ମୟୂରଭଞ୍ଜ ମାଇକ୍ରୋ ଫାଇନାନ୍ସ ହିତାଧିକାରୀ ସଂଘର କନଭେନସନ ଅନୁଷ୍ଠିତ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ମାଇକ୍ରୋ ଫାଇନାନ୍ସ ହିତାଧିକାରୀ ସଂଘର ସାରସକଣା ବ୍ଲକ୍ ସ୍ତରୀୟ କନଭେନସନ ବାଲିଆସାହି ସ୍ଥିତ ଶିବ ପାର୍ବତୀ ମଣ୍ଡପରେ ଅନୁଷ୍ଠିତ ହୋଇ ଯାଇଛି। ଅନ୍ନପୂର୍ଣ୍ଣା,ଜନା,ଇସାବ, ସମସ୍ତା, ଉତ୍କୋରଷ, ବନ୍ଧନ,ଏସ କେ ଏସ,ଭାରତ,ଆରବିଏଲ,ପିପୁଲସ,ଏଲ ଏନ୍ ଟି,କେପିଟାଲ ଭଳି ଘରୋଇ ଅର୍ଥ ଲଗାଣ କାରି ସଂସ୍ଥାମାନେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରଲୋଭନ ଦେଖାଇ ଆଧାର, ଭୋଟର୍ ପରିଚୟ ପତ୍ର ନେଇ ଗ୍ରୁପ ଜରିଆରେ ୠଣ ଦେଇ ଚାଲିଛନ୍ତି। ଗ୍ରୁପ ମାନଂକୁ ଚଢ଼ା […]
Read More Text.