ପାକିସ୍ତାନ ଉପରେ କୌଣସି ପ୍ରକାରେ ଭରସା କରାଯାଇପାରିବ ନାହିଁ: ବିଏସଏଫ ଅଧିକାରୀ
ନୂଆଦିଲ୍ଲୀ: ଭାରତ ସୀମାରେ ସାମରିକ ଉତ୍ତେଜନା ସମାପ୍ତ କରିବା ପାଇଁ ପାକିସ୍ତାନ ଯୁଦ୍ଧବିରତି ଘୋଷଣା କରିଥିଲା। ଏହି ଘୋଷଣା ପରେ ବି ଗତକାଲି ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଯୁଦ୍ଧବିରତିର ଉଲ୍ଲଙ୍ଘନ କରି ଜମ୍ମୁ-କଶ୍ମୀର ସମେତ ଅନେକ ସ୍ଥାନରେ ଡ୍ରୋନ ଆକ୍ରମଣ କରିଥିଲା। ଏହି ଆକ୍ରମଣର ଭାରତ କଡ଼ା ଜବାବ ଦେବା ପରେ ପାକିସ୍ତାନ ସ୍ଥିର ହୋଇଯାଇଛି। ଗତକାଲି ରାତିରୁ ପାକିସ୍ତାନର କୌଣସି ପ୍ରକାର ଗତିବିଧି ନଜର ଆସିନାହିଁ। କିନ୍ତୁ ଯଦି ପାକିସ୍ତାନ ପୁଣି ଯୁଦ୍ଧବିରତି ଉଲ୍ଲଂଘନ […]
Read More Text.