ନୀରପେକ୍ଷ ତଦନ୍ତ ପାଇଁ ପାକିସ୍ତାନର ପ୍ରସ୍ତାବ

ନୂଆଦିଲ୍ଲୀ : ପହଲଗାମ୍ ହମ୍‌ଲା ପରେ ଭାରତର ଆକ୍ସନ ନେଇ ଛାନିଆ ହେଲା ପାକିସ୍ତାନ ।  ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ଆରମ୍ଭ ରୁ ତୋଡ ଦେଖାଉଥିବା ପାକ୍ ଏବେ ନରମିଛି। ସିନ୍ଧୁ ଜଳଚୁକ୍ତି ସ୍ଥଗିତ ପରେ ଏବେ ଭାରତର ଶରଣରେ ପଶିଛି ପାକିସ୍ତାନ। ହମ୍‌ଲାର ୪ ଦିନ ପରେ ଉପାୟଶୂନ୍ୟ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ନୀରପେକ୍ଷ ତଦନ୍ତ ପାଇଁ ପ୍ରସ୍ତାବ ଦେଇଛନ୍ତି। ନିରପେକ୍ଷ ତଦନ୍ତ ପାଇଁ ଆମେ […]

Read More Text.

ଦ୍ଵିତୀୟ ବିବାହ ପାଇଁ ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ ଗିରଫ

ଯାଜପୁର : ଦ୍ଵିତୀୟ ବିବାହ ପାଇଁ ଜନ୍ମ କଲା ବାପା ପୁଅକୁ ହତ୍ୟା କରିବା ଘଟଣା, ବାପା ସମେତ ୫ଜଣ ଗିରଫ ।  ବାପା ସମେତ ପରିବାରର ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଯାଜପୁର ଜିଲ୍ଲା ଜେନାପୁର ପୋଲିସ। ୨ଦିନ ତଳେ ଜେନାପୁର ଥାନା ଚାରଗୋଠ ଗାଁ ନିକଟ ପଥର ଖାଦାନ ଭିତରୁ ବାଳକର ମୃତଦେହ ଉଦ୍ଧାର ହୋଇଥିଲା। ମୃତ ନାବାଳକର ପରିବାର ଓ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଜେନାପୁର ପୋଲିସ ଘଟଣାର ତଦନ୍ତ ଚଳାଇଥିଲା […]

Read More Text.

ପହଲଗାମ ଆକ୍ରମଣ: ଭାରତକୁ ୟୁଏନଏସସିର ସମର୍ଥନ

ନ୍ୟୁୟର୍କ: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଦୃଢ଼ ନିନ୍ଦା କରିଛି। ଏହା ସହିତ, ସୁରକ୍ଷା ପରିଷଦ ଏହି ନିନ୍ଦନୀୟ ଆତଙ୍କବାଦ କାର୍ଯ୍ୟର ଦୋଷୀ ଏବଂ ସେମାନଙ୍କର ସହାୟକମାନଙ୍କୁ ଦାୟୀ କରି ନ୍ୟାୟ ପ୍ରଦାନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛି। ଶୁକ୍ରବାର ଦିନ ୟୁଏନଏସସି ଗଣମାଧ୍ୟମକୁ ଏକ ବିବୃତି ଜାରି କରି ପୁନରାବୃତ୍ତି କରିଛି ଯେ, ସମସ୍ତ ପ୍ରକାର ଏବଂ ପ୍ରକାଶନରେ ଆତଙ୍କବାଦ ଅନ୍ତର୍ଜାତୀୟ ଶାନ୍ତି ଏବଂ ସୁରକ୍ଷା ପାଇଁ […]

Read More Text.

ପୁଷ୍ପାଳକ ସେବକଙ୍କୁ ବାସନ୍ଦ ପାଇଁ ଚେତାବନୀ; ଦୀଘା ଜଗନ୍ନାଥ ମନ୍ଦିର ପୂଜାରେ ଯୋଗଦେବାକୁ ମନା

ପୁରୀ: ସୁଆର ମହାସୁଆର ପରେ ପୁଷ୍ପାଳକ ସେବକଙ୍କୁ ମିଳିଛି ବାସନ୍ଦ ଚେତାବନୀ। ଦୀଘା ଜଗନ୍ନାଥ ମନ୍ଦିର ଆରତୀ, ପୂଜାରେ ଯୋଗଦେଲେ ସେମାନଙ୍କୁ ନିଯୋଗ ବିରୋଧୀ କାର୍ଯ୍ୟ ଅଭିହିତ କରାଯାଇ ବାସନ୍ଦ କରାଯିବ। ପୁଷ୍ପାଳକ ନିଯୋଗ ପକ୍ଷରୁ ସମସ୍ତ ପୁଷ୍ପାଳକ ସେବକଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଶ୍ରୀମନ୍ଦିର ପୁଷ୍ପାଳକ ନିଯୋଗ ସଂପାଦକଙ୍କ ଦସ୍ତଖତରେ ଶନିବାର ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନିକଟରେ ସୁଆର ମହାସୁଆର ସେବକଙ୍କୁ ମଧ୍ୟ ବାସନ୍ଦ ପାଇଁ ଚେତାବନୀ ହୋଇଥିଲା। ଦୀଘା ମନ୍ଦିର ପ୍ରତିଷ୍ଠାରେ […]

Read More Text.

ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି, ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଅସମ୍ଭାଳ ତାତି ସହ ଗୁଳୁଗୁଳି ଜାରି ରହିଥିବା ବେଳେ ତାତିରେ ଲାଗିବ ବ୍ରେକ। ଆଜିଠୁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଥିବା ବେଳେ ଅସହ୍ୟ ଗରମରୁ ମିଳିବ ଆଶ୍ବସ୍ତି। ପୂର୍ବ ବିହାର ଓ ସଂଲଗ୍ନ ଉପ ହିମାଳୟ ପଶ୍ଚିମବଙ୍ଗ ଉପରେ ଏକ ଘୁର୍ଣ୍ଣିବଳୟ ସକ୍ରିୟ ଥିବାରୁ ବଦଳିବ ପାଗର ମିଜାଜ ।୨୬ ରୁ ୩୦ ଯାଏ ଗ୍ରୀଷ୍ମ ପ୍ରଵାହ ସହ ଗୁଳୁଗୁଳି , ବିଜୁଳି ଘଡଘଡି ସହ ବର୍ଷା, କୁଆପଥର ସହ ଝଡ ପବନ ର […]

Read More Text.

ପହଲଗାମ୍ ଆକ୍ରମଣକୁ ସହ୍ୟ କରାଯାଇପାରିବ ନାହିଁ: ଗାଙ୍ଗୁଲି

ମୁମ୍ବାଇ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ। ଏଥିରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଏହି ଆକ୍ରମଣ ପରେ, ସମଗ୍ର ଦେଶରେ ଶୋକ ଏବଂ କ୍ରୋଧର ପରିବେଶ ରହିଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ନିରନ୍ତର ଅପରେସନ୍ ଚଳାଇଛନ୍ତି। କେନ୍ଦ୍ର ସରକାର ମଧ୍ୟ ଆକ୍ସନ ମୋଡରେ ଅଛନ୍ତି ଏବଂ ପଡ଼ୋଶୀ ଦେଶ ପାକିସ୍ତାନ ବିରୋଧରେ ଅନେକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ଘଟଣାରେ କ୍ରିକେଟ ତାରକାମାନେ ମଧ୍ୟ ଦୁଃଖ ଏବଂ […]

Read More Text.

ଜୁଆଲ୍ ଓରାମଙ୍କ ନୂଆ ବ୍ୟକ୍ତିଗତ ସଚିବ ହେଲେ ଅମିତ କୁମାର

ଭୁବନେଶ୍ୱର: ଝାଡ଼ଖଣ୍ଡ-କ୍ୟାଡର ଆଇଏଏସ୍ ଅଧିକାରୀ ଅମିତ କୁମାରଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଆଲ୍ ଓରାମଙ୍କ ବ୍ୟକ୍ତିଗତ ସଚିବ (ପିଏସ୍) ଭାବରେ ନିଯୁକ୍ତ କରାଯାଇଛି। କାର୍ମିକ ଏବଂ ତାଲିମ ବିଭାଗ ଦ୍ୱାରା ଏପ୍ରିଲ ୨୫ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୧୦ ବ୍ୟାଚ୍ ଆଇଏଏସ୍ ଅଧିକାରୀଙ୍କୁ ପାଞ୍ଚ ବର୍ଷ ପାଇଁ ନିର୍ଦ୍ଦେଶକ ସ୍ତରରେ ନିଯୁକ୍ତ କରାଯାଇଛି। ଜାନୁଆରୀ ମାସରେ, ଓଡ଼ିଶାର ସୁନ୍ଦରଗଡ଼ର ସାଂସଦ ଜୁଆଲ୍ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ତାଙ୍କ […]

Read More Text.

କପିରାଇଟ୍ ଉଲ୍ଲଂଘନ ପାଇଁ ଏଆର ରେହମାନ ଦେବେ ୨ କୋଟି ଟଙ୍କା: ଦିଲ୍ଲୀ ହାଇକୋର୍ଟ

ଜୁନିୟର ଡାଗର ବ୍ରଦର୍ସଙ୍କ ଶିବସ୍ତୁତିଙ୍କ ଶାସ୍ତ୍ରୀୟ ପରିବେଷଣକୁ ନେଇ କପିରାଇଟ୍ ମାମଲାରେ ୨ କୋଟି ଟଙ୍କା ଜମା କରିବାକୁ ଦିଲ୍ଲୀ ହାଇକୋର୍ଟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରେହମାନ ଏବଂ ପୋନିୟିନ୍ ସେଲଭାନ-୨ର ନିର୍ମାତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ରେ ଗାୟକ ଫୟାଜ ୱାସିଫୁଦ୍ଦିନ ଡାଗର ଏହି ମାମଲାରେ ରେହମାନ ଏବଂ ପ୍ରଯୋଜନା ସଂସ୍ଥା ମାଡ୍ରାସ ଟକିଜ୍ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଏପ୍ରିଲ ୨୫ରେ ଦିଆଯାଇଥିବା ଏକ ମଧ୍ୟବର୍ତ୍ତିକାଳୀନ ଆଦେଶରେ ଜଷ୍ଟିସ୍ ପ୍ରତିଭା ଏମ୍ ସିଂହ କହିଛନ୍ତି ଯେ […]

Read More Text.

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି; ସମାଜର ସବୁ ବର୍ଗର ଲୋକ ସାମିଲ

ମୋତେ ହାତ ଧରି ରାଜନୀତିରେ ଆଗକୁ ବଢିବାର ପ୍ରେରଣା ଦେଇଥିଲେ ରତି ଭାଇ: ବାଚଷ୍ପତି ସୁରମା ପାଢୀ ଭୁବନେଶ୍ୱର : ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା […]

Read More Text.

ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

ପୁରୀ: ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ। ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି। ୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର କାମ। ରତ୍ନଭଣ୍ଡାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକ ଦେଲେ ସୂଚନା। ୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫ ମିନିଟ୍‌ର କାମ ହୋଇଛି। ଭିତର ରତ୍ନଭଣ୍ଡାର କାମ ପ୍ରାୟ ସରିଛି। ଚଟାଣ କାମ ବାକି ଅଛି। ୨୯ ଏପ୍ରିଲ ଚନ୍ଦନ ଅଧିବାସ, ୩୦ ଏପ୍ରିଲ […]

Read More Text.