ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣର ୫ ମ ବାର୍ଷିକ ୪ ଦିବସୀୟ ବିଶ୍ବ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି ସଂପନ୍ନ

ବାରିପଦା – ସୃଷ୍ଟି ସର୍ଜନାରେ ଯଜ୍ଞର ଭୂମିକା ଅନନ୍ୟ ।ତେତିଶ କୋଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ଏବଂ ଆମ ପରିବେଶକୁ ପାବନମୟ କରିବା ଭୂମିକା ଯଜ୍ଞ ହିଁ ନେଇଥାଏ ।ଆବାହମାନ ପୌରାଣିକ ଯୁଗରୁ, ରାମାୟଣ,ମହାଭାରତ ଯୁଗରୁ ତଥା ରାଜାରୁଜୁଡା ଅମଳରୁ ବହୁ ବଡ଼ ଯଜ୍ଞ ଆୟୋଜନ ହୋଇଆସୁଛି ।ଯଜ୍ଞ ଆୟୋଜନ କରିଵାର‌ଏକମାତ୍ର ଉଦେଶ୍ୟ ସମସ୍ତ ଜୀବଜଗତର ପ୍ରାଣୀ ଅନ୍ନରୁ ଉତ୍ପନ୍ନ ହୁଅନ୍ତି,ଅନ୍ନର ଉତ୍ପତ୍ତି ଵୃଷ୍ଟିରୁ ହୁଏ,ବୃଷ୍ଟି ଯଜ୍ଞ ରୁ ହୁଏ ଏବଂ ଯଜ୍ଞ ବିହିତ କର୍ମରୁ ଉତ୍ପନ୍ନ […]

Read More Text.

ବନ୍ତ ବ୍ଲକ କାଦବରାଙ୍ଗ ଠାରେ ବିଜେଡି ପକ୍ଷରୁ ଉତ୍କଳଦିବସ ପାଳିତ

ଆଗରପଡ଼ା: ବନ୍ତ ବ୍ଲକ କାଦବରାଙ୍ଗ ଠାରେ ବିଜୁ ଜନତାଦଳ ପକ୍ଷରୁ ଉତ୍କଳଦିବସ ପାଳିତ ହୋଇଯାଇଛି ।ଏଥିରେ ବିଧାୟକ ସଂଜୀବ ମଲ୍ଲିକ ଯୋଗଦେଇ ଡ.ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକଙ୍କ ପରି ଯୋଗଜନ୍ମାଙ୍କ ଆର୍ଦଶରେ ଅନୁପ୍ରାଣୀତ ହେବାକୁ ପରାମର୍ଶ ଦେବା ସହ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା, ବନ୍ତବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଯୁବନେତା ସତ୍ୟସାଧନ ବେଜ, ଲାଲା ସ୍ୱାଇଁ, ଲକ୍ଷ୍ମୀକାନ୍ତ ମହାନ୍ତି,ଜଇନୁଲ୍ ଆବେଦିନ ପ୍ରମୁଖଙ୍କ […]

Read More Text.

ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳଦିବସ

ଆଗରପଡ଼ା :ଆଗରପଡ଼ା ଆଂଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ରାମଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ଶତପଥୀ, ପୂର୍ବତନ ସଭାପତି ଫକୀର ଚରଣ ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ବରପୁତ୍ରମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ମହାନ୍ତି,ସୀତାରାମ ଉଦଗାତା,ଶଙ୍କର୍ଷଣ ନାୟକ, ପ୍ରଫୁଲ୍ଲ ସାମଲ, ଗୋପବଂଧୁ ପାଣିଗ୍ରାହୀ, ପ୍ରମୋଦ ସିଂହ, ପ୍ରହ୍ଲାଦ ଦାସ,ଉର୍ମିଳା ଜେନା, ଏମଡି ଇସ୍ଲାମ, ଗୋଲକ ସାହୁ […]

Read More Text.

ଉତ୍କଳଦିବସରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ଆଗରପଡ଼ା :ଉତ୍କଳଦିବସ ଅବସରରେ ଆଗରପଡ଼ାର ବିଭିନ୍ନ ସ୍ଥାନରେ ଥିବା ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ବିଭିନ୍ନ ବର୍ଗର ଲୋକମାନେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଜିଲ୍ଲାପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡ଼େଇ, ସରପଞ୍ଚ ପ୍ରକାଶ ବିଶ୍ୱାଳ,ନିହାର ରଂଜନ ପଣ୍ଡା, ସମିତିସଭ୍ୟ ନିର୍ମିଳ ନାୟକ,ଯୁବନେତା ସତ୍ୟସାଧନ ବେଜ,ବସନ୍ତ ପତି, ଅଶୋକ ପାଣିଗ୍ରାହୀ, ସପନ ସିଂହ, ଦିପକ ମହାନ୍ତି,ଜଇନୁଲ ଆବେଦିନ୍‌, ପଦ୍ମଲୋଚନ ନାଥଶର୍ମା ପ୍ରମୁଖ ସାମିଲ ଥିଲେ ।

Read More Text.

ଏପ୍ରିଲରେ ନିଆଁ ବର୍ଷିବ, ଜୁନ ଯାଏ ଦେଶ ବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମତାପ

ଭୁବନେଶ୍ବର : ଏପ୍ରିଲରେ ନିଆଁ ବର୍ଷିବ। ଅସହ୍ୟ ତାତି ଅନୁଭୂତ ହେବ। ରାଜ୍ୟରେ ଗ୍ରୀଷ୍ମଲହରୀ ସ୍ବାଭାବିକରୁ ଅଧିକ ଦିନ ରହିବ; ପ୍ରଚଣ୍ଡ ଖରା ହେବ। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଅଧିକ ରହିବ। ଉପକୂଳବର୍ତ୍ତୀ ଜିଲାରେ ତାତି ସାମାନ୍ୟ କମ୍ ରହିପାରେ। ଚଳିତ ମାସରେ ଆଭ୍ୟନ୍ତରୀଣ କାଳବୈଶାଖୀ ଜନିତ ଝଡ଼ବର୍ଷା କମ ରହିବାର ସମ୍ଭାବନା ଥିବାବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ପରିମାଣ ଅଧିକ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଆସନ୍ତା ୫ରୁ ୬ […]

Read More Text.

ରାଉରକେଲା ପ୍ରଶାସନ ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳିତ

ରାଉରକେଲା: ରାଉରକେଲା ପ୍ରଶାସନ ପକ୍ଷରୁ ଉତ୍ସାହ ଉଦ୍ଦୀପନାର ସହ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଏହିଅବସରରେ ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସକାଳେ ଏକ ଶୋଭାଯାତ୍ରା ଆମ୍ବେଦକର ଛକରୁ ବାହାରି ମଧୁସୂଦନ ମାର୍ଗଠାରେ ଥିବା ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ନିକଟରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ, ସ୍କୁଲ କଲେଜର ଛାତ୍ରଛାତ୍ରୀ ଭାଗନେଇଥିଲେ। ମଧୁସୂଦନ ମାର୍ଗରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର […]

Read More Text.

୩୦ ଜଣ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପାହ୍ୟାକୁ ପଦୋନ୍ନତି

ଡେସ୍କ: ୩୦ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କୁ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ମିଳିଛି। ପ୍ରଶାସନିକ ସେବା (ନିଯୁକ୍ତି) ନିୟମ, ୧୯୫୪ ଅନୁଯାୟୀ ଜାରି କରାଯାଇଥିବା ଏହି ପଦୋନ୍ନତି ୨୦୨୩ ଏବଂ ୨୦୨୪ର ଚୟନିତ ତାଲିକା ପାଇଁ ଉପଲବ୍ଧ ଖାଲି ସ୍ଥାନ ସହିତ ସମାନ। ବିଜ୍ଞପ୍ତି ଅନୁଯାୟୀ, ଆଇଏଏସ୍ (ପଦୋନ୍ନତି ଦ୍ୱାରା ନିଯୁକ୍ତି) ନିୟମାବଳୀ, ୧୯୫୫ର ନିୟମ ୯(୧) ଅନୁଯାୟୀ ଏହି ଅଧିକାରୀମାନଙ୍କୁ ଚୟନ କରାଯାଇଛି। ଚୟନ ତାଲିକା ୨୦୨୩ ପାଇଁ ପଦୋନ୍ନତି ପାଇଥିବା ଅଧିକାରୀଙ୍କ […]

Read More Text.

‘ନ୍ୟାୟ ନ ମିଳିଲେ ଯାତ୍ରା ଜଗତରୁ ସନ୍ୟାସ ନେବି, ପ୍ରମାଣ ଦେଲେ ୩ ବର୍ଷ ବିନା ପାରିଶ୍ରମିକରେ ଅଭିନୟ କରିବି’

ଭୁବନେଶ୍ୱର,୧।୪: ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ ଘଟଣାରେ ନୂଆ ମୋଡ଼ ନେଇଛି। ସେ ଥାନାରେ ଏତଲା ଦେଇ କହିଛନ୍ତି, କୌଣସି ପରିସ୍ଥିତିରେ ମାଡ ପରେ ତୁଳସୀରେ କାମ କରିବେ ନାହିଁ । ତେବେ ଜୀବନର ସୁରକ୍ଷା ପାଇଁ ବାଲିଚନ୍ଦ୍ରପୁର ଥାନାକୁ ନ ଯାଇ ଅନଲାଇନରେ ଏତଲା ଦେଲେ । ସେ କଳାକାର ମହସଂଘ ଓ ବରିଷ୍ଠ କଳାକାରଙ୍କ ସହ କଥା ହେବା ପରେ ଆଇନର ଆଶ୍ରୟ ନେଇଛନ୍ତି । ସେ କହିଛନ୍ତି ନ୍ୟାୟ ନ […]

Read More Text.

ବନକଲାଗି ନୀତି: ଆସନ୍ତାକାଲି ଜଗାଙ୍କୁ ୫ଘଣ୍ଟା ଦର୍ଶନ କରିପାରିବେନି ସାଧାରଣ ଦର୍ଶକ

ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତି ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଚୈତ୍ର, ଶୁକ୍ଲ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏହା ପରଠାରୁ ପୁଣି ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ କରାଯିବ। ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏହି ସୂଚନା ଦିଆଯାଇଛି। ବନକଲାଗି […]

Read More Text.

ବିଫଳ ହେଲା ଯୋଜନା: ୧୩ ମାଓବାଦୀ ଗିରଫ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ପୁଲିସକୁ ମିଳିଛି ପୁଣି ସଫଳତା। ଆଜି ୧୩ ଜଣ ମାଓବାଦୀ ବିଜାପୁର ପୁଲିସ ଗିରଫ କରିଛି। ବିଜାପୁର ଜିଲ୍ଲା ପୁଲିସ ବିଭିନ୍ନ ଥାନା ଅଂଚଳରେ ଚଢାଉ କରାଯାଇ ଏମାନଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି। ଏମାନଙ୍କ ମଧ୍ୟରୁ ଜଣକ ନାମରେ ଏକ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଏମାନେ ଉସୁର ଥାନାର ପୁଲିସ ପାର୍ଟି ଉପରେ ବୋମା ବିସ୍ଫୋରଣ କରିବା ନେଇ ୭ ଜଣ ନକ୍ସଲ ନାମରେ କେଶ ରହିଛି। ସେହିପରି ମାରୁଡବାକା […]

Read More Text.