11

୧୮୩ ଟଙ୍କା ହ୍ରାସ ପାଇଲା ବାଣିଜ୍ୟିକ ସିଲିଣ୍ଡର ଦାମ୍

ନୂଆଦିଲ୍ଲୀ: ମାସର ପ୍ରଥମ ଦିନରେ ଗ୍ରାହକଙ୍କୁ ଖୁସି ଖବର। ସରକାର ୧୯ କେଜି ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୮୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହି ହ୍ରାସ ପୂର୍ବ ମୂଲ୍ୟ ୩,୧୧୩.୫୦ ଟଙ୍କାରୁ ହ୍ରାସ ପାଇ ୨୯୩୦ ଟଙ୍କା ହୋଇଛି। ଅପରପକ୍ଷରେ ୧୪.୨ କେଜି ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଚଳିତ ବର୍ଷ ପ୍ରଥମ ଥର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି। ଜାନୁଆରୀ ୨୦୨୬ରେ ଦିଲ୍ଲୀରେ ମୂଲ୍ୟ ୧୬୯୧.୫୦ ଟଙ୍କା ଥିଲା, ଯାହା ଜୁନ୍ […]

Read More Text.
PM Modi President Pezeshkian

ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସଲାମିକ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ମହାମହିମ ଡକ୍ଟର ମାସୁଦ ପେଜେଶକିୟାନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି। ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀଙ୍କୁ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଏବଂ ଆଗକୁ ବଢ଼ିବାର ଉପାୟ ବିଷୟରେ ସୂଚନା ଦେଇଛନ୍ତି। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ବୁଝାମଣାକୁ ସ୍ୱାଗତ କରି କହିଛନ୍ତି ଯେ ସମସ୍ତ ପ୍ରସଙ୍ଗ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମାଧାନ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଏବଂ ସ୍ଥିରତା ସୁନିଶ୍ଚିତ […]

Read More Text.
Police

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା

ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ SI ପରୀକ୍ଷା ଦେଇପାରିବେ । ବିଜ୍ଞପ୍ତି ପ୍ରକାଶ ପରେ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନଙ୍କୁ ମଧ୍ୟ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ସିଲାବସ୍‌ କିମ୍ବା ପରୀକ୍ଷା ପାଟର୍ନରେ କୌଣସି ପରିବର୍ତ୍ତନ ହେବନି […]

Read More Text.
Book jo

ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ : ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ସ୍ପଷ୍ଟ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍. ଥିରୁମାଲା ନାୟକ। ତ୍ରୁଟିର ଏବେ ତର୍ଜମା ଚାଲିଛି । ଖୁବଶୀଘ୍ର ପିଲାଙ୍କୁ ନୂଆ ବହି ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଏନ୍. ଥିରୁମାଲା ନାଏକ । କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ SCERT ପକ୍ଷରୁ ଓସେପା ଜରିଆରେ […]

Read More Text.
Doctor c

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଆନ୍ଦୋଳନ, କଳାବ୍ୟାଜ ପିନ୍ଧି କରୁଛନ୍ତି ରୋଗୀ ସେବା

ଭୁବନେଶ୍ବର: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ । ଜାତୀୟ ଡାକ୍ତର ଦିବସରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ଅନିର୍ଦ୍ଦିଷ୍ଟକାଳ ପାଇଁ ରାଜ୍ୟରେ ରୋଗୀ ସେବା ବନ୍ଦ । କଟକ ଏସିବି ମେଡିକାଲ କଲେଜରେ କଳା ବ୍ୟାଜ ପିନ୍ଧି କାର୍ଯ୍ୟକୁ ଓହ୍ଲାଇଛନ୍ତି ଜୁନିୟର ଡାକ୍ତର ଓ RDA ଡାକ୍ତର ସଂଘ । ଗୋଟିଏ ପଟେ ଡାକ୍ତର ଦିବସ ଥିବା ବେଳେ ଅନ୍ୟପଟେ ଓମସାର ଡାକରାରେ ସମଗ୍ର ଓଡିଶାର ଡାକ୍ତରମାନେ କଳାବ୍ୟାଜ ପିନ୍ଧି ରୋଗୀ ଦେଖୁଛନ୍ତି । ସରକାର ଦାବି ପୂରଣ ନକଲେ […]

Read More Text.
IMG 20260701 WA0039

ବରଗଡ଼ରେ ୧,୭୫୦ କୋଟିର ମେଗା ଇଥାନଲ ପ୍ଲାଣ୍ଟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ବରଗଡ଼: ପଶ୍ଚିମ ଓଡ଼ିଶାର ଶିଳ୍ପ ଏବଂ କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୪ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବରଗଡ଼ଠାରେ ପ୍ରତିଷ୍ଠିତ ୧,୭୫୦ କୋଟି ଟଙ୍କାର ଏକ ବିଶାଳ ବାୟୋ-ଇଥାନଲ ପ୍ଲାଣ୍ଟର ଶୁଭାରମ୍ଭ କରିବେ। ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (BPCL) ଦ୍ୱାରା ନିର୍ମିତ ଏହି ମେଗା ପ୍ରକଳ୍ପ ପଶ୍ଚିମ ଓଡ଼ିଶାର ଅର୍ଥନୀତିକୁ ବେଶ୍ ଗତିଶୀଳ କରିବ ବୋଲି ଆଶା କରାଯାଉଛି। ରାଜ୍ୟ ରାଜସ୍ୱ […]

Read More Text.
11

ଜଗନ୍ନାଥ – ଗୋପୀନାଥ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ, ଶ୍ରୀଯୁକ୍ତ ଗୋପବନ୍ଧୁ ପରିଡ଼ାଙ୍କୁ ଚନ୍ଦ୍ରମଣି-ଗୋପୀନାଥ ସ୍ମୃତି ସମ୍ମାନ -୨୬

ସାଲେପୁର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅବସରରେ କଟକ ଜିଲ୍ଲା ସାଲେପୁର ନିକଟବର୍ତ୍ତୀ ପିକୋଳ ଗ୍ରାମରେ ଅବସ୍ଥିତ ଜଗନ୍ନାଥ-ଗୋପୀନାଥ ଟ୍ରଷ୍ଟର ଚତୁର୍ଥ ବାର୍ଷିକ ଉତ୍ସବ ଟ୍ରଷ୍ଟର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି | ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇ ଏହି ଉତ୍ସବର ଶୁଭାରମ୍ଭ ହୋଇଥିଲା | ଏହି ଉତ୍ସବରେ ସଭାପତିତ୍ବ କରିଥିଲେ ବିଜ୍ଞାନପ୍ରଚାର ସମିତି ସାଲେପୁର ଶାଖାର ସଭାପତି ମେଜର ମଞ୍ଜୁଶ୍ରୀ ପତି | ମୁଖ୍ୟ ଅତିଥିଭାବରେ ଯୋଗଦେଇଥିଲେ ଶ୍ରୀଯୁକ୍ତ ଗୋପବନ୍ଧୁ ପରିଡ଼ା […]

Read More Text.
IMG 20260630 WA0200

ଏସିପି ଓ ମନରେଗା ସହାୟକମାନଙ୍କ ବଦଳି ଦାବିକୁ ନେଇ ଅତିରିକ୍ତ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ 

ବାରିପଦା : ଜିଲ୍ଲାପାଳ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମନରେଗା, ମୟୁରଭଞ୍ଜ ଙ୍କୁ   ଜିଲ୍ଲାର ସମସ୍ତ ବ୍ଲକରେ ଏସିପି ଓ ମନରେଗା ସହାୟକ ମାନଙ୍କ ବର୍ଷ ବର୍ଷ ଧରି ବଦଳି ନ ହେବା ଯୋଗୁଁ ଅରାଜକତା ସମ୍ବନ୍ଧରେ ମିଳିତ ବିରୋଧୀ ଦଳ କଂଗ୍ରେସ, ସିପିଆଇ, ସିପିଏମ ତରଫରୁ ଅତିରିକ୍ତ ଜିଲ୍ଲପାଳ ଶ୍ରୀଯୁକ୍ତ ଦୁଃଖବନ୍ଧୁ ନାୟକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଅଛି ।       ଜିଲ୍ଲା ମନରେଗା ପ୍ରକଳ୍ପ ସଂଯୋଜକ ଭାବେ ସମ୍ପୁର୍ଣ୍ଣ ଅବଗତ […]

Read More Text.
IMG 20260630 WA0199

ରାଇରଙ୍ଗପୁର ନୂତନ ପୁଲିସ ଜିଲ୍ଲାରେ ପୁଲିସ ଫୋର୍ସଙ୍କ ଯୋଗଦାନ, ସ୍ୱାଗତ କଲେ ଆରକ୍ଷୀ ଅଧିକ୍ଷକ

ବାରିପଦା  : ରାଇରଙ୍ଗପୁରରେ ନୂତନ ପୁଲିସ ଜିଲ୍ଲା ପାଇଁ ଗତ ୧୯ ତାରିଖ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ଆରକ୍ଷୀ ଅଧିକ୍ଷକଙ୍କ ନୂତନ କାର୍ଯ୍ୟାଳୟ ଗୃହ ଉଦଘାଟିତ ହେବାପରେ ଇତି ମଧ୍ୟରେ ଜିଲ୍ଲାରେ ପ୍ରଥମ ଆରକ୍ଷୀ ଅଧିକ୍ଷକ ଭାବେ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଯୋଗଦାନ କରିଛନ୍ତି। ନୂତନ ପୁଲିସ ଜିଲ୍ଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣିଆ ପୋଲିସ ଫୋର୍ସ ଏଠାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଜିଲ୍ଲା ପୁଲିସ […]

Read More Text.
IMG 20260630 WA0225

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପେନସନ ମେଳା ଓ ବିଦାୟ ସମ୍ବର୍ଦ୍ଧନା ସଭା

୩୦ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା, ୮ ଜଣଙ୍କୁ ପୂର୍ଣ୍ଣାଙ୍ଗ ପେନସନ ଓ ୫ ଜଣ ଏନ୍.ପି.ଏସ୍. ଅନ୍ତର୍ଭୁକ୍ତ କର୍ମଚାରୀଙ୍କୁ ସୁବିଧା ପ୍ରଦାନ ବାରିପଦା : ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଏକ ପେନସନ ମେଳା ଓ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଫେବୃଆରୀ ମାସରେ ଅବସର ଗ୍ରହଣ କରିଥିବା ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟ, ପୂର୍ଣ୍ଣ […]

Read More Text.