ଅବହେଳିତ ଆପଣ୍ଡାର ଧର୍ମନିରଞ୍ଜନ ପୀଠ
ଆଗରପଡ଼ା :ବନ୍ତ-ଆନନ୍ଦପୁର ଜାତୀୟ ରାଜପଥର ବରକୋଣା କିମ୍ବା ଓରାଳି ଛକଠାରୁ ଉତ୍ତରକୁ ମାତ୍ର ୧କି.ମି ଗଲେ ଆପଣ୍ଡା ଗ୍ରାମର ପୂରାତନ ବୈାଦ୍ଧ ଧର୍ମନିରଞ୍ଜନଙ୍କ ପୀଠସ୍ଥଳୀ ପଡ଼େ । ବହୁ ବର୍ଷ ପୂର୍ବେ ଉକ୍ତ ଗ୍ରାମର ପୋଖରୀ ଖନନବେଳେ ଏହି ମୂର୍ତ୍ତିର ସଂଧାନ ମିଳିଥିଲା । ସେବେଠାରୁ ଗ୍ରାମବାସୀଙ୍କ ଦ୍ୱାରା ଏହାକୁ ଉଦ୍ଧାର କରାଯାଇଥିଲା ଏବଂ ଏକ ତେନ୍ତୁଲି ବୃକ୍ଷମୂଳେ ପୂଜାପାଉଥିଲେ । ଏହାର ରକ୍ଷଣା ବେକ୍ଷଣ ପାଇଁ ସ୍ଥାନୀୟ ବିଧାୟକଙ୍କ ତରଫରୁ ଉକ୍ତ ସ୍ଥାନରେ ଏକ ଛୋଟ […]
Read More Text.