P2qgxlzrbz46yqnl4hlq

ନକ୍ସଲବାଦୀଙ୍କୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବାକୁ ପଡ଼ିବ: ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଛତିଶଗଡ଼ ଗସ୍ତ କରିଥିଲେ। ବସ୍ତରରେ, ସେ ମା’ ଦନ୍ତେଶ୍ୱରୀ ମନ୍ଦିର ପରିଦର୍ଶନ କରିଥିଲେ। ତା’ପରେ ସେ ବସ୍ତର ଜିଲ୍ଲାର ମୁଖ୍ୟାଳୟ ଜଗଦଲପୁରରେ ବସ୍ତର ଦଶହରା ଲୋକ ମହୋତ୍ସବ ଏବଂ ସ୍ୱଦେଶୀ ମେଳାକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ନକ୍ସଲମାନଙ୍କୁ ଶେଷ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଅମିତ ଶାହ ସ୍ପଷ୍ଟ କରିଥିଲେ ଯେ ନକ୍ସଲବାଦୀମାନେ ଏବେ ସେମାନଙ୍କର ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିବାକୁ ପଡିବ। ସେ ଏହା […]

Read More Text.
Sanae takaichi 1 1068x601

ଜାପାନ ରାଜନୀତି ଇତିହାସରେ ପ୍ରଥମ, ଜଣେ ମହିଳା ନେତ୍ରୀ ହୋଇପାରନ୍ତି ପ୍ରଧାନମନ୍ତ୍ରୀ

ଜାପାନ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଜାପାନର ଶାସକ ଲିବରାଲ ଡେମୋକ୍ରାଟିକ୍ ପାର୍ଟି ବା LDP ସାନାଏ ତାକାଇଚିଙ୍କୁ ନୂତନ ନେତା ଭାବରେ ମନୋନୀତ କରିଛି । ଯଦ୍ବାରା ସେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ବୋଲି ଆଶା କରାଯାଉଛି । ଏପରିକି ଦେଶର ଇତିହାସରେ ପ୍ରଥମ ମହିଳା ଭାବରେ ନେତୃତ୍ୱ ନେବେ । ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁନିଚିରୋ କୋଇଜୁମିଙ୍କ ପୁଅ ସିଞ୍ଜିରୋ କୋଇଜୁମିଙ୍କୁ ତାକାଇଚି ପରାସ୍ତ […]

Read More Text.
1573657162supreme court of india 1068x634

ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା: ପ୍ୟାନେଲରେ ୧୮ ଓଡ଼ିଆ ଆଇନଜୀବୀ

ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ମାମଲା ପରିଚାଳନା ପାଇଁ ୬୯ ଜଣ ଆଇନଜୀବୀ ପ୍ୟାନେଲଭୁକ୍ତ ହୋଇଛନ୍ତି । ଏଥିରେ ୧୮ ଓଡ଼ିଆ ଆଇନଜୀବୀ ଅଛନ୍ତି । ରାଜ୍ୟରେ ମୋହନ ଚରଣ ମାଝୀ ସରକାର ଗଠନର ୧୬ ମାସ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଓଡ଼ିଶା ସରକାରଙ୍କ ଆଇନଜୀବୀ ପ୍ୟାନେଲ ପୁନର୍ଗଠିତ ହୋଇଛି । ବରିଷ୍ଠ ଆଇନଜୀବୀ ତାଲିକାରେ ୨୧ ଜଣ, ଆଡ଼ଭୋକେଟ ଅନ ରେକର୍ଡ ତାଲିକାରେ ୨୮ ଜଣ ଏବଂ ଆର୍ଗୁଇିଂ କାଉନସେଲ ତାଲିକାରେ ୨୦ ଜଣ […]

Read More Text.
Netanyahu trump

ଖୁବଶୀଘ୍ର ଶେଷ ହେବ ଗାଜା ଯୁଦ୍ଧ: ଶାନ୍ତି ପ୍ରସ୍ତାବରେ ହମାସର ସହମତି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ପ୍ରସ୍ତାବରେ ସହମତି ପ୍ରକାଶ କରିଛି ହମାସ । ବନ୍ଧକ ରଖିଥିବା ଇସ୍ରାଏଲି ନାଗରିକଙ୍କୁ ଛଡାଯିବ ଏବଂ ଗାଜା ଷ୍ଟ୍ରିପର ଶାସନ ଡୋରକୁ ଏକ ସ୍ୱାଧୀନ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବା ନେଇ ସକାରାକ୍ରମ ଭାବନା ପ୍ରକାଶ କରିଛି ହମାସ । ଏହାପରେ ଘାମାଘୋଟ ଯୁଦ୍ଧରେ ରୋକ ଲାଗିବ ବୋଲି ଆଶା କରାଯାଉଛି । ହମାସ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପଙ୍କ ୨୦ସୂତ୍ରୀ ଯୋଜନା ଉପରେ ସରକାରୀ ପ୍ରତିକ୍ରିୟା ଜାରି କରାଯାଇଛି […]

Read More Text.
Pm modi 1

ବିହାର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ୨ଟି ନୂଆ ଯୋଜନାର କଲେ ଶୁଭାରମ୍ଭ

ବିହାର : ବିହାର ଯୁବକ ଓ ଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଉପହାର ଦେଇଛନ୍ତି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଦୁଇ ଯୋଜନାର ଶୁଭାରମ୍ଭ କରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ବଂୟ ସହାୟତା ଭତ୍ତା ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଅଧିନରେ ବିହାରର ସ୍ନାତକ ପାସ୍ କରି ବେକାର ଥିବା ୫ ଲକ୍ଷ ଯୁବକ ଏହାଦ୍ୱାରା ଉପକୃତ ହେବେ । କର୍ମନିଯୁକ୍ତି ପାଇ ନଥିବା ଯୁବକ ଏଣିକି ମାସକୁ ୧ ହଜାର […]

Read More Text.
Sought syrup

ଶିଶୁଙ୍କ ଜୀବନ ଯିବା ପରେ ମଧ୍ୟପ୍ରଦେଶରେ କଫ ସିରପ ବିକ୍ରି ବ୍ୟାନ୍ କଲେ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ୯ ଜଣ ଶିଶୁଙ୍କ ଜୀବନ ଯିବା ପରେ କଫ୍ ସିରପକୁ ବ୍ୟାନ କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଡ଼ା କାର୍ଯ୍ୟାନୁଷ୍ଠାନ କରି କଫ୍ ସିରପକୁ ସମଗ୍ର ରାଜ୍ୟରେ ବ୍ୟାନ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ମଧ୍ୟପ୍ରଦେଶ ଛିନ୍ଦୱାଡାରେ କଫ୍ ସିରପ କାରଣରୁ ହୋଇଥିବା ପିଲାଙ୍କ ମ୍ତ୍ୟୁ ପାଇଁ ବହୁତ ଦୁଃଖିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଏହି କଫ୍ ସିରପକୁ ବ୍ୟାନ […]

Read More Text.
America nasa

ବନ୍ଦ ହେଲା NASA, ଟ୍ରମ୍ପଙ୍କୁ ଝଟକା

ୱାଶିଂଟନ୍ : ଟ୍ରମ୍ପଙ୍କୁ ବଡ଼ ଝଟକା । ବନ୍ଦ ହେଲା ନାସା । ଆମେରିକାର ମହାକାଶ ବିଜ୍ଞାନ ସଂସ୍ଥା NASA ନିଜେ ଏହି ଘୋଷଣା କରିଛି । NASAଏହାର ସୂଚନା ୱେବସାଇଟରେ ଦେଇଛି ।ଏହାର ୱେବସାଇଟରେ କୁହାଯାଇଛି ଯେ, ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ବନ୍ଦ ରହିଛି । ସରକାରୀ ପାଣ୍ଠିର ଅଭାବ ଯୋଗୁ ଏହାକୁ ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଘୋଷଣା ପରେ ନାସାରେ କାମ କରୁଥିବା ଇଞ୍ଜିନିୟର୍  ଓ ବୈଜ୍ଞାନିକମାନଙ୍କର ଚିନ୍ତାକୁ ବଢାଇ ଦେଇଛି […]

Read More Text.
Upendra dwivedi 1068x601

ବିଶ୍ଵ ମାନଚିତ୍ରରୁ ହଜିଯିବ ପାକିସ୍ତାନର ଚିହ୍ନବର୍ଣ୍ଣ : ସେନାମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତଠୁ ପରାଜିତ ହେବା ପରେ ବି ପାକିସ୍ତାନ ନିଜ ହରକତ ଛାଡ଼ିପାରୁନି। ଏବେ ଭାରତ ତରଫରୁ କଡ଼ା ଚେତାବନୀ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ପାକିସ୍ତାନକୁ ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଚେତାଇ କହିଛନ୍ତି, ଯଦି ପାକିସ୍ତାନ ନିଜ ଅଭ୍ୟାସରୁ ଦୂରେଇ ନ ରହିଲେ ବିଶ୍ଵ ମାନଚିତ୍ରରୁ ତା’ର ଚିହ୍ନବର୍ଣ୍ଣ ହଜାଇ ଦିଆଯିବ । ରାଜସ୍ଥାନର ଅନୁପଗଡ଼ରେ ସେନା ପୋଷ୍ଟରେ ଜେନେରାଲ ଦ୍ଵିବେଦୀ କହିଥିଲେ ଯେ, ଏଥର ଭାରତୀୟ ସେନା କୌଣସି ସଂଯତ […]

Read More Text.
A.p singh 1068x601

୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନ ନଷ୍ଟ କରିଛି ଭାରତ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ ନଷ୍ଟ କରିଛି ବୋଲି ଶୁକ୍ରବାର କହିଛନ୍ତି ବାୟୁସେନା ମୁଖ୍ୟ ଏ.ପି. ସିଂହ। ନଷ୍ଟ କରାଯାଇଥିବା ଯୁଦ୍ଧ ବିମାନ ମଧ୍ୟରେ ଏଫ-୧୬ ଯୁଦ୍ଧ ବିମାନ ବି ସାମିଲ ରହିଛି ବୋଲି ସେ କହିଛନ୍ତି। ସିଂହ କହିଥିଲେ, […]

Read More Text.
Skynews cough medication syrup 5937677

କଫ୍‍ ସିରପ୍‍ ପିଇ ୧୨ପିଲାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ଏପରି ଜଣାପଡିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍‍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଲାଣି । ଯାହାକି ଏକ ଚିନ୍ତାର ବିଷୟ ହୋଇଛି । ଉଲ୍ଲେଖନୀୟ ଯେ କାଶ ଔଷଧ ଖାଇବା ପରେ କିଡନୀ ଫେଲ ହେବା ସହିତ ମୃତ୍ୟୁର କାରଣ ହୋଇଛି । […]

Read More Text.