ରାଉରକେଲାରେ ନକଲି ମୋବିଲ କାରଖାନା ଠାବ, ୨ ଜଣଙ୍କୁ ଅଟକ

ରାଉରକେଲା: ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନକଲି ଇଞ୍ଜିନ ଅଏଲ ତିଆରି କାରଖାନା ଠାବ ହୋଇଛି । ଆସିୟାନା କଲୋନୀର ଏକ ବିଲ୍ଡିଂରେ ତିଆରି ହେଉଥିଲା ଡୁପ୍ଲିକେଟ ମୋବିଲ । ନାମୀ ଦାମୀ ମୋବିଲ କମ୍ପାନୀର ଲୋଗ ଲଗାଇ ବିକ୍ରୀ କରୁଥିଲେ ନକଲି ସାମଗ୍ରୀ । ରାଉଲକେଲା ପୋଲିସ ଦ୍ବାରା ଚଢ଼ାଉ କରାଯାଇ ହଜାର ହାଜାର ମୋବିଲ ବୋଟଲ, ପୋଡା ମୋବିଲ ସହ ନକଲି ମୋବିଲ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖି […]

Read More Text.

କୁଆପଥର ବର୍ଷାର ତାଣ୍ଡବ; ଆଜି ସୁଦ୍ଧା ମୟୂରଭଞ୍ଜ ପୀଡିତଙ୍କୁ ସହାୟତା ମିଳିବ: ରାଜସ୍ବ ମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କୁଆପଥର ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପରିସ୍ଥିତି ଆକଳନ କରିବା ପାଇଁ ବାଙ୍ଗିରିପୋଷିର ମହୁଲବାରେଳି ଏବଂ ସାରସପୋଷି ପରି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେ ସନ୍ଧ୍ୟା ସୁଦ୍ଧା ପୀଡିତଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ଷୟକ୍ଷତି ସମୀକ୍ଷା ସମୟରେ ରାଜସ୍ବ ମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । […]

Read More Text.

ସରଣ୍ଡା ଜଙ୍ଗଲରେ ପୁଣି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: CRPFର ସବ୍ ଇନସ୍ପେକ୍ଟର ସହିଦ

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ CRPFର ଜଣେ ସବ୍ ଇନସ୍ପେକ୍ଟର ସହିଦ । ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ନକ୍ସଲମାନେ ପୁଣି ଥରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷା ବାହିନୀକୁ ଟାର୍ଗେଟ୍ କରିଛନ୍ତି । ଏଥିରେ CRPFର ଜଣେ ସବ୍ ଇନସ୍ପେକ୍ଟର ସୁନୀଲ କୁମାର ମଣ୍ଡଳ ସହିଦ ହୋଇଛନ୍ତି । ଯବାନ ପାର୍ଥ ପ୍ରତୀମ ଦେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ସରଣ୍ଡା ଜଙ୍ଗଲର ମାରାଙ୍ଗପୋଙ୍ଗାଠାରେ ନକ୍ସଲ ବିରୋଧୀ ଅଭିଯାନ ଚାଲିଥିବା ବେଳେ ହଠାତ […]

Read More Text.

ଚଳନ୍ତା ଟ୍ରେନ ରୁ ଖସିପଡି ଯୁବକ ଗୁରୁତର

ବାରିପଦା: ଟାଟା – ବାଦାମ ପାହାଡ଼ ମେମୁ ଟ୍ରେନରୁ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଜନୈକ ଯୁବକ ଚଳନ୍ତା ଟ୍ରେନ ରୁ ଖସିପଡି ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀବେଡା ଗ୍ରାମ ୧୧ ଓ୍ବାର୍ଡ ର ମନମିତ ଓଵେରାଇ ଟାଟାନଗରୁ ସକାଳେ ଟାଟା- ବାଦାମ ପାହାଡ଼ ତେଣୁ ଟ୍ରେନରେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣଗୋଡ ଆଣ୍ଠୁ ତଳକୁ […]

Read More Text.

କାଳବୈଶାଖୀରେ କ୍ଷତିଗ୍ରସ୍ତଙ୍କୁ ସଠିକ କ୍ଷତିପୂରଣ ଦିଅ: ସିପିଆଇ

ବାରିପଦା: ଗତ ୨୦ ତାରିଖ ଗୁରୁବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଜିଲ୍ଲାର ବାଙ୍ଗିରିପୋଷି, ବିଷୋୟୀ,ସାରସକଣା,କୁଳିଅଣା ବ୍ଲକ୍ ର ଅଧିକାଂଶ ଅଂଚଳରେ ଓଜନିଆ କୁଆପଥର ବର୍ଷା ହୋଇଛି। ଯାହାଫଳରେ ଛାତ ଘର ବ୍ୟତୀତ ଅନ୍ୟ ସବୁ ଘର ନଷ୍ଟ ହୋଇଛି। ଚାଷୀର ଚାଷ ଉଜୁଡି ଯାଇଛି। ମଣିଷ ସମେତ ଗୃହ ପାଳିତ ପଶୁ ଖୋଲା ଆକାଶ ତଳେ ରହୁଛନ୍ତି। ସ୍ଥାନୀୟ ପ୍ରଶାସନର ଅବହେଳା ଲୋକଙ୍କୁ ରାଜରାସ୍ତାକୁ ଟାଣିଛି। ଖୟଖତିର ସଠିକ ଆକଳନ କରାଯାଇ କ୍ଷତିପୂରଣ ଦେବା, ନଷ୍ଟ […]

Read More Text.

ବଜ୍ରପାତରୁ ଅଗ୍ନିକାଣ୍ଡ, ପଶୁ ଜୀବନ୍ତ ଦଗ୍ଧ

ଆଗରପଡ଼ା :ଗତ ଶୁକ୍ରବାର ରାତିରୁ ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗିରହିଛି । କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି । ବଡ଼ଗଛମାନ ଉପୁଡ଼ି ପଡ଼ି ରାସ୍ତା ଉପରେ ପଡ଼ିବାରୁ ଗାଡ଼ିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଗରପଡ଼ା-ଆନନ୍ଦପୁର ରାସ୍ତା କାନପୁର ଚେକଗେଟ୍ ନିକଟସ୍ଥ ରାସ୍ତା ଉପରେ ବଡ଼ଗଛ ଉପୁଡ଼ି ପଡ଼ିଥିଲା ଯଦ୍ଦ୍ୱାରା ଏଠାରୁ ହଦଗଡ଼, ବଉଳା, ଆନନ୍ଦପୁର ଆଦି ସ୍ଥାନକୁ ଯାନବାହନ ଚଳାଚଳ ବ୍ୟାହତ ହୋଇ ପଡ଼ିଥିଲା । ଗଛକାଟି ରାସ୍ତା […]

Read More Text.

ବଦଳିଲା ବନ୍ତ ତହସିଲ କାର୍ଯ୍ୟାଳୟ ରୂପରେଖ, କର୍ମଚାରୀ ଅଭାବ ପୂରଣ ନେଇ ପ୍ରଶ୍ନବାଚୀ

ଆଗରପଡ଼ା :ବନ୍ତ ବ୍ଲକ ସଦର ମହକୁମାରେ ଥିବା ବନ୍ତ ତହସିଲର ପ୍ରତିଷ୍ଠାକୁ ଇତି ମଧ୍ୟରେ ୨୮ ବର୍ଷ ପୂରିବା ସହ ନୂତନ ଗୃହ ନିର୍ମାଣର ଶୁଭ ଉଦ୍‌ଘାଟନକୁ ୧୫ବର୍ଷ ପୂରିବାକୁ ବସିଥିଲେ ସୁଦ୍ଧା ଏହାର ରୂପରେଖରେ କୌଣସି ପରିବର୍ତ୍ତନ ହୋଇପାରୁନଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା । କିନ୍ତୁ ବର୍ତ୍ତମାନ ଉକ୍ତ କାର୍ଯ୍ୟାଳୟର ନବକଳେବର ହେଉଥିବାରୁ ବହୁ ବର୍ଶ ପରେ ଏହାର ରୂପରେଖରେ ପରିବର୍ତ୍ତନ ହୋଇଛି । କିନ୍ତୁ ଆବଶ୍ୟକୀୟ କର୍ମଚାରୀ ନଥିବାରୁ ଏହାର ଅଭାବ ପୂରଣକୁ […]

Read More Text.

ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜାତୀୟ ସଙ୍ଗୀତକୁ ଅସମ୍ମାନ କରିଛନ୍ତି। ଏକ କ୍ରୀଡା କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଗାନ କରାଯାଉଥିବାବେଳେ ନୀତୀଶ ସାବ୍‌ଧାନ ସ୍ଥିତିରେ ରହିବା ପରିବର୍ତ୍ତେ ଏପଟ ସେପଟ ହେଉଥିବା ଦେଖାଯାଇଛି। ଜାତୀୟ ସଙ୍ଗୀତକୁ ନୀତୀଶ ଅସମ୍ମାନ କରିବା ସମ୍ପର୍କିତ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି। ଏହାକୁ ନେଇ ବିରୋଧୀ ଆରଜେଡି ନୀତୀଶଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କହିଛନ୍ତି ଯେ ନୀତୀଶ ମାନସିକସ୍ଥିତିକୁ […]

Read More Text.

ଗତିଶୀଳ ବିବିଧତା ଭାରତର ଭାଷାଗତ ପରମ୍ପରାର ସୌନ୍ଦର୍ଯ୍ୟ – ରାଜ୍ୟପାଳ

ଭୁବନେଶ୍ୱର: ଗତିଶୀଳ ବିବିଧତା ହେଉଛି ଭାରତର ସମୃଦ୍ଧ ଭାଷା ପରଂପରାର ସୌନ୍ଦର୍ଯ୍ୟ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌‌ପାଟି କହିଛନ୍ତି। ଭୁବନେଶ୍ୱରଠାରେ ୧୧ତମ କଳିଙ୍ଗ ସାହିତ୍ୟ ମହୋତ୍ସବକୁ ଉଦ୍‌‌ଘାଟନ କରି ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦ୍‌‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ସୃଜନଶୀଳତା କ୍ଷେତ୍ରରେ ଭାରତ କେବେ ଭାଷା ପ୍ରତି ଅସହିଷ୍ଣୁ ଏବଂ ସଂକୀର୍ଣ୍ଣର୍ ମନୋଭାବ ରଖିନାହିଁ। ଆମର ସଭ୍ୟତା ସର୍ବଦା ବୌଦ୍ଧିକ ସ୍ୱାଧୀନତାକୁ ଗ୍ରହଣ କରିଛି ଏବଂ ସାଂସ୍କୃତିକ ବିବିଧତାକୁ ସ୍ୱୀକାର […]

Read More Text.

ଡିସେମ୍ବର ୯ରେ ବାରବାଟୀରେ ମ୍ୟାଚ୍‌‌, ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍‌‌ ଖେଳିବ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର-ଡିସେମ୍ବର ମାସରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚଟି ଟି-୨୦ ଏବଂ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ। ଏନେଇ ଦକ୍ଷିଣ ଆଫ୍ରିକା ଦଳର ଭାରତ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଡିସେମ୍ବର ୯ରେ ବାରବାଟୀରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ମ୍ୟାଚ ଅନୁଷ୍ଠିତ ହେବ। ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ଟି-ଟ୍ୱେଣ୍ଟି ମ୍ୟାଚ୍‌‌ ଖେଳିବ। ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌‌ ବାରବାଟୀରେ ଖେଳାଯିବ। ଏହି ଟି-ଟ୍ବେଣ୍ଟି ସିରିଜ୍ ଡିସେମ୍ବର ୯ରୁ […]

Read More Text.