ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱା ପୁଲିସ ଦ୍ବାରା ଜବତ
ସମ୍ବଲପୁର: ବେଆଇନ ଭାବେ ଫ୍ଲାଏ ଆସ୍ ଡମ୍ପିଂ କରୁଥିବା ୨୩ ହାଇୱାକୁ ଜବତ କରିଛି ପୁଲିସ । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ପୁଲିସ ପାଉଁଶ ବୋଝେଇ ୨୩ଟି ହାଇୱା ଟ୍ରକ୍ ଜବତ କରିଛି। ଏହି ଗାଡ଼ିଗୁଡିକ ଝାରସୁଗୁଡାରୁ ଡମ୍ପିଂ ପରମିଟ୍ ବିନା ଆସୁଥିଲେ ଏବଂ ଠେଲକୋଲୋଇ ସରକାରୀ ହାଇସ୍କୁଲ ନିକଟରେ ବେଆଇନ ଭାବରେ ପାଉଁଶ ନିଷ୍କାସନ କରୁଥିବା ସମୟରେ ପୁଲିସ ଅଟକାଇବା ସହ ୨୩ଟି ହାଇୱାକୁ ଜବତ କରିଥିଲା। କୋଇଲା ପାୱାର ପ୍ଳାଣ୍ଟରୁ ଏଭଳି ଫ୍ଳାଏ ଆସ […]
Read More Text.