ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ତଲାସି ଚଳାଇଛି ପୋଲିସ ଓ ବମ୍ ସ୍କ୍ୱାଡ ଟିମ୍
ବେଙ୍ଗାଲୁରୁ : ଇସ୍ରୋର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତୁରନ୍ତ ସତର୍କ ହୋଇଯାଇଛନ୍ତି । ଘଟଣା ପରେ ପୋଲିସ ଓ ବମ୍ ସ୍କ୍ୱାଡ୍ର ଟିମ୍ ଇସ୍ରୋ ପରିସରରେ ବ୍ୟାପକ ତଲାସି ଅଭିଯାନ ଚଳାଇଥିଲେ । ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା । ଏହା ସହିତ ପୋଲିସ ଲୋକେସନ ଟ୍ରେସ କରୁଛି । ଦୀର୍ଘ ସମୟ ଧରି ଚାଲିଥିବା […]
Read More Text.