ଅକ୍ଷୟ ତୃତୀୟାରୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆରମ୍ଭ ହେବ ପ୍ରତି ଘଣ୍ଟାର ମୁଖ୍ୟ ସମ୍ବାଦ
ସମ୍ବଲପୁର : ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଆସନ୍ତାକାଲି (ଏପ୍ରିଲ ୩୦) ଅକ୍ଷୟ ତୃତୀୟା ଠାରୁ ପ୍ରତ୍ୟେକ ଦିନ ଅପରାହ୍ନ ୪ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ପ୍ରତ୍ୟେକ ଘଣ୍ଟାରେ ଖବର ଶୀର୍ଷକ (News Headlines) ପ୍ରସାରଣ କରାଯିବ। ଶ୍ରୋତାମାନେ ୧୦୧ ଏଫ୍.ଏମ. ମହାନଦୀ ଏବଂ ୯୪୫ କିଲୋହର୍ଜ ଯୋଗେ ପ୍ରତି ଘଣ୍ଟାର ମୁଖ୍ୟ ସମ୍ବାଦ ଗୁଡ଼ିକୁ ଶୁଣିପାରିବେ। ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ଖୁବ୍ଶୀଘ୍ର ଆଉ ଦୁଇଟି ସୂଚନା ଭିତିକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ […]
Read More Text.