ଆଦିବାସୀ ଙ୍କ ସିର୍ପା ସୋଳେ (ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ
ବାରିପଦା: ମୟୁରଭଞ୍ଜର ବାମନଘାଟି ଉପଖଣ୍ଡ ଅଂଚଳରେ ଆଦିବାସୀମାନେ ବେଶ କିଛି ବର୍ଷ ଧରି ଭିନ୍ନ ଏକ ପରମ୍ପରାକୁ ଆଦରି ନେଇଛନ୍ତି l ଯାହାକି ପୁରସ୍କାର ଭୋଜିଖିଆ ଉତ୍ସବ ନାମରେ ଅଞ୍ଚଳବାସୀମାନଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇଅଛି l ବିଶେଷ ବିଭିନ୍ନ ଗ୍ରାମରେ ବସବାସ କରୁଥିବା ସାନ୍ତାଳ, ମୁଣ୍ଡା ଆଦିବାସୀ ଗୋଷ୍ଠୀ ଏହାକୁ ଆୟୋଜନ କରିବାରେ ଅଧିକ ଆଗ୍ରହ ଦେଖାଇ ଆସୁଛନ୍ତି l ଗ୍ରାମର ଯୁବକମାନେ ଫୂଟବଲ ପ୍ରତିଯୋଗିତା କିମ୍ବା ଆଦିବାସୀ ଡ୍ରାମା ପ୍ରତିଯୋଗିତାରେ ପୁରୁସ୍କୃତ ହୋଇ ମେଣ୍ଢା, ଖାସି […]
Read More Text.