ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଆର୍ଯ୍ୟମାନ ନନ୍ଦ ଙ୍କ ସଫଳତା
ବାରିପଦା: ସିବିଏସଇ ଦ୍ବାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା-୨୦୨୫ରେ ପ୍ରତିଭାବାନ ଛାତ୍ର ଆର୍ଯ୍ୟମାନ ନନ୍ଦ ୯୫ ପ୍ରତିଶତ ନମ୍ବର ରଖି ନିଜର ନିରନ୍ତରତା ବଜାୟ ରଖିଛନ୍ତି। ଏଥି ପୂର୍ବରୁ ଶ୍ରୀମାନ ନନ୍ଦ ୨୦୨୩ ମସିହା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ କେନ୍ଦ୍ରୀୟ ବିଦ୍ୟାଳୟ ରାଇରଙ୍ଗପୁରରୁ ୪୭୫ ନମ୍ବର ୯୫ ଶତକଡା ରଖି ବାମନଘାଟୀ ଟପ୍ପର ହୋଇଥଲେ।ଚଳିତ ବର୍ଷ ଶ୍ରୀମାନ୍ ନନ୍ଦ ଭୂବନେଶ୍ବର ସ୍ଥିତ ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ ରୁ ଏ ସଫଳତା ଅର୍ଜନ କରିଛନ୍ତି। ସେ […]
Read More Text.