କାଳ ସାଜିଲା କାଳବୈଶାଖୀ : ଗଛ ଚାପିଦେଲା ଅଟୋ, ଦୁଇ ମୃତ

ବଲାଙ୍ଗୀର : ରାସ୍ତାରେ ଯାଉଥିବା ଅଟୋରିକ୍ସାକୁ ଚାପିଦେଲା ନିମ୍ବ ଗଛ | ଦୁଇଜଣ ମୃତ | ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଆଠଗାଁ ରାସ୍ତାର କଂସବାହାଲ ଛକ ଠାରେ | ଅଟୋରେ ଡ୍ରାଇଭର ଓ ଜଣେ ଯାତ୍ରୀ ଆସୁଥିବା ସମୟରେ ହଠାତ ଜୋରରେ ପବନ ବହିଥିଲା | ଏବଂ ରାସ୍ତା କଡରେ ଥିବା ଏକ ବଡ ନିମ୍ବ ଗଛ ଉପୁଡି ଯାଇ ଅଟୋରିକ୍ସା ଉପରେ ପଡିଥିଲା | ଅଟୋରିକ୍ସାଟି ଚେପା ହୋଇଯାଇଥିବା ବେଳେ, ସେ […]

Read More Text.

ରାଜ୍ୟରେ ଗଠିତ ହେଲା ୪୬ଟି ସିଭିଲ୍‌ ଜଜ୍ କୋର୍ଟ

ଭୁବନେଶ୍ବର: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) । ଏହି କୋର୍ଟ ଗୁଡିକ ହେଲା, ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର, ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ, ସୁନ୍ଦରଗଡ଼ […]

Read More Text.

ପାକିସ୍ତାନୀ ଦେଶ ଛାଡ଼ିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା

ଏପ୍ରିଲ ୨୭ରେ ସମସ୍ତ ପାକିସ୍ତାନୀଙ୍କ ଭିଜା ରଦ୍ଦ ହେବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାର ୪୮ ଘଣ୍ଟା ମଧ୍ୟରେ ପାକିସ୍ତାନୀମାନଙ୍କୁ ଭାରତ ଛାଡ଼ିବାକୁ ନିର୍ଦେଶ ଦିଆଯାଇଛି। ଏହି ନିର୍ଦେଶକୁ କିପରି କଡ଼ାକଡ଼ି ପାଳନ କରାଯିବ ସେ ନେଇ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି। କୌଣସି ବି ପାକିସ୍ତାନୀ ଯେପରି କି ଧାର୍ଯ୍ୟ ସମୟ ପରେ ଭାରତରେ ନ ରୁହନ୍ତି ସେଥିପ୍ରତି କଡ଼ା ଦୃଷ୍ଟି ଦେବାକୁ […]

Read More Text.

ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର, ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି

ମାଲକାନଗିରି : ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଂଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ ବାଟାଲିୟନ ପକ୍ଷରୁ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଓପେରସନ ଜାରି ରହିଥିଲା । ସର୍ଚ୍ଚ ଅପରେସନ୍ ବେଳେ ମାଓ ଡ଼ମ୍ପ ଉଦ୍ଧାର କରିଥିଲେ ଯବାନ । ଏହି ଡ଼ମ୍ପରୁ ୨ଟି ଟିଫିନ ବୋମା,ବିଦ୍ୟୁତ ତାର ,ପ୍ଲାଷ୍ଟିକ ଡ୍ରମ,ଅକ୍ସିଜେନ […]

Read More Text.

ନିଜ ପରିବାରକୁ ଗୋପନରେ ବିଦେଶ ପଠାଇଲେ ପାକ୍ ସେନାମୁଖ୍ୟ

ଇସ୍ଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତର ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ ସେନା ଆତଙ୍କିତ ହୋଇପଡ଼ିଛି। ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ନିଜ ପରିବାରକୁ ବିଦେଶ ପଠାଇ ଦେଇଛନ୍ତି। ସୁତ୍ରକୁ ଉଦ୍ଧାର କରି ଏବିପି ନ୍ୟୁଜର ଏକ ରିପୋର୍ଟ ଅନୁସାରେ, ପାକିସ୍ତାନ ସେନାର ଅନେକ ଅଧିକାରୀ ନିଜ ପରିବାରକୁ ଘରୋଇ ବିମାନ ଯୋଗେ ବ୍ରିଟେନ ଏବଂ ନ୍ୟୁ ଜର୍ସି ପଠାଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ ସରକାରଙ୍କ ବୟାନକୁ ନେଇ ପାକିସ୍ତାନ ସେନା […]

Read More Text.

ପୂର୍ବ ଭାରତରେ ପ୍ରଥମ; ଏମ୍ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା । ଏହି ସୁବିଧା ପ୍ରଚଳନ ସହିତ ଏମ୍ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି । ଏଥିସହିତ ପ୍ରଯୁକ୍ତିବିଦ୍ୟା ସହ ଚିକିତ୍ସା ବିଜ୍ଞାନର ସମ୍ମୀଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ । ଏମ୍ସ ଭୁବନେଶ୍ବର ଅର୍ଥୋପେଡିକ୍‌ସ ବିଭାଗ […]

Read More Text.

ଶିମିଳିପାଳରେ ଅଛନ୍ତି ୪୦ ମହାବଳ

ଶିମିଳିପାଳ :  ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି ।  ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି ।  ଜିନତ୍ ଓ ଯମୁନା ବ୍ୟତୀତ ଶିମିଳିପାଳରେ ଥିବା ଆଡଲ୍ଟ ମହାବଳ ମଧ୍ୟରୁ ୧୩ଟି ପୁରୁଷ ମହାବଳ ଓ ୧୭ଟି ବାଘୁଣୀ ଅଛନ୍ତି । ଅନ୍ୟ ଦୁଇଟି ମହାବଳ ପୁରୁଷ ନା ବାଘୁଣୀ ତାହା ସ୍ପଷ୍ଟ ହୋଇପାରିନି । ସେହିପରି ଶିମିଳିପାଳରେ ଥିବା ମହାବଳ ମଧ୍ୟରୁ ୧୮ […]

Read More Text.

ଆତଙ୍କବାଦୀଙ୍କୁ ସମର୍ଥନ କରିବାର ଇତିହାସ ଆମର ରହିଛି: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଆତଙ୍କବାଦୀଙ୍କୁ ସମର୍ଥନ କରିବା, ସେମାନଙ୍କୁ ନିଜ ମାଟିରେ ପାଳିବା ଏବଂ ପାଣ୍ଠି ଯୋଗାଉଥିବା ନେଇ ପାକିସ୍ତାନ ସ୍ଵୀକାର କରିଛି। ପାକିସ୍ତାନ ଆତଙ୍କାବାଦୀଙ୍କୁ ସମର୍ଥନ କରିବାର ଇତିହାସ ରହିଛି ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସ୍କାଏ ନ୍ୟୁଜକୁ ସାକ୍ଷାତକାର ଦେବା ଅବସରରେ ମାନିଛନ୍ତି। ଏହା ଆମର ଏକ ତ୍ରୁଟି। ଏସବୁ କାର୍ଯ୍ୟ ପାଇଁ ଆମେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛୁ ବୋଲି ସେ କହିଛନ୍ତି। ସାକ୍ଷାତକାର ସମୟରେ ଆସିଫଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆତଙ୍କବାଦୀଙ୍କୁ ସମର୍ଥନ କରିବା, […]

Read More Text.

ଛୁଟିରେ ସ୍କୁଲ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ। ଛୁଟିରେ ସ୍କୁଲ ଖୋଲିଲେ ହେବ ଆକ୍ସନ। ଘରୋଇ ସ୍କୁଲ ମାଲିକଙ୍କୁ ତାଗିଦ କଲେ ସରକାର। ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ନିଆଯିବ ଆକ୍ସନ। ଗ୍ରୀଷ୍ମପ୍ରବାହ ପାଇଁ ଜାରି ହୋଇଛି ଏସଓପି। ସରକାରଙ୍କ ଏହି ଗ୍ରୀଷ୍ମ ପ୍ରବାହ ଏସଓପି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଏସଓପି ନମାନି ସ୍କୁଲ, କଲେଜ ଖୋଲିଲେ କାର୍ଯ୍ୟାନୁଷ୍ଠାନ ହେବ। ଗ୍ରୀଷ୍ମ ପ୍ରବାହକୁ ନେଇ ପଦକ୍ଷେପ ନିଆଯାଇଛି। ସ୍ଥିତି ନିୟନ୍ତ୍ରଣରେ ରହିଛି। ଅତି ଆବଶ୍ୟକ […]

Read More Text.

ଭାରତ-ପାକିସ୍ତାନ ଏବେ ଶାନ୍ତ ରହିବା ଜରୁରୀ: ଜମ୍ମୁ-କଶ୍ମୀର କଂଗ୍ରେସ ଅଧ୍ୟକ୍ଷ

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କରେ ତିକ୍ତତା ବଢ଼ିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମର ଦୋଷୀମାନଙ୍କ ପାଇଁ ଦଣ୍ଡ ଘୋଷଣା କରିଛନ୍ତି ଯାହା ସେମାନଙ୍କ କଳ୍ପନାଠାରୁ ମଧ୍ୟ ଭୟଙ୍କର ହେବ। ଏହି ଘଟଣା ନେଇ ସମଗ୍ର ଦେଶବାସୀ କ୍ରୋଧିତ ହୋଇଛନ୍ତି। ଏହି ସମୟରେ, ବିରୋଧୀ କଂଗ୍ରେସର ଜଣେ ରାଜ୍ୟ ସଭାପତି […]

Read More Text.