ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତି ସହିବାକୁ ଦେବନାହିଁ ରୁଷ
ନୂଆଦିଲ୍ଲୀ: ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାବିଥିଲେ ଯେ ଏହା ଭାରତ-ରୁଷ ବନ୍ଧୁତାକୁ ଭାଙ୍ଗିଦେବ । ଶୁଳ୍କ ଚାପରେ ଭାରତ ରୁଷଠାରୁ ଆଉ ତେଲ କିଣିବା ବନ୍ଦ କରିଦେବ । ଫଳରେ ଏହା ରୁଷକୁ ମଧ୍ୟ ଦୁର୍ବଳ କରିବ । ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ଶେଷ ହୋଇଯିବ । କିନ୍ତୁ ଭାରତ ରୁଷ ବନ୍ଧୁତା ଟ୍ରମ୍ପଙ୍କ ଆଶାକୁ ମଉଳାଇ ଦେଇଛି । ହଁ […]
Read More Text.