକପ୍ରିୟ ବାଇକ୍‌ ୨୩,୦୦୦ ପର୍ଯ୍ୟନ୍ତ ଶସ୍ତା ହେଲା

ନୂଆଦିଲ୍ଲୀ : ବଜାଜ୍‌ ସେପ୍ଟେମ୍ବର ୨୨ରୁ ଲାଗୁ ହୋଇଥିବା ନୂଆ ଜିଏସଟି ଦର ଲାଗୁ ହେବା ପରେ କମ୍ପାନୀ ଏହାର ଲାଭ ସିଧାସଳଖ ନିଜ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ଘୋଷଣା କରିଛି । କମ୍ପାନୀ ନିଜର ଅତ୍ୟନ୍ତ ଲୋକପ୍ରିୟ ବାଇକ୍‌ ପଲ୍‌ସର୍‌ ରେଞ୍ଜ୍‌ର ଦାମ୍‌ ଖୁବ୍‌ କମ୍‌ କରିଛି । ଦାମ୍‌ କମ୍‌ କରିବା ସହ ଅଧିକରୁ ଅଧିକ ସୁବିଧା ସହ ନୂଆ ଦାମ୍‌ ଲଞ୍ଚ କରିଛି । ଜିଏସଟି ହ୍ରାସ ସହ କମ୍ପାନୀ ବୀମା […]

Read More Text.
Kolkata rain

ପ୍ରବଳ ବର୍ଷାରେ ଉବୁଟୁବୁ କୋଲକତା, ଅତିକମରେ ୬୨ ବିମାନ ଉଡ଼ାଣ ବାତିଲ

କୋଲକତା : ଦୁର୍ଗାପୂଜା ପୂର୍ବରୁ କୋଲକତାରେ ପ୍ରବଳ ବର୍ଷା । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି କୋଲକତା । କୋଲକାତାରେ ଗତକାଲି ରାତି ସାରା ପ୍ରବଳ ବର୍ଷା ହେତୁ ପାଣି ଜମି ରହିବା ସହିତ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଯାହା ଫଳରେ ଯାତାୟାତ ବ୍ୟବସ୍ଥା ଠପ୍ ହୋଇଯାଇଛି । ଯାହାର ପ୍ରଭାବରେ କୋଲକାତା ବିମାନବନ୍ଦର ରନୱେ ଜଳପୂର୍ଣ୍ଣ ଥିବା ଦୃଶ୍ୟ ଦେଖାଯାଇଥିବାରୁ ୧୦୦ରୁ ଅଧିକ ବିମାନ ପ୍ରଭାବିତ ହୋଇଥିବା ବେଳେ ଅତି କମରେ ୬୨ଟି ବିମାନ […]

Read More Text.
Film award

ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଶ୍ରେଷ୍ଠ ନାୟକ ଶାହରୁଖ ଏବଂ ବିକ୍ରାନ୍ତ, ଶ୍ରେଷ୍ଠ ଅଭିନେତ୍ରୀ ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ କଳାକାରଙ୍କୁ ସମ୍ମାନିତ କରିଛନ୍ତି । ୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ଆଧାରରେ ଆୱାର୍ଡ ଦିଆଯାଉଛି । ଶାହରୁଖ ଖାନ ଏବଂ ବ୍ରିକାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ଫିଲ୍ମ ‘ଯବାନ’ ପାଇଁ ଶାହରୁଖ ଖାନ୍‌ଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପାଇଥିବା ବେଳେ ’12th ଫେଲ୍‌’ ଫିଲ୍ମ ପାଇଁ ବିକ୍ରାନ୍ତ […]

Read More Text.
Azam khan

୨୩ ମାସ ପରେ ଜେଲରୁ ମୁକୁଳିଲେ ସପା ନେତା ଆଜମ ଖାନ

ଊତ୍ତରପ୍ରଦେଶ : ଉତ୍ତରପ୍ରଦେଶ ରାଜନୀତିର ଜଣାଶୁଣା ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜି ଜେଲରୁ ମୁକୁଳିଛନ୍ତି । ତାଙ୍କ ନାମରେ ଥିବା ୭୨ ମାମଲାରେ ବେଲ୍ ମିଳିବା ପରେ ୨୩ ମାସ ପରେ ସୀତାପୁର ଜେଲରୁ ବାହାରିଛନ୍ତି ଆଜମ ଖାନ । ତାଙ୍କ ଉପରେ ୧୦୪ଟି କେସ୍ ରହିଛି । ଗତ ୨୩ ମାସ ଧରି ଉତ୍ତରପ୍ରଦେଶ ସୀତାପୁର ଜେଲରେ ବନ୍ଦୀ ଥିଲେ । ଜେଲରୁ ଆଜମ ମୁକୁଳିବା ପରେ ଜେଲ ବାହାରେ ତାଙ୍କ ସମର୍ଥକଙ୍କ ଭିଡ଼ […]

Read More Text.
Bride snake

ଯୌତୁକ ପାଇଁ ବୋହୂକୁ କାମୁଡ଼ିଲା ନାଗ, ବଞ୍ଚାଇବା ପରିବର୍ତ୍ତେ ହସୁଥିଲେ ଶ୍ୱଶୁର ଘର ଲୋକେ

କାନପୁର: କାନପୁରରେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଯାହା ଜାଣିଲେ ଆପଣ ସ୍ତବ୍ଧ ହୋଇଯିବେ । ଯୌତୁକ ପାଇଁ ବୋହୂକୁ କାମୁଡ଼ିଲା ନାଗ । ଛଟପଟ ହେଉଥିଲେ ମହିଳା । ହସୁଥିଲେ ଶ୍ୱଶୁର ଘର ଲୋକେ । ବଞ୍ଚାଇବା ପରିବର୍ତ୍ତେ କୋଠରୀ ବନ୍ଦ କରିଦେଲେ । ଏହା କେବଳ ଘଟିଛି ପାଞ୍ଚଲକ୍ଷ ଟଙ୍କା ଯୌତୁକ ପାଇଁ । କାନପୁରରେ, ଯୌତୁକ ଲୋଭୀ ଶାଶୁଘର ଲୋକେ ଏପରି ଏକ କାର୍ଯ୍ୟ କରିଛନ୍ତି ଯାହା ଆପଣଙ୍କ ଛାତି ଥରାଇ […]

Read More Text.
H 1b visa 1

H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର

ଆମେରିକା : ଟ୍ରମ୍ପ୍ ଙ୍କ H-1B ଭିସା ନିୟମରୁ ବାଦ ପଡ଼ିପାରନ୍ତି ଡାକ୍ତର । ଆମେରିକାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ହ୍ବାଇଟ୍  ହାଉସ୍ । ଜାତୀୟତା ସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକତା ଅନୁଯାୟୀ ଡାକ୍ତର ଓ ମେଡିକାଲ୍  ଗ୍ରାଜୁଏଟ୍ ମାନଙ୍କୁ H-1B ଭିସାର ୯୦ ଲକ୍ଷ ଟଙ୍କା ନିୟମରୁ ବାଦ ଦିଆଯାଇପାରେ । ହ୍ୱାଇଟ ହାଉସର ମୁଖପାତ୍ର ଟେଲର ରଜର୍ସ ଏକ ଇମେଲରେ ଏହା ସ୍ପଷ୍ଟ କରିଛନ୍ତି । ତେବେ ବିଧିବଦ୍ଧ […]

Read More Text.
Ragasa

ଫିଲିପାଇନ୍ସରେ ତାଣ୍ଡବ ରଚିଛି ’ରାଗାସା’, ଅନ୍ୟ ୫ ଦେଶକୁ ସତର୍କ ଚେତାବନୀ

ଫିଲିପାଇନ୍ସ : ଫିଲିପାଇନ୍ସରେ ଶକ୍ତିଶାଳୀ ’ରାଗାସା’ତାଣ୍ଡବ ରଚିଛି । ’ରାଗାସା’ର ତାଣ୍ଡବ ମହାବତ୍ୟାଠାରୁ କମ୍ ନଥିଲା । ରାଗାସା ସ୍ଥଳଭାଗ ଛୁଇଁବା ପରେ ଘଣ୍ଟା ପ୍ରତି ୨୭୦ କିଲୋମିଟର ପବନ ବହିବା ଆରମ୍ଭ ହୋଇଥିଲା । ଏହି ଭୟାବହ ତୋଫାନକୁ ଦୃଷ୍ଟିରେ ରଖି ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା । ସୂଚନାନୁଯାୟୀ, ରାଗାସା ପ୍ରଭାବରେ ଫିଲିପାଇନ୍ସରେ ଅନେକ ଘରଦ୍ବାର ଭାଙ୍ଗିବା ସହିତ ବିରାଟ ବିରାଟ ଗଛ ଉପୁଡ଼ି ପଡ଼ିଛି । ଏହାରି ମଧ୍ୟରେ […]

Read More Text.
Yogi aditya nath

ରାଜ୍ୟରେ ହେବନି ଜାତିଭିତ୍ତିକ ରାଲି ଓ ପ୍ରଚାର, ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆହ୍ଲାବାଦ: ଜାତିଭିତ୍ତିକ ରାଲି ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ନିଷିଦ୍ଧ କରିଛନ୍ତି ଉତ୍ତର ପ୍ରଦେଶ ସରକାର । ପୋଲିସ ଏଫଆଇଆର, ଗିରଫଦାରୀ ମେମୋ, ସାର୍ବଜନୀନ ସ୍ଥାନ ଏବଂ ସରକାରୀ ଦଲିଲରେ ଆଉ ଜାତି ଉଲ୍ଲେଖ କରାଯିବ ନାହିଁ ।  ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ, ଉତ୍ତର ପ୍ରଦେଶ ମୁଖ୍ୟ ସଚିବ ଦୀପକ କୁମାର ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ସରକାରୀ ନିର୍ଦ୍ଦେଶ ମାଧ୍ୟମରେ, କର୍ତ୍ତୃପକ୍ଷଙ୍କୁ ଏବେ କଲୋନୀ କିମ୍ବା ଏକ ନିର୍ଦ୍ଦିଷ୍ଟ ଜାତି ସଂଖ୍ୟାଗରିଷ୍ଠ ବାସ […]

Read More Text.
Fight

ବିମାନ ଚକରେ ବସି କାବୁଲରୁ ଦିଲ୍ଲୀ ଆସିଲେ ନାବାଳକ,ଜୀବିତ ଥିବା ଆଶ୍ଚର୍ଯ୍ୟ

ଦିଲ୍ଲୀ : ସାଧାରଣତଃ ଆପଣମାନେ ଅନେକ ଥର ବିମାନରେ ଯାତ୍ରା କରିଥିବେ ।  କିନ୍ତୁ ଆପଣ କେବେ ବିମାନର ପଛଚକାରେ ବସି ଯାତ୍ରା କରିଛନ୍ତି କି ? ଶୁଣି ଆଶ୍ଚର୍ଯ୍ୟ ହେଲେ ନା ?  ହଁ ଆଂଜ୍ଞା ଏଭଳି ଏକ ଘଟଣା ଘଟିଛି କାବୁଲରେ । ଜଣେ ଆଫଗାନିସ୍ତାନ ବାଳକ ବିମାନର ଷ୍ଟିଅରିଂ ପାଖରେ ବସି କାବୁଲରୁ ଦିଲ୍ଲୀ ଉଡ଼ାଣ କରିଥିଲା ।  ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ ର ଅଧିକାରୀମାନେ ତାଙ୍କୁ ଏକ ନିଷିଦ୍ଧ ଅଞ୍ଚଳରେ ଚାଲୁଥିବା […]

Read More Text.
Train

ବକ୍ସର-ଟାଟା ସୁପରଫାଷ୍ଟ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଚଳନ୍ତା ଟ୍ରେନରୁ ଡେଇଁଲେ ଯାତ୍ରୀ

ଜାମତାରା : ଟ୍ରେନର ଏକ ବଗିରେ ହଠାତ୍ ଲାଗିଲା ନିଆଁ ।  ଅଳ୍ପକେ ବର୍ତିଲେ ଯାତ୍ରୀ । ଏଭଳି ଏକ ଘଟଣା ଘଟିଛି ଝାଡଖଣ୍ଡର ଜାମତାରା ଜିଲ୍ଲାରେ । ବକ୍ସର -ଟାଟା ସୁପରଫାଷ୍ଟ ନାମକ ଟ୍ରେନ ଆଜି ବଡ଼ ଦୁର୍ଘଟଣାରୁ ଟଳି ଯାଇଛି । ନୂଆଦିଲ୍ଲୀ-ହାୱଡା ଭାୟା ପାଟନା ସେକ୍ସନର ବିଦ୍ୟାସାଗର ଏବଂ ଜାମତାରା ଷ୍ଟେସନ ମଧ୍ୟରେ କାଲାଝରିଆ ରେଳ ହଲ୍ଟ ନିକଟରେ ଏହି ଅଘଟଣ ଘଟିଥିଲା । ଯାହା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା […]

Read More Text.