‘ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ରାଶି ଦେବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି’

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ ଓମଫେଡର ଯୋଗ୍ୟ ଦୁଗ୍ଧ ଚାଷୀଙ୍କୁ ୩୧.୧୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଦେଇଛନ୍ତି। ଏହି ଅର୍ଥ ଓମଫେଡ୍ ପକ୍ଷରୁ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି। ସେପ୍ଟେମ୍ବର ୨୦୨୪ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି। ସାଧାରଣତଃ ଗତ ସେପ୍ଟେମ୍ବରରୁ-ଫେବ୍ରୁଆରି ପର୍ଯ୍ୟନ୍ତ ୬ ମାସ ହେଉଛି ଦୁଗ୍ଧର […]

Read More Text.

ପରିତ୍ୟକ୍ତ ନାଳରେ ପଡ଼ି ଦୁଇ ନାବାଳିକାଙ୍କ ସଲିଳ ସମାଧି

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ବାହାର୍ଦ୍ଦା ବସ୍ତିରେ ଏକ ପରିତ୍ୟକ୍ତ ନାଳରେ ପଡ଼ି ଦୁଇ ନାବାଳିକା ସଲିଳ ସମାଧି ହୋଇଛି। ଦୁଇ ନାବାଳିକା ହେଲେ ସବନା ଖାତୁନ ଓ ରୁଜୁଆନା ଖାତୁନ। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ଗୋଟାଏ ସମୟରେ ଏହି ଗ୍ରାମର ସେକ ନିଜାମୁଦ୍ଦିନ୍‌ଙ୍କ ଛଅ ବର୍ଷର ଝିଅ ସବନା ଖାତୁନ ଓ ସେକ ତୈରୁଦ୍ଦିନ୍‌ଙ୍କ ପାଞ୍ଚ ବର୍ଷର ଝିଅ ରୁଜୁଆନା ଖାତୁନ ଖେଳୁଥିବା ସମୟରେ ଗ୍ରାମ ନିକଟସ୍ଥ ପରିତ୍ୟକ୍ତ ନାଳରେ ପଡ଼ି […]

Read More Text.

୫ ଲ୍ୟାଣ୍ଡମାଇନ ଉଦ୍ଧାର, ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଯବାନ ନକ୍ସଲଙ୍କର ଏକ ବଡ଼ ଆକ୍ରମଣ ଯୋଜନାକୁ ବିଫଳ କରିଛନ୍ତି। ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା କଚ୍ଚା ରାସ୍ତାରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ୫ଟି ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ। ଏହି ରାସ୍ତା ଅତି ବିପଦପୂର୍ଣ୍ଣ ଥିବା ସୁରକ୍ଷାକର୍ମୀ ଜାଣିବା ପରେ ଏହି ଅଂଚଳରେ ଅତି ସତର୍କତାର ସହ ହାତେ ମାପି ଚାଖଣ୍ଡେ ଚାଲୁଥିଲେ। ଗୋରନା ଏବଂ ମନକେଲି ଗ୍ରାମ ମଧ୍ୟରେ ରହିଥିବା […]

Read More Text.

୧୮ ଜିଲାକୁ ମିଳିଲା ବିଜେଡି ସଭାପତି

ଭୁବନେଶ୍ୱର,୧୫।୪: ବଡ଼ ଖବର। ବିଜେଡିକୁ ମିଳିଛି ୧୮ ସଭାପତି। ଅର୍ଥାତ ୧୮ ଜିଲାକୁ ମିଳିଲା ବିଜେଡି ସଭାପତି । ବିଜେଡି ସାଙ୍ଗଠନିକ ନିର୍ବାଚନରେ ୧୮ ଜିଲାର ସଭାପତି ଚୟନ ହୋଇଛନ୍ତି। ବିଜେଡିର ସାଗଂଠନିକ ନିର୍ବାଚନରେ ୩୩ ସାଗଂଠନିକ ଜିଲାରୁ ୧୮ଟି ଜିଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ତେବେ ଆସନ୍ତୁ ଜାଣିବା କେଉଁ ଜିଲାରେ କିଏ ହେଲେ ବିଜେଡି ସଭାପତି। ପୁରୀ ଜିଲା ବିଜେଡି ସଭାପତି ଭାବେ ଉମା ସାମନ୍ତରାୟ ନିର୍ବାଚିତ ହେଇଛନ୍ତି । ସେହିପରି ବରଗଡ଼ […]

Read More Text.

ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଖୁସି ଖବର; ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିଁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି। ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ଋଣ ବ୍ୟବସ୍ଥା ଜାରି ରହିବ। ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ସୁଧ ଦେବାକୁ ପଡିବ ନାହିିଁ। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ସୁଧ ମୁକ୍ତ ଋଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ସୂଚନା […]

Read More Text.

ବାପା ଛେଉଣ୍ଡ ଓଡ଼ିଆ ଝିଅଙ୍କ ସଫଳତା, ଆନ୍ଧ୍ର ଯୁକ୍ତ ୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ରଖିଲେ ସର୍ବୋଚ୍ଚ ନମ୍ବର

ପାତ୍ରପୁର :  ପାତ୍ରପୁର ବ୍ଳକ ସୀମାନ୍ତ ଜୟନ୍ତୀପୁର ପଞ୍ଚାୟତ ବୁରିବାଡ ଗ୍ରାମର ଜଣେ ବାପ ଛେଉଣ୍ଡ ଝିଅ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା କାଞ୍ଚିଲି ମଣ୍ଡଳ ସାରିଆପଲ୍ଲୀ ସ୍ଥିତ ଏପି ମଡେଲ ସ୍କୁଲ ନାମକ ମହାବିଦ୍ୟାଳୟ +୨ ପରୀକ୍ଷାରେ ମଣ୍ଡଳ ସ୍ତରରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।  ଓଡ଼ିଆ ଝିଅ ଜଣକ ହେଲେ ସାମ୍ବାଦିକ ଆଲୁ ଜୟ ପ୍ରକାଶଙ୍କ ଝିଆରୀ ଆଲୁ ସ୍ପନ୍ଦନା। ମଙ୍ଗଳବାର ଦିନ […]

Read More Text.

ବିଜୁବାବୁଙ୍କ ପ୍ରତିମୂତ୍ତି ପୋଡି ଘଟଣାକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଠାରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗ୍‍ଣ ମାନସିକତାର ବ୍ୟକ୍ତି ହୋଇଥିବେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏ ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିର୍ଦ୍ଦେଶ […]

Read More Text.

ବିଜୁବାବୁଙ୍କ ପ୍ରତିମୂର୍ତ୍ତି ଜଳିବା ଘଟଣା: ଥାନାରେ ମାମଲା ରୁଜୁ, ଅଭିଯୁକ୍ତ ଗିରଫ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ପାଟଣାଗଡ଼ ବ୍ଲକଛକରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି। ଅଗ୍ନିକାଣ୍ଡ ଯୋଗୁଁ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାକୁ ତୀବ୍ର ନିନ୍ଦା କରି ବିଜୁ ଜନତା ଦଳ (ବିଜେଡି)ର ସ୍ଥାନୀୟ କର୍ମୀମାନେ ଆଜି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ […]

Read More Text.

‘ସୁଭଦ୍ରା’ ଟଙ୍କାରୁ ବଞ୍ଚିତ ଡଙ୍ଗରିଆ ମହିଳା

କଲ୍ୟାଣସିଂହପୁର: ସୁଭଦ୍ରା ଟଙ୍କା ପାଇଁ ସଂଘର୍ଷ କରିବାକୁ ପଡ଼ୁଛି ନିୟମଗିରି ପାହାଡ଼ରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ ମହିଳାଙ୍କୁ। ବାରମ୍ବାର ଆବେଦନ ସତ୍ତ୍ବେ କଲ୍ୟାଣସିଂହପୁର ବ୍ଲକ ପାର୍ସଲୀ ପଞ୍ଚାୟତର ଅନେକ ଗ୍ରାମର ଡଙ୍ଗରିଆ ମହିଳା ସୁଭଦ୍ରା ଯୋଜନା ସହାୟତା ଅର୍ଥ ପାଇନାହାନ୍ତି। ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ମହିଳାମାନେ ଜନସେବା କେନ୍ଦ୍ର ଓ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ପଡ଼ିଲେଣି। ଡଙ୍ଗରିଆଙ୍କୁ ବ୍ୟାଙ୍କ ଜମା ଖାତା, ଜନ୍ମ ପ୍ରମାଣପାତ୍ର, ଆଧାର କାର୍ଡ, ଜବ୍‌କାର୍ଡ ଭଳି ଅତି […]

Read More Text.

ବିଦେଶରେ ଉତ୍କଳ ଦିବସ, ପ୍ରଶାନ୍ତ ନନ୍ଦ ପାଇଲେ ‘ଉତ୍କଳ ବିଶ୍ୱ ଗୌରବ ସମ୍ମାନ’

ଭୁବନେଶ୍ବର : ଲଣ୍ଡନରେ ଉତ୍କଳ ଦିବସ ପାଳିଲେ ଓଡ଼ିଆ। ଓଡ଼ିଶା ସୋସାଇଟି ଅଫ୍ ୟୁନାଇଟେଡ୍‌ କିଙ୍ଗଡମ୍(ଓଏସୟୁକେ) ପକ୍ଷରୁ ଶନିବାର ଲଣ୍ଡନର ହାରୋଲ୍ଡ ହିଲ୍‌ସ୍ଥିତ ଡ୍ରାପର୍ସ ଏକାଡେମୀରେ ୯୦ତମ ଉତ୍କଳ ଦିବସ ମହାସମାରୋହରେ ପାଳନ କରାଯାଇଛି। ଦିନ ଗୋଟାଏରୁ ରାତି ୧୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ଭାଷା ଏବଂ ମାନବିକ ଭାବନା ପ୍ରତି ଏକ ଉତ୍କୃଷ୍ଟ ଶ୍ରଦ୍ଧାଞ୍ଜଳି ଥିଲା, ଯେଉଁଥିରେ ୟୁକେ ଏବଂ ବାହାରର ପ୍ରବାସୀ ଓଡ଼ିଆ ପ୍ରବାସୀମାନେ ଯୋଗ ଦେଇଥିଲେ। […]

Read More Text.