୧୦୦ରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି : ଭାରତୀୟ ସେନା

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଥିଲା ଅପରେସନ ସିନ୍ଦୂର ଓ ତାହା ୧୦୦ ପ୍ରତିଶତ ସଫଳ ହୋଇଛି । ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି ବୋଲି ଭାରତୀୟ ସେନା କହିଛି । ରବିବାର ଭାରତର ତିନି ସେନା ଦ୍ୱାରା ଅପରେସନ ସିନ୍ଦୂର ଉପରେ ଏକ ପ୍ରେସ ବ୍ରିଫିଂ କରାଯାଇଥିଲା। ଭାରତୀୟ ସେନାର ଡିଜିଏମଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଅପରେସନ ସିନ୍ଦୂର ବିଷୟରେ କହିଛନ୍ତି, “୨୨ ଏପ୍ରିଲରେ ପହଲଗାମରେ ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ […]

Read More Text.

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ

ପୁରୀ : ଦିଘା ଜଗନ୍ନାଥ ମନ୍ଦିର ବିବାଦରେ ଜଡ଼ିତ ହୋଇ ପଡ଼ିଥିବା ବରିଷ୍ଠ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର ନିଲମ୍ବିତ ହୋଇଛନ୍ତି । ବଳକା ଦାରୁରେ ଦିଘା ମନ୍ଦିର ଜଗନ୍ନାଥ ବିଗ୍ରହ ନିର୍ମାଣ ନେଇ ଦ୍ବନ୍ଦ୍ବାତ୍ମକ ଏବଂ ବିବାଦୀୟ ବୟାନ ଦେଇ ଥିବା ରାମକୃଷ୍ଣଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୈଫିୟତ ମଗା ଯାଇଥିଲା । ଆଜି ତାଙ୍କୁ ୩୦ ଦିନ ପାଇଁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି । ସେ ୩୦ ଦିନ ଯାଏ ଶ୍ରୀମନ୍ଦିରରେ ପ୍ରବେଶ କରି […]

Read More Text.

କାହାର ମଧ୍ୟସ୍ଥତା ଦରକାର କରୁନି ଭାରତ, ଆତଙ୍କବାଦୀଙ୍କୁ ହସ୍ତାନ୍ତର କଲେ ଆଲୋଚନା ହେବ: ମୋଦୀ

କାଶ୍ମୀର ପ୍ରସଙ୍ଗରେ ଭାରତ କୌଣସି ବାହ୍ୟ ରାଷ୍ଟ୍ରର ମଧ୍ୟସ୍ଥତା ଦରକାର କରୁନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉଦ୍ଦେଶ୍ୟରେ ଏଭଳି କହିଛନ୍ତି। ଅପରେସନ ‘ସିନ୍ଦୂର’ରେ ପାକିସ୍ତାନ ଉପରେ ଭାରତର ପ୍ରଚଣ୍ଡ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେବା ସହିତ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ। ପରେ ପାକିସ୍ତାନ ଅସ୍ତ୍ରବିରତି ପାଇଁ ଭାରତ ସହିତ କଥା ହେବାରୁ ଶନିବାର ରାତିରେ ଅପରେସନ ‘ସିନ୍ଦୂର’କୁ ସାମୟିକ ସ୍ଥଗିତ ରଖାଯାଇଛି। କିନ୍ତୁ ତାହା ବନ୍ଦ […]

Read More Text.

ଜମ୍ମୁରୁ ସୁରକ୍ଷିତ ଫେରିଲେ ପୁରୀର ତେଜସ୍ବିନୀ ମହାପାତ୍ର, ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକେ

ପୁରୀ : ଜମ୍ମୁରୁ ସୁରକ୍ଷିତ ଫେରିଛନ୍ତି ପୁରୀ ସୁଜାତା ନଗରର ତେଜସ୍ବିନୀ ମହାପାତ୍ର । ଭଲୱାଲ ଜିଲ୍ଲାରେ ବିଇଡି ପଢୁଥିଲେ । ଭାରତ – ପାକିସ୍ତାନ ଉତ୍ତେଜନା ଖବର ପରିବାର ଲୋକଙ୍କୁ ବିଚଳିତ କରିଥିଲା l ତେବେ ସେଠାରେ ଥିବା ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବ୍ୟବସ୍ଥା କରି ସୁରକ୍ଷିତ ଭାବେ ଫେରାଇ ଆଣିଥିଲେ ସରକାର । ଘରକୁ ଫେରିବା ପରେ ଜମ୍ମୁର କିପରି ଜୀବନ କଟିଥିଲା ତାହା ବଖାଣିଛନ୍ତି l ସେପଟେ ଝିଅ ସୁରକ୍ଷିତ ଭାବେ ଘରେ ପହଞ୍ଚିଥିବା କେନ୍ଦ୍ର […]

Read More Text.

ଜମ୍ମୁ ଓ କଶ୍ମୀରର ୨୦ଟି ସ୍ଥାନରେ ପୁଲିସର ଚଢଉ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ବିରୋଧରେ ସୁରକ୍ଷା ବାହିନୀର ଅଭିଯାନ ତୀବ୍ର ହୋଇଛି। ଏହି ସମୟରେ, ରାଜ୍ୟ ପୁଲିସର ତଦନ୍ତକାରୀ ସଂସ୍ଥାକୁ ଏକ ବଡ଼ ସଫଳତା ମିଳିଛି। ଦକ୍ଷିଣ କାଶ୍ମୀରରେ ୨୦ଟି ସ୍ଥାନରେ ଚଢାଉ କରି ପୁଲିସ ଏକ ଆତଙ୍କୀ ସ୍ଲିପର ସେଲ୍ ମଡ୍ୟୁଲ୍‌ର ପର୍ଦ୍ଦାଫାଶ କରିଛି। ଚଢଉ ସମୟରେ, ବହୁ ପରିମାଣର ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇଥିଲା। ଏହା ସହିତ, କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ […]

Read More Text.

ବିଲରୁ ନବଜାତକ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

ଉଦଳା :  ବିଲରେ ପଡିଛି ନବଜାତକ ମୃତଦେହ ।  ଏକ ପଲିଥିନ ଭିତରେ ପୁରାଇ କେହି ନବଜାତକକୁ ଫୋପାଡ଼ି ଦେଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା କୁଆଗୋଠଣା ଗ୍ରାମରେ । କୁଆଗୋଠଣା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ଵିଲରେ ଏକ ପଲିଥିନ ଭିତରେ ନବଜାତକ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ତେବେ ମୃତଦେହ ମିଳିଥିବା ନବଜାତକର ବୟସ ୩ ରୁ ୪ ମାସ ହେବ ବୋଲି ଅନୁମାନ କରାଯାଉଛି । ଖବର […]

Read More Text.

ଅପରେସନ ସିନ୍ଦୂରରୁ ଆମେ କ’ଣ ପାଇଲୁ…’: ଜୟରାମ ରମେଶ

ନୂଆଦିଲ୍ଲୀ: ଜୟରାମ ରମେଶ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି ନୂଆଦିଲ୍ଲୀ କ’ଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତୃତୀୟ ପକ୍ଷ ହସ୍ତକ୍ଷେପ ପାଇଁ ଦ୍ୱାର ଖୋଲି ଦେଇଛି?’ ପାକିସ୍ତାନ ସହିତ କୂଟନୈତିକ ଚ୍ୟାନେଲ ଖୋଲାଯାଇଛି କି? ସେ ଲେଖିଛନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡକାଯାଉ ବୋଲି ଦାବି କରୁଛି। ସେ ଭାରତ-ପାକିସ୍ତାନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ପାଇଁ […]

Read More Text.

ଏସସିବି ମେଡ଼ିକାଲ ପରିସରରୁ ଚାରି ଦଲାଲ ଗିରଫ

କଟକ: ମଙ୍ଗଳାବାଗ ଥାନା ପୋଲିସ ଏସସିବି ମେଡ଼ିକାଲ ପରିସରରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇଟି ପୃଥକ୍ ପୃଥକ୍ ଘଟଣାରେ ଅଭିଯୋଗ ହୋଇଥିଲା । ଏସସିବି ଟ୍ରମା କାଜୁଆଲ୍ଟି ସମ୍ମୁଖରୁ ରୋଗୀ ମାନଙ୍କୁ ଘରୋଇ ହସ୍ପିଟାଲଗୁଡ଼ିକୁ ପଠାଇବା ପାଇଁ ପ୍ରବର୍ତ୍ତାଇ ବେଳେ ମଙ୍ଗଳାବାଗ ଥାନା ପୋଲିସ ସାଦା ପୋଷାକରେ ସେଠାରେ ରହିଥିଲେ ଓ ସେମାନଙ୍କୁ ଗିରଫ କରିଥିଲେ । ଗିରଫ ଚାରିଜଣ ଦଲାଲ ହେଲେ ଦେବାଶିଷ ମହାନ୍ତି , କ୍ରୀଷ୍ଣା ବାହାଦୁର, […]

Read More Text.

ଆମେରିକାକୁ ମୋଦୀଙ୍କ ଚରମବାଣୀ- ଯଦି ପାକିସ୍ତାନ କିଛି କରେ, ତେବେ ଜବାବ ବିଧ୍ବଂସକାରୀ ହେବ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାରମ୍ବାର ହସ୍ତକ୍ଷେପ ଏବଂ ପାକିସ୍ତାନର ଅସ୍ତ୍ରବିରତି ପ୍ରସ୍ତାବ ପରେ ଭାରତକୁ ଅପରେସନ ‘ସିନ୍ଦୂର’ ସ୍ଥଗିତ ରଖିବାକୁ ପଡ଼ିଛି। ଏ କ୍ଷେତ୍ରରେ ଆମେରିକାର ଦୋମୁହାଁ ନୀତି ବି ସାମ୍ନାକୁ ଆସିଛି। ଗୋଟିଏ ପଟେ ଭାରତକୁ ଆତଙ୍କବାଦ ବିରୋଧୀ ଅଭିଯାନରେ ସମର୍ଥନ କରି ଓହରିଯିବା ଏବଂ ଅନ୍ୟପଟେ ପରୋକ୍ଷ ହସ୍ତକ୍ଷେପ ଦ୍ଵାରା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଜରିଆରେ ପାକିସ୍ତାନକୁ ଋଣ ଯୋଗାଇବା ଭଳି କାର୍ଯ୍ୟ ଆମେରିକାର ଅସଲ ଚେହେରାକୁ ପଦାରେ ପକାଇଛି। ଏସବୁ ଭିତରେ […]

Read More Text.

ଜୁଏଲଙ୍କ ମହାଭାରତ ଟ୍ବିଟ୍ ,ରାତିଅଧରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଭୁବନେଶ୍ୱର : ଜୁଏଲଙ୍କ ମହାଭାରତ ଟ୍ବିଟ୍ ।  ରାତି ଅଧରରେ ଟ୍ବିଟ୍ କରି ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ।  ଗତକାଲି ଯୁଦ୍ଧବିରତି ଉଲ୍ଲଂଘନ କରି ପୁଣି ଆକ୍ରମଣ କରିଥିଲା ପାକିସ୍ତାନ ।  ସେତେବେଳେ ଏକ ଟ୍ବିଟ୍ କରିଥିଲେ ଜୁଏଲ । ଟ୍ବିଟ୍ ରେ ମହାଭାରତର ଶ୍ରୀକୃଷ୍ଣ ଓ ଦ୍ରୌପଦୀଙ୍କ କଥା କହିଥିଲେ ।  କିଭଳି କୃଷ୍ଣ ଦ୍ରୌପଦୀଙ୍କୁ ନିଶ୍ଚିତ ଯୁଦ୍ଧ ହେବ ବୋଲି କହିଥିଲେ ତାହା ଉଲ୍ଲେଖ କରିଛନ୍ତି ଜୁଏଲ । କୃଷ୍ଣ ହସ୍ତିନାପୁର ଯାଉଥିବାବେଳେ ଦ୍ରୌପଦୀ […]

Read More Text.