ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ
ବାରିପଦା : ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ତା’ଙ୍କ କରକମଳରେ ବାରିପଦା ସହରରେ ୮ଗୋଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମନ୍ତୀ କହିଥିଲେ ଯେ ବାରିପଦା ସହରବାସୀଙ୍କ ପାଇଁ ଏଗୁଡିକର ଅତ୍ୟନ୍ତ ଆବଶ୍ୟକତା ଥିବାରୁ ଏହି ପ୍ରକଳ୍ପକାର୍ଯ୍ୟ ଗୁଡିକ ହାତକୁ ନିଆଯାଇଛି। ଯେପରିକି ସହର ରେ ବର୍ଷା ଜଳ ନିଷ୍କାସନକୁ ସୁବ୍ୟବସ୍ଥିତ କରିବା ପାଇଁ ଶ୍ରମ କାର୍ଯ୍ୟାଳୟ ନିକଟ, ତୁଳସୀ ଚଉରା,ଷ୍ଟେସନ ବନ୍ଧ ନିକଟ, […]
Read More Text.