ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ
ରାୟଗଡ଼ା: ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଫାଣ୍ଡି ବଂଶଧାରା ନଦୀପୋଲ ଉପରେ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ କଇଠ ପଦରର ଗ୍ରାମର ବୁଲୁ ଶବର, ସୁବ୍ରତ ଶବର । ଏବଂ ଅନ୍ୟ ଜଣେ ଜଗନ୍ନାଥପୁର ଗାଁର ବାଳକୃଷ୍ଣ ଆରକା । ୩ ଜଣ ବାଇକରେ ଠାକୁରାଣୀ ଯାତ୍ରା ଦେଖିବାକୁ ଗଲାବେଳେ ଦୁର୍ଘଟଣା ଘଟିଥିଲା । ପୋଲିସ […]
Read More Text.