ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବୃହତ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ
ବାରିପଦା- ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ବାରିପଦା ପକ୍ଷରୁ ବାରିପଦା ହୋଲି ପାଲାସ ଏବଂ ହୋଟେଲ ହିନ୍ଦୁସ୍ତାନ ଇନନ୍ ପରିସରରେ ବୃହତ ଗ୍ରାହକ ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଆଂଚଳିକ ପ୍ରବନ୍ଧକ କମଳେଶ ରଞ୍ଜନ ଜୀ ଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ତାଙ୍କ ସହିତ ଉପ ଆଂଚଳିକ ପ୍ରବନ୍ଧକ ନିଶ୍ଚିତ ଜୀ,ଶାଖା ପ୍ରବନ୍ଧକ ବାରିପଦା, ରିଜନ ଵର୍ତିଆ,ଏସ ଏମ ଇ ସିସି ମୁଖ୍ୟ ଚିନ୍ମୟ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ବାରିପଦା ହୋଟେଲ […]
Read More Text.