ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ସଫଳତା
ବାରିପଦା – ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଏହା ହେଉଛି ରାଜ୍ୟ ସରକାରଙ୍କର ଏକ ଅଭିନବ ଯୋଜନା, ଯେଉଁଥିରେ ଆଦିବାସୀ ମାନଙ୍କର ଆର୍ଥିକ, ସାମାଜିକ ବିକାଶ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ୪ ଗୋଟି ଆଇ.ଟି ଡ଼ି.ଏ, ଯଥା କପ୍ତିପଦା, କରଞ୍ଜିଆ, ରାଇରଙ୍ଗପୁର ଏବଂ ବାରିପଦା ମାଧ୍ୟମରେ ୨୬ ଗୋଟି ବ୍ଲକରେ ମୋଟ ୨୭୮ କ୍ଲଷ୍ଟର ଗଠନ କରାଯାଇଛି, ୪୧୬୬୬ ଗୋଟି ଆଦିବାସୀ ପରିବାରକୁ ଅନ୍ତଭୂକ୍ତ କରାଯାଇ ସେମାନଙ୍କର ଚିରସ୍ଥାଇ ଜୀବନ ଜୀବିକା ଓ ଆର୍ଥିକ ବିକାଶ ନିମନ୍ତେ […]
Read More Text.