ଶେଷ ହେଲା ଗଞ୍ଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା

ଗଞ୍ଜାମ: ବେଲ-କାଠରେ ପ୍ରସ୍ତୁତ ହୋଇଥିଲା ମେରୁ-ଖୁଣ୍ଟି । ତଳେ ରହିଥିଲା ଅଗ୍ନି-କୁଣ୍ଡ । ପାଟଭୋକ୍ତାଙ୍କୁ ଓଲଟା ରଖି ତିନିଥର ଝୁଲାଇ ଦିଆଗଲା । ବେଲ-ଖୁଣ୍ଟିରେ ବନ୍ଧାଯାଇଥିବା ଆମ୍ବ ଏବଂ ଖଜୁରୀ କୋଳିକୁ ଭକ୍ତଙ୍କ ଭିତରେ ବାଣ୍ଟିଲେ ପାଟଭକ୍ତା । ଶେଷରେ ମା’ ରୁଦ୍ର-କାଳୀଙ୍କୁ ଗମ୍ଭୀରାରେ ବିଜେ କରାଇଲେ । ଏମିତି ଭାବରେ ମେରୁ ଯାତ୍ରା ମାଧ୍ୟମରେ ଶେଷ ହୋଇଛି ଗଂଜାମ ଦଣ୍ଡପର୍ବର ମାସନ୍ତ ମେରୁ ଯାତ୍ରା । ଏ ହେଉଛି ଗଂଜାମ ଜିଲ୍ଲାର ଗାଲେରୀ ଗୋବରା ଏବଂ ବାଲିଭାଗ […]

Read More Text.

୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ: ଜୁଲାଇ ୧୦ ସୁଦ୍ଧା ପାଠପଢା ଆରମ୍ଭ

ଭୁବନେଶ୍ଵର: ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠପଢା। ଶିକ୍ଷାବର୍ଷ ୨୦୨୫-୨୬ ସ୍ନାତକ ଶ୍ରେଣୀ ପାଠ୍ୟକ୍ରମରେ ନାମଲେଖା ନିମନ୍ତେ ଆବେଦନକାରୀମାନେ ଏପ୍ରିଲ ୧୬ ତାରିଖ ଠାରୁ ଫର୍ମ ପୂରଣ କରିପାରିବେ। ନାମଲେଖା ପ୍ରକ୍ରିୟା ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ କରାଯିବ। ଜାତୀୟ ଶିକ୍ଷା ନୀତି ଅନୁସାରେ, ଛାତ୍ରଛାତ୍ରୀମାନେ SAMS ମାଧ୍ୟମରେ ଫର୍ମ ପୂରଣ କରିବା ସମୟରେ ନିଜ ପସନ୍ଦ ଅନୁଯାୟୀ ପାଠ୍ୟକ୍ରମର ବିଭିନ୍ନ ପ୍ରକାର […]

Read More Text.

ସ୍ତ୍ରୀ ପାଇଁ ଷଡଯନ୍ତ୍ର ରଚିଥିଲା ସ୍ୱାମୀ, ହେଲେ ମଝିକୁ ଆସିଗଲା କୁନି ଝିଅ

ବାଙ୍କୀ : ସ୍ୱାମୀର ବର୍ବର କାଣ୍ଡ । ଭୁଲିଗଲା ମଣିଷତ୍ଵ ସାଜିଲା ସଇତାନ୍ । ସ୍ତ୍ରୀର ରକ୍ତରେ ହୋଲି ଖେଳିବ ବୋଲି ରଚିଥିଲା ଷଡଯନ୍ତ୍ର । ହେଲେ ମଝିରେ ଆସିଗଲା କୁନି ଝିଅ । ସମସ୍ତଙ୍କ ଆଗରେ ସ୍ତ୍ରୀକୁ ଜୀବନରୁ ମାରିବାକୁ ଉଦ୍ୟମ କଲାବେଳେ ଝିଅ ମୁଣ୍ଡରେ ବାଜିଲା ଚୋଟ । ମାଆ ସମ୍ମୁଖରେ ତିନି ବର୍ଷର ଝିଅକୁ ଅତର୍କିତ ଆକ୍ରମଣ । ଆକ୍ରମଣ କଲା ନିଜ ବାପା । ଅଭିଯୋଗ ପରେ ଏବେ ବାପାକୁ ଗିରଫ କରିଛି […]

Read More Text.

ସଲମାନଙ୍କ ଗାଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ, ପରିବହନ ବିଭାଗ ହ୍ୱାଟ୍ସଆପ୍‌କୁ ଆସିଲା ମେସେଜ୍

ମୁମ୍ବଇ: ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏଥର ମୁମ୍ବଇର ୱର୍ଲିସ୍ଥିତ ପରିବହନ ବିଭାଗର ହ୍ୱାଟ୍ସଆପ୍ ନମ୍ବରକୁ ମେସେଜ୍ ଜରିଆରେ ହତ୍ୟା ଧମକ ଆସିଛି। ଧମକପୂର୍ଣ୍ଣ ମେସେଜରେ ଅଭିନେତାଙ୍କ ଘରେ ପଶି ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଏଥିସହ ତାଙ୍କ କାରକୁ ବୋମାରେ ଉଡ଼ାଇ ଦେବାକୁ ମଧ୍ୟ ଧମକ ମିଳିଛି। ଏହି ଘଟଣା ପରେ ୱର୍ଲି ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଧିକାରୀମାନେ ଏବେ ଧମକର […]

Read More Text.

ସୁଲତାଙ୍କୁ କଡା ସମାଲୋଚନା କଲେ ଦେବାଶିଷ

ଭୁବନେଶ୍ବର: ବିଜେଡି ହାରିବା ପରଠୁ ବିଜେଡି ଭିତରି କନ୍ଦଳ ଦାଣ୍ଡରେ ପଡିଥିବା ବେଳେ ଓ୍ବାକଫ୍ ଆଇନକୁ ନେଇ ବିଜେଡିର ମତ ପରେ ଏହା ଆହୁରି ତେଜିଛି । ପରସ୍ପର ପ୍ରତି ବେଶୀ ପ୍ରତିକ୍ରିୟାଶୀଳ ହୋଇଉଠିଛନ୍ତି ବିଜେଡି ନେତା । କେହି କାହାରିକୁ ଛାଡୁ ନାହାନ୍ତି । ଏମିତିକି ଦଳର ସଭାପତି ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଣି ଆଉ ଦୁଇ ବିଜେଡି ନେତା ମୁହାଁମୁହିଁ ହୋଇଛନ୍ତି । […]

Read More Text.

ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତିରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି ଓ ଓଡିଆ ନବବର୍ଷ ।  ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ସମସ୍ତଙ୍କର ସୁଖସମୃଦ୍ଧି କାମନା କଲେ ରାଷ୍ଟ୍ରପତି । ରାଷ୍ଟ୍ରପତି କହିଛନ୍ତି, ପଣା ସଂକ୍ରାନ୍ତି ସମାଜକୁ ପ୍ରେମ ଓ […]

Read More Text.

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ ପାଇଁ ଉତ୍ସବମୁଖର

ଆଜି ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ। ଆଜିଠାରୁ ଓଡ଼ିଆ ନୂଆବର୍ଷ ଆରମ୍ଭ। ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ରାଜ୍ୟର ସମସ୍ତ ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର। ଘରେ ଘରେ ଦେବାଦେବୀଙ୍କ ପୂଜା, ଭୋଗ, ହୋମ ଆଦି ଅନୁଷ୍ଠିତ ହୋଇଥାଏ। ଆଜି ଠାରୁ ନୂଆ ଓଡ଼ିଆ ପଞ୍ଜିକା ପ୍ରଚଳନ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ। ପଣା ସଂକ୍ରାନ୍ତିକୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି। ଦକ୍ଷିଣ ଓଡ଼ିଶାରେ ଝାମୁଯାତ, […]

Read More Text.

ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଆନ୍ତଃ କ୍ଲବ ଫୁଟବଲ ଟୁର୍ଣ୍ଣାମେଣ୍ଟର ୭ମ ଦିନ

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ତଥା ଓଡିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଏସୋସିଏସନ, ଓଡିଶାର ସହଯୋଗରେ ଜିଲ୍ଲା ସ୍ତରୀୟ ୧୫ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ – ” ମୁଖ୍ୟମନ୍ତ୍ରୀ କପ ” ର ୭ମ ଦିନର ୧ମ ମ୍ୟାଚରେ ଶାନ୍ତିନିକେତନ ଯୁବକ ସଙ୍ଘ ଖେରୱାଲ ଜୁମିଦକୁ ୫-୦ ଗୋଲରେ ପରାସ୍ତ କରିଥିଲା I ରାମଚନ୍ଦ୍ର ଟୁଡୁ […]

Read More Text.

ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର 

ବାରିପଦା : କିଟ, ଭୁବନେଶ୍ୱର ଆନୁକୂଲ୍ୟରେ ବାରିପଦାର ଆରୟାନ ଇଣ୍ଟେର୍ନେଶନାଲ ସ୍ମାର୍ଟ ସ୍କୁଲ, ସେଣ୍ଟ ଜାବିୟାର ହାୟାର ସେକଣ୍ଡାରୀ ସ୍କୁଲ ଓ ସେଣ୍ଟ ଏନିସ କନଭେଣ୍ଟ ସ୍କୁଲରେ ଜାତୀୟ ଶିକ୍ଷାନୀତି ତଥା କ୍ୟାରିୟର କାଉନସିଲିଂ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ କିଟ କ୍ୟାରିୟାର ସ୍କୁଲର ପ୍ରଫେସର ଡଃ ସୁମନ ଭଟ୍ଟାଚାର୍ଯ୍ୟ କମ୍ପ୍ୟୁଟର ବିଜ୍ଞାନ ଏବଂ ଇଂଜିନିୟରିଙ୍ଗ, ଡଃ ପ୍ରିୟଦର୍ଶି ବିଶ୍ୱାଳ, ଡିନ, କିଟ କ୍ୟାରିୟର ସ୍କୁଲ, ଡଃ ପ୍ରଭାକର ଜେନା, ସହକାରୀ […]

Read More Text.

ଆଜି ଠାରୁ ବାରିପଦାରେ ବଳାଙ୍ଗୀ ମହୋତ୍ସବ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରେ ଓଡ଼ିଆ ଭାଷା ସାହିତ୍ୟ, କଳା ସଂସ୍କୃତି ଏବଂ ପର୍ଯ୍ୟଟନର ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ବିଗତ 2003 ମସିହା ଠାରୁ ବାରିପଦାର ବାବା ବୁଢା ରାଉଳ ମଠ ନିକଟ ବୁଢାବଳଙ୍ଗ, ଚିପଟ ଏବଂ ଇଟାଯୋଡ଼ି ନଦୀର ତ୍ରିବେଣୀ ସଙ୍ଗମ ପୀଠରେ ମୟୁରଭଞ୍ଜ ଜିଲ୍ଲାର ମହାନ ଗଣପର୍ବ ମୟୁରଭଞ୍ଜ ବାଲି ମେଳା ବଳାଙ୍ଗୀ ମହୋତ୍ସବ ପାଳିତ ହୋଇ ଆସୁଥିବା ବେଳେ, ଚଳିତ ଥର 23ତମ ରାଜ୍ୟ ସ୍ତରୀୟ ବଳାଙ୍ଗୀ ମହୋତ୍ସବ-2025 ମହାବିଷୁବ ପଣା […]

Read More Text.