IMG 20260625 WA0121

 ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସ୍ନାନଯାତ୍ରା ଓ ରଥଯାତ୍ରା କାର୍ଯ୍ୟକ୍ରମର ଶୃଖଂଳିତ ସମ୍ପାଦନ ଉପରେ ଗୁରୁତ୍ୱlରୋପ ବାରିପଦା : ଚଳିତ ବର୍ଷ ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ରଥଯାତ୍ରା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା ନିମନ୍ତେ ଉପଖଣ୍ଡ ପ୍ରଶାସନ ତତ୍ତ୍ୱlବଧାନରେ ରାଇରଙ୍ଗପୁର ଦେବତ୍ତର ବିଭାଗ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ  ସମ୍ମିଳନୀ କକ୍ଷଠାରେ  ଲୋକସଭା ସାଂସଦ ତଥା ଚଳିତ ବର୍ଷ ରାଇରଙ୍ଗପୁର ରଥଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଉକ୍ତ […]

Read More Text.
25bbs 71 25062026 112 2026 06 25 20 27

ୟୁରୋପରେ ଭୀଷଣ ଗ୍ରୀଷ୍ମପ୍ରବାହ, ୭୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ୟୁରୋପ ଏବେ ଏକ ଐତିହାସିକ ଗ୍ରୀଷ୍ମଲହରିର ସମ୍ମୁଖୀନ ହେଉଛି। ଭୀଷଣ ଗ୍ରୀଷ୍ମପ୍ରବାହରେ ୟୁରୋପରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଫ୍ରାନ୍ସ ଓ ବ୍ରିଟେନ ସହିତ ଅନେକ ଦେଶରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଏହାର ପ୍ରଭାବ ଜନଜୀବନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଶକ୍ତି କ୍ଷେତ୍ର ଉପରେ ପଡ଼ିଛି। ବୈଜ୍ଞାନିକମାନେ କହୁଛନ୍ତି, ଜଳବାୟୁ ପରିବର୍ତ୍ତନ ଏହି ଗ୍ରୀଷ୍ମଲହରିକୁ ଅଧିକ ତୀବ୍ର ଓ ଅଧିକ ବାରମ୍ବାର କରୁଛି। ଫ୍ରାନ୍ସରେ ତାପମାତ୍ରା ୪୪.୩ ଡିଗ୍ରି […]

Read More Text.
Passport

ବିଦେଶ ଯାତ୍ରା ପାଇଁ ପାସପୋର୍ଟ ଏକ ଦସ୍ତାବିଜ୍, ନାଗରିକତ୍ବର ପ୍ରମାଣପତ୍ର ନୁହେଁ

ନୂଆଦିଲ୍ଲୀ : ପାସପୋର୍ଟ ଯାତ୍ରା ପାଇଁ ଏକ ଦସ୍ତାବିଜ୍, ନାଗରିକତ୍ୱର ପ୍ରମାଣ ନୁହେଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାସପୋର୍ଟ ହେଉଛି ମୁଖ୍ୟତଃ ବିଦେଶ ଯାତ୍ରା ପାଇଁ ଏକ ଦସ୍ତାବିଜ୍ । ଏହା ନାଗରିକତ୍ୱର ପ୍ରମାଣ ପତ୍ର ନୁହେଁ । ୧୪ତମ ପାସପୋର୍ଟ ସେବା ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମରେ କୁହାଯାଇଛି । ପାସପୋର୍ଟ କେବଳ ଭାରତୀୟ ନାଗରିକଙ୍କୁ ଦିଆଯାଏ । ଜନ୍ମ ପ୍ରମାଣପତ୍ର ଆଦି ଦସ୍ତାବିଜ୍ ଯାଞ୍ଚ କରି ସରକାର […]

Read More Text.
Venezuela 750x430

ଭେନେଜୁଏଲାରେ ତାଣ୍ଡବ ରଚିଲା ଭୂମିକମ୍ପ, ୧୬୪ ମୃତ

ଭେନେଜୁଏଲା: ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭେନେଜୁଏଲାର ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା । ଦୁଇଟି ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧ ହଜାରରୁ ଅଧିକ ଆହତ ହୋଇଛନ୍ତି । ଧ୍ୱଂସାବଶେଷ ତଳେ ବହୁ ଲୋକ ଫସି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ବିପନ୍ନଙ୍କୁ ଉଦ୍ଧାର ପାଇଁ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅଭିଯାନ ଆରମ୍ଭ ହୋଇଥିବା ବେଳେ […]

Read More Text.
Vigilance

ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ, ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ

ଯାଜପୁର : ଷ୍ଟ୍ରିଟ୍ ଲାଇଟ୍ ପ୍ରକଳ୍ପରେ ବଡ଼ ଦୁର୍ନୀତି ଅଭିଯୋଗ ଘଟଣା ରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ଯାଞ୍ଚ ଜାରି । ଆଜି ଦ୍ଵିତୀୟ ଦିନରେ ଯାଜପୁର ଜିଲ୍ଲାର ୮ ଟି ବ୍ଲକ ଅଞ୍ଚଳରେ ଭିଜିଲାନ୍ସ ବିଭାଗର ଯାଞ୍ଚ ସହ ଚଢ଼ାଉ ଜାରି ରହିଛି । ଜିଲ୍ଲାରେ ମୋଟ ୮ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ଯାଞ୍ଚ କରାଉଛି। ଗତକାଲି ବଡଚଣା ବ୍ଲକ ର ୧୦ଟି ପଞ୍ଚାୟତରେ ଯାଞ୍ଚ ହୋଇଥିବା ବେଳେ ଆଜି ଜିଲ୍ଲାର ୮ଟି ବ୍ଲକ […]

Read More Text.
56 4 1 e1782398975528 300x160

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର : ଶେଷ ହେଲା ସବୁ କଳ୍ପନାଜଳ୍ପନା। ବିଜେଡିରେ ମିଶିଲେ ସୁଜାତା ଆର୍ କାର୍ତ୍ତିକେୟନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭି କେ ପାଣ୍ଡିଆନ୍ ଙ୍କ ପତ୍ନୀ ସୁଜାତା ବିଜୁ ଜନତା ଦଳରେ ଯୋଗ ଦେଲେ। ଶଙ୍ଖ ଭବନରେ ବିଜୁ ଜନତା ଦଳର ବଡ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁଯାୟୀ, ଆଜି ଶଙ୍ଖ ଭବନରେ ପହଞ୍ଚିବା ପରେ ସୁଜାତାଙ୍କୁ ବିଜେଡିର ଅନେକ ବରିଷ୍ଠ ନେତ୍ରୀ ତାଙ୍କୁ ପାଛୋଟି ନେଇଥିଲେ। ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ […]

Read More Text.
Ganjam

ସିଙ୍ଗପୁରରେ ବାଣ ବିସ୍ଫୋରଣ: ପୁଅ ମୃତ, ବାପା ଓ ମାଆ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁରରେ ବାଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲାବେଳେ ବାପା ଓ ମାଆ ଗୁରୁତର ଥିବା ଜଣାପଡିଛି । ମେଡିକାଲରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ସିଙ୍ଗପୁର ଗାଁର ଆକାଶ ଦାସ l ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା  l ଯାହା ଦ୍ୱାରା ଏହି […]

Read More Text.
IMG 20260624 WA0166

 ବ୍ଳକ୍ ସ୍ତରୀୟ ବିକାଶଧାରା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅନୁସୂଚିତ ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ

ବାରିପଦା : ମୟୂରଭଂଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ରେ  ବ୍ଳକ ସ୍ତରୀୟ  ବିକାଶ ଧାରା, ଓଡ଼ିଶା ସାରା କାର୍ଯ୍ୟକ୍ରମର ପ୍ରଥମ ଦିନରେ ଅନୁସୂଚିତଜାତି , ଅନୁସୂଚିତ ଜନଜାତି ଏବଂ ସଂଖ୍ଯାଲଘୁ ଓ ପଛୁଆ ବର୍ଗ ସମ୍ବାଦ ଓ ଆକାଂକ୍ଷା କାର୍ଯ୍ୟକ୍ରମ  ବିଡିଓ  ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ପୌରହିତ୍ୟରେ ଆଜି ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ଏବଂ ସମ୍ମାନିତ ଅତିଥି ଭାବେ  ବିଧାୟକ ଜଲେନ ନାଏକ […]

Read More Text.
IMG 20260623 WA0238

ଚାଷୀଙ୍କ ପାଇଁ ସାର ସଙ୍କଟ ସାଜିଛି ସରକାରଙ୍କ କ୍ୟୁଆର୍ କୋଡରେ ଅର୍ଥ ପେମେଣ୍ଟ

ବାମନଘାଟୀ ଉପଖଣ୍ଡରେ ସାର ନ ପାଇ ଚାଷୀ ହନ୍ତସନ୍ତ ବାରିପଦା : ସରକାରଙ୍କ ଅଜବ ଗଜଵ ନୀତି ।କୋ – ଅପେରେଟିଭ୍ ସଂସ୍ଥାର କ୍ଯୁଆର୍ କୋଡରେ  ଚାଷୀ ଟଙ୍କା ପେମେଣ୍ଟ କଲେ ଲ୍ଯାମ୍ପରୁ ସାର ମିଳିବ  ବୋଲି ସରକାର ସୂଚନା ଦେଇଛନ୍ତି।ସୂଚନାଯୋଗ଼୍ଯ ପବିତ୍ର ଅକ୍ଷୀ ତୃତୀୟାରୁ ଚାଷୀମାନେ ହଳ କାମ ଆରମ୍ଭ କରି ଦେଇଛନ୍ତି ।ଆଷାଢ଼ ମାସ ଆରମ୍ଭ ହୋଇଛି ।ଅପରପକ୍ଷରେ ସରକାରଙ୍କ ଅଜବ ଗଜଵ ନୀତି ଯୋଗୁଁ ଚାଷୀ ପାଉ ନାହାଁନ୍ତି ସାର ।ସାର ସମସ୍ଯାରେ ଜର୍ଜରିତ […]

Read More Text.
Kolkata roof collapse 1024x576

ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ୬ ଶ୍ରମିକ ମୃତ

କଲକାତା : କଲକାତା ତାରାତାଲା ଅଞ୍ଚଳରେ ବଡ ଅଘଟଣ।ବୁଧବାର ଏକ ନିର୍ମାଣାଧୀନ ତିନି ମହଲା ଗୋଦାମ ଘର ଭୁଶୁଡ଼ି ପଡ଼ିବାରୁ ୬ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିବା ସହ ୪୦ରୁ ଅଧିକ ଲୋକ ଫସିଥିବା ଆଶଙ୍କା କରାଯାଉଛି। ଏନ୍‌ଡିଆରଏଫ, ଏସ୍‌ଡିଆରଏଫ, ପୁଲିସ୍ ଓ ଅଗ୍ନିଶମ ବାହିନୀ ସହିତ ସେନାର ଯବାନମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଉଦ୍ଧାର ହୋଇଥିବା ୨୧ ଜଣ ଶ୍ରମିକଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରଥମ ମହଲା […]

Read More Text.