ରଖେ ହରି ମାରେ କିଏ? ଶିଶୁକୁ ଛାଡି ମା’ ର ଜୀବନ ନେଲା ଗଜରାଜ
ବାରିପଦା: ପେଟପାଟଣା ପାଇଁ ଜଙ୍ଗଲ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଶିଶୁ ପୁତ୍ରର ମା। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବନଖଣ୍ଡ ଅଧିନ ଗାରଗାଡି ବିଟ୍ ଅଧିନସ୍ଥ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଜଙ୍ଗଲକୁ କାଠି ପତ୍ର ଆଣିବାକୁ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ମହିଳା । ସୌଭାଗ୍ୟ ବସତଃ ତାଙ୍କର ଏକବର୍ଷର ଶିଶୁ ପୁତ୍ର ରକ୍ଷା ପାଇଯାଇଛି। ସୂଚନା ମୁତାବକ ବିଶୋଇ ଥାନା ଅନ୍ତର୍ଗତ ଲୁହାକାନି ପଞ୍ଚାୟତର କାଶିପେଣ୍ଟ […]
Read More Text.