Img 20250516 wa0172

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

ବାରିପଦା: ଏକ ଅଜଣା ବୟସ୍କା ଅସହୟା ବୃଦ୍ଧା ଢୋ ଢୋ ଖରାରେ ଦିନ  ଦ୍ୱିପ୍ରହରରେ ରାସ୍ତାରେ ଚାଲୁ ଚାଲୁ ଥକି ପଡୁଥିଲେ ,ବସି ପଡୁଥିଲେ ଏବଂ ପଡ଼ି ଯାଉଥିଲେ ।ଭୋକ ଓ ଶୋଷରେ  ଆଉଟୁ ପାଉଟୁ ହେଉଥିଲେ । ମଝିରେ ମଝିରେ ହଂସା ବୁଡି ଯାଉଥିଲା ।ତାକୁ ଦେଖି ରାସ୍ତାରେ  ବାଇକରେ ଯାଉଥିବା ପୁରୁଣାଘାଟୀ ଗ୍ରାମର  ଯୁବ ସମାଜସେବୀ ଶୁଭମ୍ ଦାସ,ବଜାରର ଶଶାଙ୍କ  କୁମାର,ପିଣ୍ଟୁ ମହାନ୍ତ, ବାପୁନ୍ ମହାନ୍ତ ହଠାତ୍ ଅଟକି ଛିଡ଼ା ହୋଇ ବୃଦ୍ଧାଙ୍କ  ପାଖକୁ  […]

Read More Text.
Img 20250516 wa0199

ବାରିପଦାରେ ଚଳିତ ବର୍ଷ ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ସମ୍ପୃକ୍ତ ବିଭାଗ ତତ୍ତ୍ଵlବଧାନ ରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରାଯିବା ଉପରେ ଗୁରୁତ୍ୱl ରୋପ ରଥଯାତ୍ରା ସମୟରେ ବଦଦାଣ୍ଡ ରେ ଆମିଷ ବିକ୍ରି ବନ୍ଦ ସମ୍ପୂର୍ଣ୍ଣ ବଦଦାଣ୍ଡ ସି ସି ଟିଭି ନିୟନ୍ତ୍ରଣରେ ରହିବ ବାରିପଦା: ଚଳିତ ବର୍ଷ ବାରିପଦା ରଥ ଯାତ୍ରା କାର୍ଯ୍ୟକ୍ରମ କୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ତ୍ୱlବଧାନ ରେ ବାରିପଦା ଦେବତ୍ତର ବିଭାଗ ପକ୍ଷରୁ ଜିଲ୍ଲାପରିଷଦ  ସମ୍ମିଳନୀ କକ୍ଷରେ ରଥ ଯାତ୍ରା ସମନ୍ୱୟ କମିଟି ର ଏକ […]

Read More Text.
Th

ବିଦେଶୀ ମଦ ଦୋକାନରୁ ଚୋରୀ

ଆଗରପଡ଼ା :ସ୍ଥାନୀୟ ବିଦେଶୀ ମଦ ଦୋକାନରୁ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବାର ଜଣାପଡ଼ିଛି । ଏହି ସଂପର୍କରେ ଥାନା କେସ୍ ନଂ ୭୮/୨୫ରେ ଏକ ମାମଲା ରୁଜ୍ଜୁ କରି ଥାନାଧିକାରୀ ଶ୍ରୀକାନ୍ତ ପତି ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ସୂଚନାନୁଯାୟୀ, ଏହି ମଦ ଦୋକାନ ଆଗରପଡ଼ା-ଭଦ୍ରକ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଓ ଥାନାର ମାତ୍ର କିଛି ମିଟର ଦୂରରେ ଅବସ୍ଥିତ ଥିଲେ ସୁଦ୍ଧା ଦୁର୍ବୃତ୍ତମାନେ […]

Read More Text.
Photo1 for the news of krusifarm

ଅବହେଳିତ ବିହନ ବିଶୋଧନାଗାର, କୃଷି ଓଭରସିୟରଙ୍କ ବଦଳିରେ ସୀମିତ ପ୍ରଶାସନିକ ଆନ୍ତରିକତା!

ଆଗରପଡ଼ା :ଗତ ଏପ୍ରିଲ ମାସ ୬ ତାରିଖରେ ପ୍ରତିଷ୍ଠାକୁ ୬୯ବର୍ଷ ପୂରିବା ପରେ ବି ବିହନ ବିଶୋଧନାଗାର ପରିଚୟ ଖୋଜିବାରେ ଲାଗିଛି ଖବର ବିଭିନ୍ନ ଗରମାଧ୍ୟମରେ ପ୍ରକାଶ ପାଇଥିଲା । ବିହନ ବିଶୋଧନାଗାର ତାର ପରିଚୟ ଖୋଜୁଥବା ବେଳେ ବିଭାଗ କର୍ମଚାରୀଙ୍କ ନିଯୁକ୍ତି ସଂଖ୍ୟାରେ ପରିବର୍ତ୍ତନ କରିବା ପରିବର୍ତ୍ତେ ଦେବା ଏହାର ଦାଇତ୍ୱରେ ଥିବା ଏକମାତ୍ର କୃଷି ଓଭରସିୟରଙ୍କ ଅନ୍ୟତ୍ର ବଦଳି କରି ଆଉ ଜଣେ(ନୂତନ) କୃଷି ଓଭରସିୟରଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡ଼ିଛି । ତେଣୁ […]

Read More Text.
Photo for the news of medical

ଖବର ପ୍ରକାଶ ପରେ ନିଯୁକ୍ତି ପାଇଲେ ଡ଼ାକ୍ତର

ଆଗରପଡ଼ା :ଗତ ୯ତାରିଖ ଶୁକ୍ରବାର “ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୨ବର୍ଷ ବିତିଲା;ରୋଗୀସେବା ଦାଇତ୍ୱ ରେ ଆୟୁଷ ଡ଼ାକ୍ତର”ଶୀର୍ଷକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଖବର ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନୈକ ଏମବିବିଏସ ଡ଼ାକ୍ତର ନିଯୁକ୍ତି ପାଇଥିବା ଜଣାପଡ଼ିଛି । ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୧୯୯୨ ମସିହାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ […]

Read More Text.
14

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

ଲକ୍ଷ୍ମୀପୁର : ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ ଘଟିଛ । ମୃତକ ହିଙ୍ଗୁ ମାଣ୍ଡିଙ୍ଗା, ବୁରୁଦି ମାଣ୍ଡିଙ୍ଗା ଓ କଷା ମାଣ୍ଡିଙ୍ଗା ।  ୩ଜଣ ସମ୍ପର୍କରେ ସ୍ବାମୀ, ସ୍ତ୍ରୀ ଓ ନାତୁଣି । ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା।

Read More Text.
13

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ

ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଅସିତ ପାତ୍ରଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା। ସପିଂ କମ୍ପ୍ଲେକ୍ସ, ୫ ଦାମୀ ପ୍ଲଟ, ୭୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିଲା । ସେହିପରି ବ୍ୟାଙ୍କ ଜମା ୬୫ ଲକ୍ଷ, ନଗଦ ୧ ଲକ୍ଷ ୮୫ ଲକ୍ଷ ଠାବ […]

Read More Text.
10

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ, ଜଣେ ଗିରଫ

ପୁରୀ: ବାସେଳି ସାହି ଥାନା ଅଧୀନ ମଶାଣି ଚଣ୍ଡୀ ଛକ ରାସ୍ତାରେ ଘଟିଛି ବୀଭତ୍ସ ହତ୍ୟା । ମଶାଣି ଚଣ୍ଡୀ କମିଟି ସମ୍ପାଦକ ୪୫ ବର୍ଷୀୟ କୁନା ବେହେରାଙ୍କୁ ଲଙ୍କାଗୁଣ୍ଡ ମାଡ଼କରି ଅତି ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଛି । ଗୁରୁବାର ରାତିରେ ଏହି ନାରକୀୟ କାଣ୍ଡ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଥାନାକୁ ଯାଇ ଆତ୍ମସମର୍ପଣ କରିଛି । ଶୁକ୍ରବାର ସକାଳେ ମୃତଦେହ ଜବତ କରିଛି ପୋଲିସ । ଅଟକ ଅଭିଯୁକ୍ତ ସେହି […]

Read More Text.
9

ଆହୁରି ଥରିବ ପାକିସ୍ତାନ, ମୋଦୀ ସରକାର ବଢାଇବେ ପ୍ରତିରକ୍ଷା ବଜେଟ୍‍

ପାକିସ୍ତାନ ବିରୋଧରେ ଅପରେସନ ସିନ୍ଦୂରର ସଫଳତା ପରେ ବଢିପାରେ ପ୍ରତିରକ୍ଷା ବଜେଟ । ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି ମୋଦୀ ସରକାର ପ୍ରତିରକ୍ଷା ବଜେଟକୁ ୫୦ହଜାର କୋଟିକୁ ବୃଦ୍ଧି କରିପାରନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ ୭ଲକ୍ଷ କୋଟି ଟପିବ । ଫେବ୍ରୁଆରୀରେ ଉପସ୍ଥାପିତ ବଜେଟରେ ସେନାବହିନୀଙ୍କ ପାଇଁ ୬ଲକ୍ଷ ୮୧ହଜାର କୋଟିର ବ୍ୟୟବରାଦ ହୋଇଥିଲା । ରିପୋର୍ଟ ଅନୁସାରେ ସଂସଦର […]

Read More Text.
8

ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍, ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର:  ବାଜ୍ୟାପ୍ତି ହେବ ରାଜା ଚକ୍ରର ଅଲିସାନ ଫାର୍ମ ହାଉସ୍ ।  ସିଲ ପରେ ଆରମ୍ଭ ହେଲା ପ୍ରକ୍ରିୟା  । କେନ୍ଦୁଝର ଜିଲ୍ଲା ଗୋପାଳପୁର ମୌଜାରେ ୧୧ ଏକର ପରିମିତ ଜମିରେ ଗଢି ଉଠିଥିବା  ରାଜା ଚକ୍ରର ଫାର୍ମ ହାଉସ୍ ଉପରେ ଚଢ଼ାଉ କରିଥିଲା EOW ।  ସ୍ଥାନୀୟ ପ୍ରଶାସନ ସାହାଯ୍ୟରେ କରାଯାଇଛି ମାପଚୁପ  । ୧୧ ଏକର ଜମି ମଧ୍ୟରୁ ୭.୪ ଏକର ସରକାରୀ ଜମିରେ ଚିଲଡ୍ରେନ ପାର୍କ,  ଅଲିଶାନ ବଙ୍ଗଳା , ସୁଉଚ୍ଚ ତୋରଣ,  ଆମ୍ବ […]

Read More Text.