ଭୁବନେଶ୍ୱର ସମେତ ଦେଶର ୪୭ଟି ସ୍ଥାନରେ ରୋଜଗାର ମେଳା, ନିଯୁକ୍ତିପତ୍ର ବାଣ୍ଟିବେ ମୋଦି

ଭୁବନେଶ୍ୱର: ଶନିବାର ଭୁବନେଶ୍ୱରରେ ୧୫ତମ ରୋଜଗାର ମେଳା ଆୟୋଜିତ ହେବାକୁ ଯାଉଛି। କେବଳ ଭୁବନେଶ୍ୱର ନୁହେଁ ଦେଶର ୪୭ଟି ସ୍ଥାନରେ ଏହି ମେଳା ହେବାକୁ ଯାଉଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ଓ ପିଲାଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ। ଏହି ଅବସରରେ ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନରେ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବ। ସ୍ଥାନୀୟ ସିଏସଆଇଆର୍‌-ଆଇଏମଏମଟି ପ୍ରେକ୍ଷାଳୟରେ ପୂର୍ବାହ୍ଣ ୧୧ଟାରେ ହେବାକୁ ଥିବା ଏହି ମେଳାରେ […]

Read More Text.

ପାକିସ୍ତାନୀଙ୍କୁ ଖୋଜୁଖୋଜୁ ଧରାପଡ଼ିଲେ ବାଂଲାଦେଶୀ: ୫୦୦ରୁ ଅଧିକ ଅଟକ, ରାସ୍ତାରେ ଚଲାଇ ଚଲାଇ ନେଲା ପୋଲିସ

Read More Text.

କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଉ ୨ ବରିଷ୍ଠ IPS । BSF ଆଇଜି ଭାବେ ଡେପୁଟେସନରେ ଯିବେ IPS ରବି କାନ୍ତ । BSF ଡିଆଇଜି ଭାବେ ନିଯୁକ୍ତ ହେବେ IPS ମିତ୍ରଭାନୁ ମହାପାତ୍ର ।

Read More Text.

ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନ

ବାରିପଦା : ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲା ସ୍ତରୀୟ କନିଷ୍ଠ ପୁରୁଷ (୧୬ ଓ ୧୯ ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନର ମ୍ୟାଚରେ ବି ସି ଏ କ୍ଲବ ମୟୁରଭଞ୍ଜ ରେଡକୁ ୩୦ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବି ସି ଏ ୨୧ ଓଭରରେ ସମସ୍ତ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ ସିଂ ୨୮ ରନ କରିଥିବା ବେଳେ […]

Read More Text.

ସରକାରଙ୍କ ଵିକାଶର ଫୋକସରେ ରାଷ୍ଟ୍ରପତିଙ୍କ ଵାଇଦାପୋଷୀ ଗ୍ରାମ !

ବାଇଦାପୋଷୀ ଗ୍ରାମରେ ପ୍ରସ୍ତାବିତ ପ୍ରକଳ୍ପ ନାମରେ ସରକାରୀ ଜମି ଉଚ୍ଛେଦ ନେଇ ଗୃହ ଭଙ୍ଗା ବନ୍ଦ କରିବା ଦାବିରେ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ   ବାରିପଦା  :ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଏବଂ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ଅଂଚଳର ହୋଇଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶରେ ଫୋକସରେ ଏହିସବୁ ଅଞ୍ଚଳ ।କୋଟି କୋଟି ଟଙ୍କାର ପ୍ରକଳ୍ପ ମଂଞ୍ଜୁର ହେବା ସହ କିଛି ପ୍ରକଳ୍ପ ମଧ୍ୟ ନିର୍ମାଣ ଆରମ୍ଭ ହୋଇଯାଇଛି । ପ୍ରସ୍ତାଵିତ […]

Read More Text.

ଜାତୀୟ ପଞ୍ଚାୟତ ରାଜ ଦିବସ ଅବସରରେ ହାଟବାଦଡା ପଞ୍ଚାୟତର ସରପଞ୍ଚକୁ ‘ଆତ୍ମନିର୍ଭର ପଞ୍ଚାୟତ ସ୍ପେସିଆଲ ଆଓ୍ବାର୍ଡ’ ଦ୍ଵାରା ସମ୍ବର୍ଦ୍ଧିତ

ବାରିପଦା-  ଓଡ଼ିଶାର  ସର୍ବ ବୃହତ୍ତମ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତ ସାରା ଭାରତରେ ଭାରତ ସରକାରଙ୍କ ଦ୍ୱାରା ଆତ୍ମନିର୍ଭର ହାଟ ହିସାବରେ ଦିତୀୟ ସ୍ଥାନ ଭାବେ ଚୟନ ହୋଇଥିଲା ।ଏହାର  ଆର୍ଥିକ ବାର୍ଷିକ ଆୟ ୯୨ ଲକ୍ଷ ୩୬ ହଜାର୭୧୮ ଟଙ୍କା ।ଏହି ଅର୍ଥରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାମ କରି ଏକ ଶ୍ରେଷ୍ଠ ,ସ୍ବଛ, ଆତ୍ମନିର୍ଭର ପଞ୍ଚାୟତ କରି ପାରିଛି । ଏଥିରେ  ସମସ୍ତ ଶ୍ରେୟ ସରପଞ୍ଚ ସବିତା […]

Read More Text.

ହାଇଡ୍ରା  କ୍ରେନ ଦୁର୍ଘଟଣା ରେ ଶ୍ରମିକ ମୃତ

ବାରିପଦା-  ହାଇଡ୍ରା କ୍ରେନ୍ ଜଣେ କର୍ମଚାରୀଙ୍କ ଉପରେ ଓଲଟି ପଡିବାରୁ ମୃତ୍ୟୁ ଘଟିଅଛି। ସୂଚନା ଅନୁଯାୟୀ ରାଇରଙ୍ଗପୁର ଟାଉନ ଥାନା ଅର୍ନ୍ତଗତ ୨୨୦ ସଂଖ୍ୟା ଜାତୀୟ ରାଜପଥର ଗଢ ନିକଟସ୍ଥ ଷ୍ଟାଇଲୋ ମାର୍ବଲରେ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ରାଖାସାହି ଗ୍ରାମର ଗୋବିନ୍ଦ ଚନ୍ଦ୍ର ପରିଡାଙ୍କ ପୁଅ ରାହୁଲ ପରିଡା(୨୬) ରାଇରଙ୍ଗପୁରସ୍ଥ ୭ ନଂ ୱାର୍ଡ ଗଢଠାରେ ଥିବା ଷ୍ଟାଇଲୋ ମାର୍ବଲରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ଷ୍ଟାଇଲୋ ମାର୍ବଲ ନିକଟରେ ଗୋଟିଏ ହାଇଡ୍ରା […]

Read More Text.

ଖଣ୍ଡା ମୌଦା ଠାରେ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଦିବସ, ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ 

ବାରିପଦା-:  ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ଅବସରରେ ଝାଡ଼ଖଣ୍ଡର ପୂର୍ବ ସିଂଭୂମ ଅନ୍ତର୍ଗତ ଖଣ୍ଡା ମୌଦା ଠାରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି କୁ ସଫେଇ କରା ଯାଇ ଭବ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସ୍ମୃତି ଚାରଣ କରାଯାଇଛି। ଖଣ୍ଡା ମୌଦା ଏବଂ  ଗୋପବନ୍ଧୁ ପାଠାଗାର ପରିସର ରେ ଥିବା  ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି, ପଞ୍ଚାୟତ ମଣ୍ଡପ ଠାରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି, ସ୍ବର୍ଗତଃ କାଳୀ ପଦ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତି ଏବଂ […]

Read More Text.

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମୟୁରଭଞ୍ଜ ଗସ୍ତ କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ କ୍ଷେତ୍ର ପରିଦର୍ଶନ 

ବାରିପଦା: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ତଥା ମୟୁରଭଞ୍ଜ ଜିଲ୍ଲା ଦାୟିତ୍ୱ ରେ ଥିବା ଶାସନ ସଚିବ, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସୁରେଶ କୁମାର ବଶିଷ୍ଠ ମୟୁରଭଞ୍ଜ ଜିଲ୍ଲା ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନରେ  କ୍ଷେତ୍ର ପରିଦର୍ଶନରେ ବିଭିନ୍ନ ସ୍ଥାନକୁ ଯାଇ ଜିଲ୍ଲାର ବିଭିନ୍ନ ବିଭାଗ ଅଧୀନରେ କାର୍ଯ୍ୟକାରି ହେଉଥିବା  ସରକାରୀ ଯୋଜନାର ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକର ଅଗ୍ରଗତି ଏବଂ ସମୀକ୍ଷା […]

Read More Text.

୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ମାସରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର। ୩ ବର୍ଷରେ ୫ ଲକ୍ଷ ଲୋକଙ୍କୁ ମିଳିବ ଘର। ଏନେଇ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦ୍ୱୟ ଗୃହ ଯୋଜନାରେ ଆଉ ଲକ୍ଷେ ହିତାଧିକାରୀଙ୍କୁ ସାମିଲ କରାଯିବ।.ଶାରୀରିକ ଅକ୍ଷମ, ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ, ପଦ୍ମଶ୍ରୀ ଭଳି ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ଏଥିରେ ସାମିଲ କରାଯାଉଛି।  ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ହିତାଧିକାରୀଙ୍କୁ ସାମିଲ […]

Read More Text.